Odisha Police SI Exam  >  Odisha Police SI Tests  >  Odisha Police SI (General English and Odia Language) Paper 1 Mock Test - 5 - Odisha Police SI MCQ

Odisha Police SI (General English and Odia Language) Paper 1 Mock Test - 5 - Odisha Police SI MCQ


Test Description

30 Questions MCQ Test - Odisha Police SI (General English and Odia Language) Paper 1 Mock Test - 5

Odisha Police SI (General English and Odia Language) Paper 1 Mock Test - 5 for Odisha Police SI 2024 is part of Odisha Police SI preparation. The Odisha Police SI (General English and Odia Language) Paper 1 Mock Test - 5 questions and answers have been prepared according to the Odisha Police SI exam syllabus.The Odisha Police SI (General English and Odia Language) Paper 1 Mock Test - 5 MCQs are made for Odisha Police SI 2024 Exam. Find important definitions, questions, notes, meanings, examples, exercises, MCQs and online tests for Odisha Police SI (General English and Odia Language) Paper 1 Mock Test - 5 below.
Solutions of Odisha Police SI (General English and Odia Language) Paper 1 Mock Test - 5 questions in English are available as part of our course for Odisha Police SI & Odisha Police SI (General English and Odia Language) Paper 1 Mock Test - 5 solutions in Hindi for Odisha Police SI course. Download more important topics, notes, lectures and mock test series for Odisha Police SI Exam by signing up for free. Attempt Odisha Police SI (General English and Odia Language) Paper 1 Mock Test - 5 | 100 questions in 90 minutes | Mock test for Odisha Police SI preparation | Free important questions MCQ to study for Odisha Police SI Exam | Download free PDF with solutions
Odisha Police SI (General English and Odia Language) Paper 1 Mock Test - 5 - Question 1

କେଉଁଟି ଠିକ୍ ?

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 1

3) ଅଳସ + ଉଆ = ଅଳସୁଆ ସଠିକ୍‍ ଉତ୍ତର

ଯଥାର୍ଥତା :

  • ଭିନ୍ନ ଭିନ୍ନ ଅର୍ଥରେ ଶବ୍ଦ ସହିତ ଯେଉଁ ସବୁ ପ୍ରତ୍ୟୟ ଯୋଗକରାଯାଇ ନୂତନ ଶବ୍ଦ ଗଠନ କରାଯାଏ , ସେହି ପ୍ରତ୍ୟୟ ଗୁଡିକୁ ତଦ୍ଧିତ ପ୍ରତ୍ୟୟ କୁହାଯାଏ
  • ଗଠିତ ହୋଇଥିବା ନୂତନ ଶବ୍ଦକୁ ତଦ୍ଧିତାନ୍ତ ଶବ୍ଦ କୁହାଯାଏ

ବିକଳ୍ପ ଗୁଡିକର ବିଶ୍ଳେଷଣ : 

  1. ପଠ୍ + ଉଆ = ପାଠୁଆ ଏହା ଅବୈଧ ତଦ୍ଧିତ ପଦ , ସଠିକ୍‍ - ପାଠ + ଅଛି ଅର୍ଥରେ ଉଆ = ପାଠୁଆ
  2. ଟାଣ୍ + ଉଉ = ଟାଣୁଆ ଏହା ଅବୈଧ ତଦ୍ଧିତ ପଦ , ସଠିକ୍‍ - ଟାଣ + ଅଛି ଅର୍ଥରେ ଉଆ = ଟାଣୁଆ
  3. ଅଳସ + ଉଆ = ଅଳସୁଆ ଏଠାରେ ଅଭ୍ୟାସ ଅର୍ଥରେ ଉଆ ପ୍ରତ୍ୟୟ ଲାଗି ନୂଆ ଶବ୍ଦ ଗଠିତ ହୋଇଛି

ତେଣୁ 3) ଅଳସ + ଉଆ = ଅଳସୁଆ ସଠିକ୍‍ ଉତ୍ତରAdditional Information

  • ଅଛି , ଅଭ୍ୟାସ ,ଜାତ , ବାସ , ବୃତ୍ତି , ତୁଲ୍ୟ ଅର୍ଥରେ ଉଆ ପ୍ରତ୍ୟୟ ଯୋଗ କରାଯାଏ
  • ଓଡିଆ ଭାଷାରେ ତଦ୍ଧିତ ପ୍ରତ୍ୟୟ କୁ 3 ଭାଗରେ ବିଭକ୍ତ କରାଯାଏ
  • ତତ୍‍ସମ , ତଦ୍‍ଭବ / ଦେଶଜ , ବୈଦେଶିକ
Odisha Police SI (General English and Odia Language) Paper 1 Mock Test - 5 - Question 2

''ଅନ୍ତରଙ୍ଗ'' ଶବ୍ଦଟିର କେଉଁ ସନ୍ଧି ବିଚ୍ଛେଦଟି ଠିକ୍ ?

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 2

ସଠିକ ଉତ୍ତର ହେଉଛି "ଅନ୍ତଃ + ଅଙ୍ଗ"।
Key Points 

  • ପରସ୍ପର ସନ୍ନିହିତ ପୂର୍ବପଦର ଶେଷବର୍ଣ୍ଣ ଓ ପରପଦର ପ୍ରଥମବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ।
  • ସନ୍ଧି ତିନିପ୍ରକାର : ୧. ସ୍ଵର ସନ୍ଧି, ୨. ବ୍ୟଞ୍ଜନ ସନ୍ଧି, ୩. ବିସର୍ଗ ସନ୍ଧି
  • ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ସ୍ୱରବର୍ଣ୍ଣ ସହିତ ପରପଦର ପ୍ରଥମ ସ୍ୱରବର୍ଣ୍ଣର ମିଳନକୁ ସ୍ୱରସନ୍ଧି କୁହାଯାଏ।
  • ଯେପରିକି ମହା + ଉତ୍ସବ = ମହୋତ୍ସବ (ଆ + ଉ = ଓ => ‘ଓ’କାର)
  • ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ବ୍ୟଞ୍ଜନ ବର୍ଣ୍ଣ ସହିତ ପରପଦର ପ୍ରଥମ ବ୍ୟଞ୍ଜନ ବର୍ଣ୍ଣ ବା ସ୍ୱର ବର୍ଣ୍ଣର ମିଳନକୁ ବ୍ୟଞ୍ଜନ ସନ୍ଧି କୁହାଯାଏ।
  • ଯେପରିକି ଦିକ୍ + ଅନ୍ତ = ଦିଗମ୍ୱର (କ୍ + ଅ) = ଗ

ଯଥାର୍ଥତା:

  • ପୂର୍ବପଦର ଶେଷରେ ଥିବା ବିସର୍ଗ (8) ସହିତ ପରପଦର ପ୍ରଥମରେ ଥିବା ସ୍ବରବର୍ଣ୍ଣ ବା ବ୍ୟଞ୍ଜନ ବର୍ଣ୍ଣର ମିଳନ ହେଲେ ବିସର୍ଗ ସନ୍ଧି ହୁଏ।
  • ଯଥା: ନିରୀକ୍ଷଣ = ନିଃ + ଈକ୍ଷଣ ( ନିଃ = ନିର୍ + ଈକ୍ଷଣ ) = ( ର୍ + ଈ ) = ରୀ।
  • ଏଥିରେ ଆମେ ଦେଖିଲେ ଯେ ‘ନିରୀକ୍ଷଣ’ରେ ପୂର୍ବପଦର ଶେଷରେ ଥିବା ‘8’ ସହିତ ପରପଦର ଆଦ୍ୟ ବର୍ଣ୍ଣ ‘ଈ’ ବା ସ୍ଵରବର୍ଣ୍ଣର ମିଳନ ହେଲା। 
  • ଠିକ ସେହିପରି 'ଅନ୍ତରଙ୍ଗ' ଶବ୍ଦର ସନ୍ଧି ବିଚ୍ଛେଦ କଲେ 'ଅନ୍ତଃ + ଅଙ୍ଗ' ହିଁ ଉଦ୍ଦିଷ୍ଟ ହେବ।  
  • କାରଣ ବିସର୍ଗ ସନ୍ଧି ନିୟମାନୁଯାୟୀ, ଅନ୍ତଃ + ଅଙ୍ଗ = ଅନ୍ତର୍ + ଅଙ୍ଗ = ର୍ + ଅ = ର = ଅନ୍ତରଙ୍ଗ।   
  • ଏଠାରେ ‘ର’ ରୂପୀ '8' ବିସର୍ଗ ବ୍ୟବହୃତ ହେଉଛି ଓ ଏହା ସହିତ ପରପଦର ଆଦ୍ୟ ବର୍ଣ୍ଣ ‘ଅ’ର ମିଳନ ହୋଇ ସନ୍ଧିପଦ 'ଅନ୍ତରଙ୍ଗ' ଗଠିତ ହେଉଛି।  

Additional Information 

  • ଅନ୍ୟ ବିକଳ୍ପଗୁଡିକ ଉପରୋକ୍ତ ବର୍ଣ୍ଣିତ ନିୟମ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଦତ୍ତ ପ୍ରଶ୍ନଟି ପାଇଁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି।
1 Crore+ students have signed up on EduRev. Have you? Download the App
Odisha Police SI (General English and Odia Language) Paper 1 Mock Test - 5 - Question 3

Directions: Out of the four alternatives, choose the one which best expresses the meaning of the given word and mark it in the Answer Sheet.

Indict

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 3

The correct answer is 'Charge'.

Key Points

  • Word 'Indict' means 'If a law court or a grand jury indicts someone, it accuses them officially of a crime'.
    • Ex: He was indicted on drug charges at Snaresbrook Crown Court.
  • The marked option 'Charge' means 'to make a formal statement saying that someone is accused of a crime'.
    • Ex: She is charged with murdering her husband.
    Let's discuss other options:
    • Declare: to announce something clearly, firmly, publicly, or officially
    • Indicate: to show, point, or make clear in another way
    • Designate: to choose someone officially to do a particular job
  • From the above explanation, it's clear that 'Charge' is synonym in meaning to 'Indict'.

Therefore, the correct answer is option 3).

Additional Information

  • Synonyms of 'Indict' are 'impeach, accuse, forcefully, incriminate, charge' etc.
  • Antonyms of 'Indict' are 'acquit, absolve, exonerate, vindicate' etc.
Odisha Police SI (General English and Odia Language) Paper 1 Mock Test - 5 - Question 4

Find out which part of a sentence has an error, corresponding to the appropriate letter (A), (B), (C). If there is no error, corresponding to letter (D) in the Answer-sheet.

I couldn’t find my tennis racket (A) / so I asked Mani (B) / to use hers. (C) / No error (D)

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 4

The correct answer is 'c'.

Key Points

  • The error is in the part c of the sentence.
  • here 'lend' will be used instead of 'use'.
  • 'Lend' means to give something to someone for a short period of time, expecting it to be given back.
  • For example:
    • If you need a coat i can lend you one.
  • Thus, 'lend' will be used in place of 'use'.

Hence, the correct sentence is: I could not find my tennis racket so I asked Mani to lend hers.

Confusion Points

  • 'Use' cannot be used in the given sentence as 'use' means to take advantage of a person or situation, to exploit. It means to reduce the amount of or finish something, by eating it, burning it, writing on it, or by chemical reaction.
  • For example:
    • Does she still use drugs.
    • It might be possible to use their mistake to help us to get what we want.
Odisha Police SI (General English and Odia Language) Paper 1 Mock Test - 5 - Question 5

Read each sentence and fill in the blanks choosing the correct homophone.

I _______ him for a long time

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 5

The correct answer is know.

Key Points

Let's look at the meanings of the options:

  • Know: to have knowledge or clear and certain perception, as of fact or truth
  • Now: at the present time or moment
  • No: the opposite of yes and is used to express denial or disagreement
  • Gnaw: to bite or chew something repeatedly, usually making a hole in it or gradually destroying it

Thus, from the meanings stated above, we can conclude that 'know' is the correct word for the blank.
Correct sentence: I know him for a long time.

Odisha Police SI (General English and Odia Language) Paper 1 Mock Test - 5 - Question 6

ବାକ୍ୟରେ କେଉଁ ଅଂଶରେ ତ୍ରୁଟି ଅଛି ନିରୂପଣ କର - ରଥଯାତ୍ରା ସମୟରେ (କ) / ପ୍ରତ୍ୟେକ ଲୋକମାନଙ୍କ (ଖ) / ମନରେ ପୁରୀ ଯିବାର (ଗ) / ଇଚ୍ଛା ଥାଏ (ଘ)।

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 6

ସଠିକ ଉତ୍ତର ହେଉଛି "ଖ" 
Key Points  

  • କହିବା ଓ ଲେଖିବା ମଧ୍ୟରେ ବ୍ୟବଧାନ ବହୁତ ବେଶି।
  • ଆମ ଭାଷାରେ ବ୍ୟବହୃତ ଅନେକ ଶବ୍ଦର ଠିକ୍ ରୂପ ଆମେ ଜାଣୁନାହିଁ। ଠିକ୍ ରୂପ ନ ଲେଖିଲେ ଭାଷା ଅଶୁଦ୍ଧ ହେବ।
  • ଶବ୍ଦଗୁଡ଼ିକର ବ୍ୟବହାର ବେଳେ କେତେକ ସାଧାରଣ ଅଶୁଦ୍ଧି ପରିଲକ୍ଷିତ ହୋଇଥାଏ। 
  • ଏହି ଅଶୁଦ୍ଧି ଅନେକ ପ୍ରକାରର । ଯଥା : ବଚନଗତ, ଲିଙ୍ଗଗତ, ବିଶେଷ୍ୟ ଓ ବିଶେଷଣଗତ, ସନ୍ଧିଗତ, ସମାସଗତ, କୃଦନ୍ତ, ତଦ୍ଧିତ ବିଧିଗତ ଓ ବନାନଗତ ଅଶୁଦ୍ଧି ଦେଖାଯାଏ। 
  • ସେହି ଅଶୁଦ୍ଧ ଶବ୍ଦଗୁଡ଼ିକର ଶୁଦ୍ଧ ରୂପ ଜାଣିଲେ ଭାଷା ସରସ ଓ ସୁନ୍ଦର ହୋଇଥାଏ। 

ଯଥାର୍ଥତା:

  • ଏଠାରେ ଦିଆଯାଇଥିବା ବାକ୍ୟ - ରଥଯାତ୍ରା ସମୟରେ (କ) / ପ୍ରତ୍ୟେକ ଲୋକମାନଙ୍କ (ଖ) / ମନରେ ପୁରୀ ଯିବାର (ଗ) / ଇଚ୍ଛା ଥାଏ (ଘ) ରେ 'ଖ' ଅଂଶରେ ବଚନଗତ ଅଶୁଦ୍ଧତା ଘଟିଛି। 
  • 'ଖ' ଅଂଶରେ 'ପ୍ରତ୍ୟେକ ଲୋକମାନଙ୍କ' - ପଦଟି ବଚନଗତ ଅଶୁଦ୍ଧ ଓ ଏହାର ଶୁଦ୍ଧ ରୂପ ହେଉଛି 'ପ୍ରତ୍ୟେକ ଲୋକର/ଲୋକମାନଙ୍କ'
  • କାରଣ 'ପ୍ରତ୍ୟେକ ଲୋକର' କହିଲେ ଏହା ଏକବଚନକୁ ସୂଚିତ କରୁଥିବା ବେଳେ 'ଲୋକମାନଙ୍କ' କହିଲେ ଏହା ବହୁବଚନକୁ ସୂଚାଏ।
  • 'ପ୍ରତ୍ୟେକ ଲୋକମାନଙ୍କ' ବାକ୍ୟାଂଶଟିରେ ଏକବଚନ-ବହୁବଚନ ସମ୍ମିଶ୍ରଣ ଅକାରଣରେ ଘଟିଥିବା ହେତୁ ଏହା ଅଶୁଦ୍ଧ। 
  • ଅତଏବ ଉଚିତ ବ୍ୟବହାର୍ଯ୍ୟ ନିୟମାନୁସାରେ ଏଠି 'ପ୍ରତ୍ୟେକ ଲୋକର/ଲୋକମାନଙ୍କ' କହିବା ଶୁଦ୍ଧ ତଥା ଯଥାର୍ଥ ହେବ। 
  • ଦତ୍ତ ବାକ୍ୟର ଶୁଦ୍ଧ ରୂପ: ରଥଯାତ୍ରା ସମୟରେ (କ) / ପ୍ରତ୍ୟେକ ଲୋକର/ଲୋକମାନଙ୍କ (ଖ) / ମନରେ ପୁରୀ ଯିବାର (ଗ) / ଇଚ୍ଛା ଥାଏ (ଘ) = ରଥଯାତ୍ରା ସମୟରେ ପ୍ରତ୍ୟେକ ଲୋକର ମନରେ ପୁରୀ ଯିବାର ଇଚ୍ଛା ଥାଏ ବା ରଥଯାତ୍ରା ସମୟରେ ଲୋକମାନଙ୍କ ମନରେ ପୁରୀ ଯିବାର ଇଚ୍ଛା ଥାଏ। 

Additional Information \

  • ଅନ୍ୟ ବିକଳ୍ପଗୁଡିକରେ କୌଣସି ତ୍ରୁଟି ନ ଥିବା ହେତୁ 'କ', 'ଗ' ଓ 'ଘ' ଅଂଶ ଉଚିତ ବ୍ୟବହାର୍ଯ୍ୟ ନିୟମାନୁସାରେ ଶୁଦ୍ଧ ଅଟନ୍ତି।
Odisha Police SI (General English and Odia Language) Paper 1 Mock Test - 5 - Question 7
ଦରିଦ୍ରମାନଙ୍କ ______ ଦୟା କରିବା ଉଚିତ - ଶୂନ୍ୟସ୍ଥାନ ପାଇଁ ସଠିକ ଉତ୍ତରଟି ବାଛ।
Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 7

ସଠିକ ଉତ୍ତର ହେଉଛି ''ପ୍ରତି''। 
 Key Points

  • ଯେକୌଣସି ପ୍ରକାରର ଅନୁଭୂତି, ଧାରଣା, ଘଟଣା, ବିଚାର, ପ୍ରସଙ୍ଗ, ସମସ୍ୟା ଓ କାର୍ଯ୍ୟକୁ କେନ୍ଦ୍ରକରି ଆମ ମନରେ ନାନା ପ୍ରକାରର 'ଭାବ' ଜାତ ହୁଏ । 
  • ଗୋଟିଏ ପଛକୁ ଗୋଟିଏ, ତା ପଛକୁ ଆଉ ଗୋଟିଏ - ଏହିପରି : ପଛକୁ ପଛ : ଆମ ମନରେ 'ଭାବ' ଲାଗି ରହିଥାଏ ।
  • ବକ୍ତା ରୂପେ ଆପେ ମନର ଭାବକୁ ଅନ୍ୟଜଣଙ୍କ ନିକଟରେ ପ୍ରକାଶ କରିଥାଉ। 
  • ଅନ୍ୟଜଣେ ଆମ କଥାକୁ ଶ୍ରୋତା ଭାବରେ ଶୁଣିଥା’ନ୍ତି ଓ ବୁଝିଥା'ନ୍ତି।

ଯଥାର୍ଥତା:

  • ଏଠି ଦତ୍ତ ଦରିଦ୍ରମାନଙ୍କ ______ ଦୟା କରିବା ଉଚିତ - ବାକ୍ୟଟିର ଶୂନ୍ୟସ୍ଥାନ ପାଇଁ ''ପ୍ରତି'' ହିଁ ଉଦ୍ଦିଷ୍ଟ ହେବ। 
  • କାରଣ ଏହା ଦ୍ୱାରା ବାକ୍ୟଟିର ଉଦ୍ଦିଷ୍ଟ ଅର୍ଥ ସୂଚିତ ହେଉଛି। 
  • ଉଚିତ ବ୍ୟବହାର୍ଯ୍ୟ ନିୟମ ଅନୁସାରେ କାହାକୁ ଦୟା/ଘୃଣା/ପ୍ରେମ/ଆସକ୍ତିଭାବ ଦେଖେଇଲେ ସେହି ବ୍ୟକ୍ତି ସହ ''ପ୍ରତି'' ସଂଯୋଗ ହୋଇଥାଏ।  
  • ଯେପରିକି ତାଙ୍କ ପ୍ରତି ମୋର ଆଉ ଆସକ୍ତି ନାହିଁ; ତାର ରୀତା ପ୍ରତି ଘୃଣା ଭାବ ଆସିଯାଇଛି।  ​  
  • ଅତଏବ ''ପ୍ରତି'' ଯଥାର୍ଥ ଉତ୍ତର; ଯଥା: ଦରିଦ୍ରମାନଙ୍କ ପ୍ରତି ଦୟା କରିବା ଉଚିତ।  

Additional Information 

  • ଅନ୍ୟ ବିକଳ୍ପଗୁଡିକ ଉଚିତ ବ୍ୟବହାର୍ଯ୍ୟ ନିୟମାନୁସାରେ ପ୍ରଶ୍ନରେ ଦତ୍ତ ବାକ୍ୟଟି ନିମିତ୍ତ ଉଦ୍ଦିଷ୍ଟ ମେଳପ୍ରଦାୟକ ନୁହଁନ୍ତି।   
Odisha Police SI (General English and Odia Language) Paper 1 Mock Test - 5 - Question 8
If the ozone layer collapses, the global community will suffer.
Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 8
ସଠିକ ଉତ୍ତର ହେଉଛି ''ଯଦି ଓଜୋନ ସ୍ତର କ୍ଷତିଗ୍ରସ୍ତ ହୁଏ, ତେବେ ବିଶ୍ୱ ସମୁଦାୟ କଷ୍ଟ ପାଇବେ'' 
Key Points 
  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    
ଯଥାର୍ଥତା:
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''If the ozone layer collapses, the global community will suffer.'' - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''If the ozone layer collapses'' ର ଅର୍ଥ ଓଡ଼ିଆରେ ବୁଝିଲେ 'ଯଦି ଓଜୋନ ସ୍ତର କ୍ଷତିଗ୍ରସ୍ତ ହୁଏ'କୁ ସୂଚାଏ। 
  • ଏଠାରେ 'the global community will suffer' ର ଅର୍ଥ ଓଡ଼ିଆରେ ବୁଝିଲେ 'ତେବେ ବିଶ୍ୱ ସମୁଦାୟ କଷ୍ଟ ପାଇବେ'କୁ ସୂଚାଏ। 
  • collapse ଅର୍ଥ କ୍ଷତିଗ୍ରସ୍ତ ଡ଼ି​ବା କ୍ରିୟାକୁ ବୁଝାଉଥିଲାବେଳେ suffer ଅର୍ଥ କ୍ଷତିଗ୍ରସ୍ତ​ ହେବା କ୍ରିୟା। 
  • ଅତଏବ ଉଚିତ ସମ୍ମିଶ୍ରଣ ହେତୁ 'If the ozone layer collapses, the global community will suffer.' ର ଓଡ଼ିଆ ଅନୁବାଦ ''ଯଦି ଓଜୋନ ସ୍ତର କ୍ଷତିଗ୍ରସ୍ତ ହୁଏ, ତେବେ ବିଶ୍ୱ ସମୁଦାୟ କଷ୍ଟ ପାଇବେ।'' କହିବା ଯଥାର୍ଥ।    ​     
Additional Information 
  • ଅନ୍ୟ ବିକଳ୍ପଗୁଡିକ ''If the ozone layer collapses, the global community will suffer.'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି।
Odisha Police SI (General English and Odia Language) Paper 1 Mock Test - 5 - Question 9

Select the most appropriate ANTONYM of the underlined word.

Her room looks very messy  

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 9

The correct answer is "Organised."

Key Points

  • Let us understand the meaning of the given and the marked words;
    • The given word 'messy' means untidy or disorganized.(गन्दा या अव्यवस्थित।)
      • Example: Her apartment was very messy.
  • The antonym of 'messy' would be a word that means tidy or organized.
    • "Organized" (व्यवस्थित) means something arranged in a systematic manner.
      • Example: She oranizes her table very nicely.
  • Thus, option 4 Organised is the most appropriate antonym as it means everything is in order and well arranged.

Hence, the correct answer is option 4.

Additional Information

  • Option 1 (Untidy) (अव्यवस्थित) is a synonym of messy, which means not neat or well arranged.
  • Option 2 (Chaotic)  (अराजक) means in a state of complete confusion and disorder.
  • Option 3 (Disordered) (व्यवस्था बिगड़ी हुई) means lacking order or regular arrangement.
Odisha Police SI (General English and Odia Language) Paper 1 Mock Test - 5 - Question 10

Select the most appropriate option to substitute the underlined segment in the given sentence. If no substitution is required, select 'No improvement' as your answer.

Messages and videos circulating in bulk did in past incited mob violence in India.

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 10

The most appropriate substitution is '2' ('have in the past incited')

 Key Points

  • The phrase "did in past incited" is grammatically incorrect.
  • The correct phrase should be "have in the past incited". This indicates that the messages and videos have incited violence at unspecified times in the past.
  • Therefore, the correct sentence should be: "Messages and videos circulating in bulk have in the past incited mob violence in India."

Therefore, the most appropriate substitution is Option 2.

Odisha Police SI (General English and Odia Language) Paper 1 Mock Test - 5 - Question 11

Read the following group of sentences. The first and the last sentences are numbered 1 and 6, the rest are numbered P, Q, R, and S. Arrange these four sentences in proper order to form a meaningful paragraph/sentence.

1. The man

P. and no one passing him in the street

Q. was singularly inconspicuous

R. who was called Alfred Nobel

S. would have given him

6. another look

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 11

The correct arrangement is 4) RQPS.

Key Points

  • The man
  • R. who was called Alfred Nobel
  • Q. was singularly inconspicuous
  • P. and no one passing him in the street
  • S. would have given him
  • Sentence R: "The man who was called Alfred Nobel" introduces us to the central character of the paragraph, emphasizing his identity as Alfred Nobel.
  • Sentence Q: "was singularly inconspicuous" provides an important characteristic of the man, highlighting the fact that he was not noticeable or remarkable in any way.
  • Sentence P: "and no one passing him in the street" adds to the previous sentence by emphasizing that even people passing him on the street did not pay much attention to him.
  • Sentence S: "would have given him" suggests that despite his unremarkable appearance, if people had known who he was, they would have treated him differently or shown him more attention or respect.
  • By arranging the sentences in the order RQPS, the paragraph creates a cohesive flow. It starts by introducing Alfred Nobel, then describes his inconspicuous nature, followed by the observation that people passing him on the street did not pay him much attention. Finally, it suggests that people would have treated him differently if they had known his true identity.
Odisha Police SI (General English and Odia Language) Paper 1 Mock Test - 5 - Question 12
Nobody will go out in the darkness.
Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 12
ସଠିକ ଉତ୍ତର ହେଉଛି ''ଅନ୍ଧକାରରେ କେହି ବାହାରକୁ ଯିବେ ନାହିଁ।''
Key Points  
  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    
ଯଥାର୍ଥତା:
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''Nobody will go out in the darkness.'' - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''Nobody'' ର ଅର୍ଥ ଓଡ଼ିଆରେ ବୁଝିଲେ 'କେହି ନୁହଁ'କୁ ସୂଚାଏ। 
  • 'darkness' ର ଅର୍ଥ ଓଡ଼ିଆରେ ବୁଝିଲେ 'ଅନ୍ଧକାର'କୁ ସୂଚାଏ। 
  • 'Nobody will go out'  English Grammar ଅନୁଯାୟୀ 'Simple Future Tense' ଅନ୍ତର୍ଗତ ହେତୁ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ 'କେହି ବାହାରକୁ ଯିବେ ନାହିଁ' ଉଦ୍ଦିଷ୍ଟ ହେବ। 
  • ଅତଏବ 'Nobody will go out in the darkness.' ର ଓଡ଼ିଆ ଅନୁବାଦ ''ଅନ୍ଧକାରରେ କେହି ବାହାରକୁ ଯିବେ ନାହିଁ।'' କହିବା ଯଥାର୍ଥ।    ​     
Additional Information 
  • ଅନ୍ୟ ବିକଳ୍ପଗୁଡିକ ''Nobody will go out in the darkness.'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି। 
Odisha Police SI (General English and Odia Language) Paper 1 Mock Test - 5 - Question 13

Which of the following statements is NOT true?

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 13

The correct answer is 'A leader of the Republican Party was seeking to rally voters in an important Senate runoff election'.

Key Points

  • Let's refer to the passage: 'In purely partisan terms, a leader of the Democratic Party was seeking to rally voters in an important Senate runoff election, the results of which will determine whether Democrats or Republicans control the chamber.'
  • From the above-mentioned statements, it is evident that the leader belonged to the Democratic Party and not the Republican party.
  • Thus, option 3 is not true according to the passage and is the most appropriate choice.

Additional Information

  • A senate is the smaller upper assembly in the US, US states, France, and other countries.
    • For eg.- The Senate is expected to pass the bill shortly.

Odisha Police SI (General English and Odia Language) Paper 1 Mock Test - 5 - Question 14

A leader of the Democratic Party was seeking to

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 14

The correct answer is 'rally voters in an important Senate runoff election'.

Key Points

  • Let's refer to the passage: 'In purely partisan terms, a leader of the Democratic Party was seeking to rally voters in an important Senate runoff election, '.
  • From the above-mentioned statements, it is evident that the leader of the democratic party was seeking to rally voters in an important Senate runoff election.
  • Hence, option 2 is the most appropriate choice.

Additional Information

  • Partisan means a strong supporter of a party, cause, or person.
    • For eg.- The audience was very partisan, and refused to listen to the points she was making in her speech.
  • Rally means to assemble in a mass meeting.
    • For eg.- The team captain vainly tried to rally his troops.
Odisha Police SI (General English and Odia Language) Paper 1 Mock Test - 5 - Question 15

'It is also a generational breakthrough for Southern Black Democrats.'

The word 'breakthrough' means

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 15

The correct answer is 'success'.

Key Points

  • From the given statement, it is evident that 'breakthrough' means an instance of achieving success in a particular sphere or activity.
  • Or we can say that 'breakthrough' means 'success'.
  • Hence, option 2 is the most appropriate choice.

Additional Information

  • Let's look at the meaning of the remaining options.

Odisha Police SI (General English and Odia Language) Paper 1 Mock Test - 5 - Question 16

What the team did after the return of the animals?

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 16

The correct answer is They will be monitoring them very closely for any signs of ill health arising after such a move.

Key Points

  • Refer to the line from the passage:
    • ' Its keepers and veterinary team "will be monitoring them very closely over the next few weeks for any signs of ill health arising after such a move." '
  • Option 1) is true as we can see from the above line.
  • Option 2) is true but this is done during their absence.
  • Option 3) is wrong as the head of living collections at the zoo, said just that the area has never looked better. The team doesn't look at whether the area is better or not.
  • Option 4) is true but this is one of the challenges they had to face as said by the zoological director.

​Hence, option 1) They will be monitoring them very closely for any signs of ill health arising after such a move is the correct answer.

Odisha Police SI (General English and Odia Language) Paper 1 Mock Test - 5 - Question 17

​ଓଡିଶାକୁ ଗୋଟିଏ କୃଷି ପ୍ରଧାନ ରାଜ୍ୟ ବୋଲି କାହିଁକି କୁହାଯାଉଛି ?

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 17

2) ଓଡ଼ିଶାର ପ୍ରାୟ 70 ଭାଗ ଲୋକ କୃଷିକାର୍ଯ୍ୟ କରନ୍ତି ସଠିକ୍‍ ଉତ୍ତର

ଯଥାର୍ଥତା :

  • ଓଡ଼ିଶା ଗୋଟିଏ କୃଷିପ୍ରଧାନ ରାଜ୍ୟ 
  • ଏହାର ୭୦ ପ୍ରତିଶତ ଲୋକ ଚାଷବାସ ଉପରେ ନିର୍ଭରଶୀଳ |
  • ୭୦ ପ୍ରତିଶତଙ୍କ ଜୀବିକା ପାଲଟିଥିବା କୃଷି ହେଉଛି ମୋଟ ଆୟର ୧୪ ପ୍ରତିଶତ ମାତ୍ର
  • ଓଡିଶା ରାଜ୍ୟର ମାଟି , ପାଣି , ପବନ ମଧ୍ୟ କୃଷି ପାଇଁ ଉପଯୋଗୀ
  • ଓଡିଶାକୁ ଗୋଟିଏ କୃଷି ପ୍ରଧାନ ରାଜ୍ୟ ବୋଲି କୁହାଯାଉଛି କାରଣ 2) ଓଡ଼ିଶାର ପ୍ରାୟ 70 ଭାଗ ଲୋକ କୃଷିକାର୍ଯ୍ୟ କରନ୍ତି

Additional Information

  • କୃଷିର ଉନ୍ନତି ଲାଗି ଯେତିକି କାର୍ଯ୍ୟ ଖସଡା ପ୍ରସ୍ତୁତ ହେବା କଥା ତାହା ହୋଇପାରୁନି ।
  • ବିହନ ଯୋଗାଣଠାରୁ ଅମଳ ପର୍ଯ୍ୟନ୍ତ ସବୁଠି ଚାଷୀଙ୍କୁ ସେମାନଙ୍କ ଭାଗ୍ୟ ଓ ଭାଗବାନ୍‌ଙ୍କ ଉପରେ ଛାଡି ଦିଆଯାଉଛି ।
  • କେତେବେଳେ ବନ୍ୟା ତ କେତେବେଳେ ମରୁଡିର କରାଜ ପଦଧ୍ଵନି ଚାଷୀଙ୍କ ହଂସା ଉଡାଉଛି।
  • ଯଦି କେବେ ଇନ୍ଦ୍ର ଦେବତା ପ୍ରସନ୍ନ ରହୁଛନ୍ତି ଓ ଭଲ ଫସଲ ମିଳୁଛି ସେତେବେଳେ ଆମ ସରକାରୀ ଦେବଦେବୀଙ୍କ ଉଦାସୀନତା ଚାଷୀଙ୍କ ଲାଗି ବଜ୍ରାଘାତ ପାଲଟୁଛି ।
  • ଅମଳ ଫସଲକୁ ବିକିବାରେ ଉପୁଜୁଛି ସମସ୍ୟା
Odisha Police SI (General English and Odia Language) Paper 1 Mock Test - 5 - Question 18

ଭାରତର ସମ୍ବିଧାନ କେବେ କାର୍ଯ୍ୟକାରୀ ହେଲା ?

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 18

3) 1950 ଜାନୁଆରୀ 26 ସଠିକ୍‍ ଉତ୍ତର

ଯଥାର୍ଥତା :

  • ୧୯୫୦ ମସିହା ଜାନୁୟାରୀ ୨୬ ଭାରତ ଇତିହାସରେ ଏକ ଗୌରବମୟ ଦିବସ ଏହି ଦିନ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲା।
  • ୧୯୪ ୭ ଅଗଷ୍ଟ ୧ ୫ ଦିନ ଭାରତ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ପୃଥିବୀରେ ଏକ ସ୍ଵାଧୀନ ରାଷ୍ଟ୍ରର ମାନ୍ୟତା ଲାଭ କରିଥଲା
  • କିନ୍ତୁ ବ୍ରିଟିଶ ଶାସନ ପଦ୍ଧତି ଅନୁସାରେ ଭାରତରେ ଶାସନ ବ୍ୟବସ୍ଥା ୧୯୫୦ ଜାନୁୟାରୀ ୨୬ ପର୍ଯ୍ୟନ୍ତ ଚାଲିଥୁଲା ।
  • ଭାରତ ପାଇଁ ଗୋଟିଏ ସମ୍ବିଧାନ ପ୍ରସ୍ତୁତ କରିବାକୁ ଗୋଟିଏ ପ୍ରଣୟନ ସଭା ଗଠିତ ହୋଇଥିଲା ।
  • ୧୯୪୬ ମସିହା ଠାରୁ ୧୯୪୯ ମସିହା ନଭେମ୍ବର ୨୬ ପର୍ଯ୍ୟନ୍ତ ଏହି ସଭା ବିଧିବଦ୍ଧ ଭାବରେ କାର୍ଯ୍ୟ କରିଥିଲା।
  • ପରବର୍ତ୍ତୀ କାଳରେ ଅନ୍ୟାନ୍ୟ ଉନ୍ନତ ସ୍ଵାଧୀନ ରାଷ୍ଟ୍ର ସମ୍ବିଧାନର ସାରତତ୍ତ୍ଵର ଅପୂର୍ବ ସମନ୍ଵୟ ତଥା ଅନ୍ୟାନ୍ୟ କେତେକ ଦେଶର ସମ୍ବିଧାନ ପାଇଁ ଦିଗଦର୍ଶନ ଆଲୋକବର୍ତ୍ତିକା
  • ଭାରତର ସମ୍ବିଧାନ3) 1950 ଜାନୁଆରୀ 26 କାର୍ଯ୍ୟକାରୀ ହେଲା

Additional Information

  • ଭାରତର ଅନେକ ରାଜନୈତିକ ନେତା, ବୁଦ୍ଧିଜୀବୀ, ଜ୍ଞାନୀଗୁଣୀ ବିଶାରଦ ଏହାର ସଭ୍ୟ ଥିଲେ ।
  • ସମ୍ବିଧାନର ବିଭିନ୍ନ ବିଭାଗ ପାଇଁ ସ୍ଵତନ୍ତ୍ର କମିଟିମାନ ଗଢ଼ା ଯାଇଥଲା ।
  • ସମ୍ବିଧାନ ପ୍ରଣୟନ ସଭାର ସଭ୍ୟମାନେ ପୃଥିବୀର ବିଭିନ୍ନ ସ୍ଵାଧୀନ ଦେଶର ସମ୍ବିଧାନକୁ ଅନୁଧ୍ୟାନ କରିଥିଲେ।
  • ବିଶ୍ଵ ଜାତିସଂଘର ମାନବ ଅଧିକାର ଘୋଷଣାନାମା ୧୯୪୮ ଡିସେମ୍ବର ୧୦ରେ ପ୍ରକାଶିତ ହୋଇସାରିଥିଲା ।
  • ଏସବୁର ସାରତତ୍ତ୍ଵ ଆମ ସମ୍ବିଧାନ ଗ୍ରହଣ କରି ପୃଥିବୀରେ  ଗୋଟିଏ ଉନ୍ନତ ସମ୍ବିଧାନର ମାନ୍ୟତା ଗ୍ରହଣ କଲା
Odisha Police SI (General English and Odia Language) Paper 1 Mock Test - 5 - Question 19

ଚଳିତ ବର୍ଷ ଓଡ଼ିଶାର ଧାନ ଚାଷର ଅଵସ୍ଥା କ'ଣ ?

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 19

1) ଚଳିତ ବର୍ଷ ଓଡ଼ିଶାରେ ଭଲ ଧାନଚାଷ ହୋଇଛି ସଠିକ୍‍ ଉତ୍ତର

ଯଥାର୍ଥତା :

  • ଓଡ଼ିଶା ଗୋଟିଏ କୃଷିପ୍ରଧାନ ରାଜ୍ୟ |
  • ଏହାର ୭୦ ପ୍ରତିଶତ ଲୋକ ଚାଷବାସ ଉପରେ ନିର୍ଭରଶୀଳ |
  • ୭୦ ପ୍ରତିଶତଙ୍କ ଜୀବିକା ପାଲଟିଥିବା କୃଷି ହେଉଛି ମୋଟ ଆୟର ୧୪ ପ୍ରତିଶତ ମାତ୍ର |
  • କୃଷିର ଉନ୍ନତି ଲାଗି ଯେତିକି କାର୍ଯ୍ୟ ଖସଡା ପ୍ରସ୍ତୁତ ହେବା କଥା ତାହା ହୋଇପାରୁନି 
  • 1) ଚଳିତ ବର୍ଷ ଓଡ଼ିଶାରେ ଭଲ ଧାନଚାଷ ହୋଇଛି

Additional Information

  • ଏହା ସତ୍ତ୍ୱେ ମାଟିର ମୋହକୁ ଛାଡିପାରୁନି ଚାଷୀ |
  • କେବେ ଉଜୁଡା କ୍ଷେତ ଲାଗି ନିଜକୁ ଦୋଷାରୋପ କରୁଛି ତ ଆଉ କେବେ ଅଭାବୀ ବିକ୍ରୀପାଇଁ ବାଧ୍ୟ ହୋଇ ମୁଣ୍ଡ କୋଡ଼ୂଛି ଚାଷୀ |
  • ଏ  ସନ ଧାନ ଫସଲ ଭଲ ହୋଇଛି , ମାତ୍ର ଚଳିତ ବର୍ଷ ଶେଷ ହେବାକୁ  ଯାଉଥିଲେ ବି ରାଜ୍ୟରେ ସରକାରୀ ଧାନମଣ୍ଡି ଖୋଲିବା ସମ୍ଭବ ହୋଇନି |
  • କାଁ ଭାଁ  ମଣ୍ଡି ଖୋଲି ବିଭାଗ ହାତବାନ୍ଧି  ବସିଯାଇଛି ମିଲର୍‌ ଓ  ମୂନାଫାଖୋର ବ୍ୟବସାୟୀଙ୍କ ପରୋକ୍ଷ ଫାଇଦା ପାଇଁ ।
Odisha Police SI (General English and Odia Language) Paper 1 Mock Test - 5 - Question 20

ସମଗ୍ର ବିଶ୍ୱ ଏବେ ସମୂଦ୍ଧି ପଥରେ ଆଗେଇ ଚାଲିଛି | ଏହାର ତାତ୍ପର୍ଯ୍ୟ କ'ଣ ?

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 20

4) ବିଶ୍ୱର ଲୋକମାନଙ୍କର ଜୀବନ ଧାରଣର ମାନ ଦିନକୁ ଦିନ ବଢୁଛି ସଠିକ୍‍ ଉତ୍ତର

ଯଥାର୍ଥତା :

  • ବିଜ୍ଞାନର ଅଗ୍ରଗତି , କାରିଗରୀ ଜ୍ଞାନ କୌଶଳର ପ୍ରୟୋଗ , ମାନବ ସାମାଜର ଉପଯୋଗ ଆଦି କାରଣରୁ ସମଗ୍ର ବିଶ୍ୱ ଏବେ ସମୁଦ୍ଧି ପଥରେ ଆଗେଇ ଚାଲିଛି।
  • ବହୁବର୍ଷ ପୂର୍ବେ ଜନସାଧାରଣଙ୍କ ଜୀବନ ଧାରଣର ମାନ ଯାହା ଥିଲା, ସେଥ୍‌ରେ ଯଥେଷ୍ଟ ଉନ୍ନତି ସାଧିତ ହୋଇଥିବାର ପରିଲକ୍ଷିତ ହେଉଛି ପୃଥବୀର ଅନୁନ୍ନତ ବା ଅବିକଶିତ ରାଷ୍ଟ୍ରଗୁଡିକ ଏବେ ବିକାଶ ପଥରେ ଦ୍ରୁତ ବେଗରେ ଧାବିତ ହେଉଛନ୍ତି |
  • ସମଗ୍ର ବିଶ୍ୱ ଏବେ ସମୃଦ୍ଧି ପଥରେ ଆଗେଇ ଚାଲିଛି | ଏହାର ତାତ୍ପର୍ଯ୍ୟ 4) ବିଶ୍ୱର ଲୋକମାନଙ୍କର ଜୀବନ ଧାରଣର ମାନ ଦିନକୁ ଦିନ ବଢୁଛି 

Additional Information

  • ସାମଗ୍ରିକ ଭାବରେ ସାରା ବିଶ୍ୱରେ ସମୂଦ୍ଧିର ଏକ ରଙ୍ଗୀନ ଚିତ୍ର ଦେଖବାକୁ ମିଳୁଥିବା ବେଳେ ନିକଟରେ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟ ସେହି ରଙ୍ଗକୁ ଫିକା କରିଦେଇଛି |
  • ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁ.ଏନ,ଇ.ପି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ଏବେ ପାୟ ଶହେ କୋଟି ଲୋକ ଖାଦ୍ୟାଭାବର ଶିକାର ହୋଇ ଅର୍ଦ୍ଧହରା ଓ ଅନାହାର ମଧ୍ୟରେ କାଳ କାଟୁଛନ୍ତି 
Odisha Police SI (General English and Odia Language) Paper 1 Mock Test - 5 - Question 21

ୟୁ.ଏନ.ଇ.ପି କ'ଣ ? 

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 21

4) ​ୟୁ.ଏନ.ଇ.ପି ବିଶ୍ୱଜାତିସଂଘର ଗୋଟିଏ ପରିବେଶ ସମ୍ପର୍କୀୟ କାର୍ଯ୍ୟକ୍ରମ ସଠିକ୍‍ ଉତ୍ତର

ଯଥାର୍ଥତା :

  • ବହୁବର୍ଷ ପୂର୍ବେ ଜନସାଧାରଣଙ୍କ ଜୀବନ ଧାରଣର ମାନ ଯାହା ଥିଲା, ସେଥ୍‌ରେ ଯଥେଷ୍ଟ ଉନ୍ନତି ସାଧିତ ହୋଇଥିବାର ପରିଲକ୍ଷିତ ହେଉଛି ପୃଥବୀର ଅନୁନ୍ନତ ବା ଅବିକଶିତ ରାଷ୍ଟ୍ରଗୁଡିକ ଏବେ ବିକାଶ ପଥରେ ଦ୍ରୁତ ବେଗରେ ଧାବିତ ହେଉଛନ୍ତି |
  • ସାମଗ୍ରିକ ଭାବରେ ସାରା ବିଶ୍ୱରେ ସମୂଦ୍ଧିର ଏକ ରଙ୍ଗୀନ ଚିତ୍ର ଦେଖବାକୁ ମିଳୁଥିବା ବେଳେ ନିକଟରେ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟ ସେହି ରଙ୍ଗକୁ ଫିକା କରିଦେଇଛି |
  • ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁ.ଏନ,ଇ.ପି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ଏବେ ପାୟ ଶହେ କୋଟି ଲୋକ ଖାଦ୍ୟାଭାବର ଶିକାର ହୋଇ ଅର୍ଦ୍ଧହରା ଓ ଅନାହାର ମଧ୍ୟରେ କାଳ କାଟୁଛନ୍ତି ।
  • 4) ୟୁ.ଏନ.ଇ.ପି ବିଶ୍ୱଜାତିସଂଘର ଗୋଟିଏ ପରିବେଶ ସମ୍ପର୍କୀୟ କାର୍ଯ୍ୟକ୍ରମ

Additional Information

  • ବିଭିନ୍ନ ଅଞ୍ଚଳରେ ପୂଷ୍ଠିହୀନତା ଜନିତ ସ୍ଵାସ୍ଥ୍ୟ ସମସ୍ୟା ଉତ୍କଟ ଆକାର ଧାରଣ କରିଛି କିନ୍ତୁ ବର୍ତ୍ତମାନର ବିଷୟ ହେଉଛି ବିଶ୍ୱରେ ଯେତିକି ଖାଦ୍ୟଶସ୍ୟ ଉତ୍ପାଦିତ  ହେଉଛି, ତାହାର ଏକ - ତୃତୀୟାଂଶ କୌଣସି ମଣିଷର ଆହାର ହେବା ପୂର୍ବରୁ ନଷ୍ଟ  ହୋଇଯାଉଛି 
  • ଏହି ରିପୋର୍ଟଟି ନିକଟରେ ଅନୁଷ୍ଠିତ  ହୋଇଥବା ରିଓ - ୨୦ ଶିଖର ସମ୍ମିଳନୀରେ ଉପସ୍ଥାପନ କରାଯାଇଥିଲା ସମ୍ମିଳନୀରେ ଯୋଗ ଦେଇଥିବା ବିଶ୍ୱର ପ୍ରମୁଖ ନେତାମାନଙ୍କ ଦୃଷ୍ଟିକୁ ଅଣାଯାଇଥିଲା ଏହି ଗୁରୁତର ସମସ୍ୟାଟି 
  • ଜାତିସଂଘ ରିପୋର୍ଟରେ ଦର୍ଶାଯାଇଥିବା  ତଥ୍ୟ ବାସ୍ତବରେ ଦୂର୍ଭାଗ୍ୟପୂର୍ଣ୍ଣ ଓ ଚିନ୍ତାଜନକ
Odisha Police SI (General English and Odia Language) Paper 1 Mock Test - 5 - Question 22

In the following question, some parts of the sentence may have errors. Find out which part of the sentence has an error and select the appropriate option. If a sentence is free from error, select ‘No Error’.

She shared a (A)/lot of informations (B)/with us. (C)/No error (D)

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 22
The correct answer is ‘Part B’.
Key Points
  • The above sentence is grammatically incorrect.
  • The error lies in part B of the given sentence.
  • The above sentence is an example of a noun.
  • noun is a naming word. It can be the name of a thing, place, person, animal, or feeling.
  • As per the general rule, there are some nouns that are always used in the singular form.
  • These nouns are uncountable nouns and they don’t take any article a/an/the before them.
  • These types of nouns are:
    • "Scenery, poetry, furniture, information, mischief, stationery, crockery, luggage, baggage, knowledge, wastage, jewelry, breakage, work, equipment, etc.".
  • Example:
    • I have some equipment that I needed for the project. (correct)
    • I have some equipments that I needed for the project. (incorrect)
  • According to the explanation given above, ‘information’ is the correct use in place of “informations”.

Correct sentence: She shared a lot of information with us.

Odisha Police SI (General English and Odia Language) Paper 1 Mock Test - 5 - Question 23

Select the most appropriate word for the given group of words.

A mass of wax cells built by honey bees to store honey

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 23

The correct answer is 'Honeycomb'.

Key Points

  • The most appropriate word for the given group of words is 'Honeycomb'.
  • It means 'a structure of holes (cells) with six sides, in which bees keep their eggs and the substance they produce (honey) [छोटे-छोटे छिद्रोंवाली एक संरचना जिसमें मधुमक्खियाँ अपने अंडे तथा अपने द्वारा तैयार पदार्थ रखती हैं; शहद का छत्ता]'.

Example: They are in fact, more complex structures involving a honeycomb of cracks and crevices in which bacteria thrive.
Correct Answer: Honeycomb.
Additional Information

  • Let's look at the meaning of other words:
  • Aviary: a large cage or area in which birds are kept. (पक्षीशाला, दरबा)
  • Beehive: a type of box that people use for keeping bees in. (मधुमक्‍खी-पेटिका, मधुमक्‍खी का छत्ता)
  • Apiary: a place where bees are kept. (मधुवाटिका)
Odisha Police SI (General English and Odia Language) Paper 1 Mock Test - 5 - Question 24

I was looking for my kitten all day long.

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 24

ସଠିକ ଉତ୍ତର ହେଉଛି ''ମୁଁ ଦିନସାରା ମୋର ବିଲେଇକୁ ଖୋଜୁଥିଲି।'' 
Key Points 

  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    

ଯଥାର୍ଥତା:

  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''I was looking for my kitten all day long.'' - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''all day long'' ର ଅର୍ଥ ଓଡ଼ିଆରେ ବୁଝିଲେ 'ଦିନସାରା'କୁ ସୂଚାଏ। 
  • ଏଠାରେ 'my kitten' ର ଅର୍ଥ ଓଡ଼ିଆରେ ବୁଝିଲେ 'ମୋର ବିଲେଇ'କୁ ସୂଚାଏ ଓ 'I was looking for' English Grammar ଅନୁଯାୟୀ 'Continuous Past Tense' ଅନ୍ତର୍ଗତ: ଅର୍ଥ ଓଡ଼ିଆରେ ମୁଁ ଖୋଜୁଥିଲି। 
  • ଅତଏବ 'I was looking for my kitten all day long.' ର ଓଡ଼ିଆ ଅନୁବାଦ ''ମୁଁ ଦିନସାରା ମୋର ବିଲେଇକୁ ଖୋଜୁଥିଲି।'' କହିବା ଯଥାର୍ଥ।    ​     

 Additional Information

  • ଅନ୍ୟ ବିକଳ୍ପଗୁଡିକ ''I was looking for my kitten all day long.'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି। 
Odisha Police SI (General English and Odia Language) Paper 1 Mock Test - 5 - Question 25

Choose the correct modal verb and fill in     the blanks.

I think that sign means we ________ enter the building. Look, there's a security guard too.

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 25
Answer: C Explanation: In this context, the correct modal verb is "mustn't." The sentence should be: - I think that sign means we mustn't enter the building. Look, there's a security guard too. "Mustn't" is used here because it indicates that it is prohibited or not allowed to enter the building. The presence of the sign and the security guard reinforces this idea.
Odisha Police SI (General English and Odia Language) Paper 1 Mock Test - 5 - Question 26

Directions: In each of the following questions, a sentence has been given in Active (or Passive) Voice. Out of the four alternatives suggested, select the one that best expresses the same sentence in Passive/ Active Voice.

It is time to take tea.

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 26

The original sentence "It is time to take tea" implies that the action of taking tea should happen now or at this moment.

The correct option that expresses the same sense is:

D. It is time for tea to be taken.

Odisha Police SI (General English and Odia Language) Paper 1 Mock Test - 5 - Question 27
ତିଳକୁ ତାଳ କରିବା - ଏହି ରୂଢ଼ିଟିର ଅର୍ଥ କେଉଁଟି ?
Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 27

3) ଛୋଟ କଥାକୁ ବଡ଼ କରି ପ୍ରଚାର କରିବା ସଠିକ୍‍ ଉତ୍ତର

ଯଥାର୍ଥତା :

  • ଧାତୁରୁ ଶବ୍ଦ ଗଢ଼ା ହୁଏ
  • ଗୋଟିଏ ଶବ୍ଦରୁ ମଧ୍ୟ ଅନ୍ୟ ଶବ୍ଦ ଗଢ଼ା ହୋଇଥାଏ 
  • ଶବ୍ଦ ତିନି ପ୍ରକାର–ରୂଢ଼, ଯୌଗିକ ଓ ଯୋଗରୂଢ଼
  • ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ କରି ଭିନ୍ନ ଅର୍ଥ ପ୍ରକାଶ କରେ, ତାହା ରୂଢ଼ ଶବ୍ଦ
  • ରୂଢ଼ି– ବି (ଗୃହ—ତି) ପ୍ରସିଦ୍ଧି, ଉତ୍ପତ୍ତି, ବ୍ୟୁତ୍ପତ୍ତି – ବହିର୍ଭୂତ ଅର୍ଥ ପ୍ରକାଶର ଶକ୍ତି
  • ଯଥା: ଅନ୍ଧାରକୁ ଟେକା ପକାଇବା - ଏହି ଖଣ୍ଡବାକ୍ୟର ଅର୍ଥ ନୁହେଁ କୌଣସି ଅନ୍ଧାରିଆ ସ୍ଥାନକୁ ଟେକା ଫୋପାଡ଼ିବା
  • ଏହାର ଅର୍ଥ ହେଉଛି କୌଣସି ବିଷୟରେ ସ୍ପଷ୍ଟ ଜ୍ଞାନ ବା ଧାରଣା ଅର୍ଜନ ନ କରି କେବଳ ଅନୁମାନକୁ ଭିତ୍ତିକରି କୌଣସି କାର୍ଯ୍ୟ କରିବା
  • ଭାବଗତ ସାମ୍ୟ ଯାହା ଥାଉନା କାହିଁକି, ଏଠାରେ ‘ଅନ୍ଧାରକୁ’,‘ଟେକା’ ଓ ‘ପକାଇବା’ ଶବ୍ଦ ସେମାନଙ୍କର ଆଭିଧାନିକ ବା ବ୍ୟୁତ୍ପତ୍ତିଗତ ଅର୍ଥକୁ ତ୍ୟାଗକରି ଅଲଗା ଏକ ରୂଢ଼ ଅର୍ଥକୁ ବ୍ୟକ୍ତ କରୁଛନ୍ତି
  • କୌଣସି ଶବ୍ଦ ନିଜସ୍ୱ ଅର୍ଥ ଛାଡ଼ି, ଅନ୍ୟ ଶବ୍ଦ ସହିତ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ ‘ରୂଢ଼ି’ କୁହାଯାଏ
  • ତିଳକୁ ତାଳ କରିବା - ଏହି ରୂଢ଼ିଟିର ଅର୍ଥ 3) ଛୋଟ କଥାକୁ ବଡ଼ କରି ପ୍ରଚାର କରିବା

Additional Information

  • ପ୍ରତ୍ୟେକ ଭାଷାରେ ଏହାର ଉଦାହରଣ ଦେଖିବାକୁ ମିଳେ 
  • ରୂଢ଼ି ପ୍ରୟୋଗ ଦ୍ୱାରା ଅଭିବ୍ୟକ୍ତି ସରସ, ସୁନ୍ଦର ହୁଏ
  • ଯୁଗଯୁଗରୁ ଏଗୁଡ଼ିକ ସ୍ଵତନ୍ତ୍ର ବ୍ୟଞ୍ଜନା ନେଇ ଫୁଟି ଉଠିଛନ୍ତି
  • ଓଡ଼ିଆ ଭାଷାରେ ପ୍ରଚଳିତ ରୂଢ଼ିପ୍ରୟୋଗର ତିନୋଟି ଧାରା ପରିଲକ୍ଷିତ ହୁଏ
  • କ୍ରିୟାହୀନ ରୂଢ଼ି (ପଦ ସଂହତିରେ କ୍ରିୟା ପଦ ନ ଥାଏ), କ୍ରିୟାଯୁକ୍ତ ରୂଢ଼ି (ପଦ ସଂହତିରେ କ୍ରିୟା ପଦ ଥାଏ) ଓ ତୁଳନାତ୍ମକ ରୂଢ଼ି (ପଦ ସଂହତିରେ ଉପମାବାଚକ ଶବ୍ଦର ବ୍ୟବହାର ଦେଖାଯାଏ)
  • ତିଳକୁ ତାଳ କରିବା ଏକ କ୍ରିୟାଯୁକ୍ତ ରୂଢ଼ି 
Odisha Police SI (General English and Odia Language) Paper 1 Mock Test - 5 - Question 28

'ବାହୁଲ୍ୟତା' - ଅଶୁଦ୍ଧ ଶବ୍ଦଟିର ସଂଶୋଧିତ ରୂପ କେଉଁଟି?

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 28

ସଠିକ ଉତ୍ତର ହେଉଛି "ବାହୁଲ୍ୟ"

Key Points 

  • ଓଡ଼ିଆ ଶବ୍ଦକୋଷରେ ଅର୍ଥ ପ୍ରଦାନ କରୁଥିବା ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ ଶବ୍ଦ କୁହାଯାଏ। 
  • କାଳ କାଳ ଧରି ବିଭିନ୍ନ ଶବ୍ଦ ବିଭିନ୍ନ ସ୍ଥାନରୁ ଉଦ୍ଧୃତ ଓ ପ୍ରଚଳିତ ହୋଇଆସୁଛି।
  • ଏହି ଉଦ୍ଧୃତ ଶବ୍ଦାବଳୀର ଶୁଦ୍ଧତାକୁ ବଜାୟ ରଖିବା ଅପରିହାର୍ଯ୍ୟ ଅଟେ।

ଯଥାର୍ଥତା:

  • ସାଧାରଣତଃ କହିବା ଓ ଲେଖିବାବେଳେ ମନୁଷ୍ୟ ଜନିତ କିଛିଟା ଭୁଲ୍ ହେଇଯାଇଥାଏ 'ଉଚ୍ଚାରଣଗତ' ହେଉ କିମ୍ବା 'ଲିଖିତଜନିତ' ହେଉ।
  • ଲିଖନ ସମୟରେ 'ମାତ୍ରାଜନିତ' ହେଉ ବା 'ବନାନଜନିତ' ଭୁଲ୍ ଯୋଗୁଁ ଶୁଦ୍ଧ ଶବ୍ଦଟି ଅଶୁଦ୍ଧ ହୋଇଯାଏ।
  • ତେଣୁ ସଠିକ ଶବ୍ଦ ବ୍ୟବହାର ନିମିତ୍ତ ସାବଧାନତା ଅବଲମ୍ବନ କରିବା ଅବାଞ୍ଛନିୟ।
  • ଏଠାରେ 'ବନାନଜନିତ' ଶୁଦ୍ଧତା ହେତୁ 'ବାହୁଲ୍ୟତା' - ଅଶୁଦ୍ଧ ଶବ୍ଦଟିର ସଂଶୋଧିତ ରୂପ '​​ବାହୁଲ୍ୟ' ହିଁ ଅଟେ।
  • ଉଦାହରଣ ସ୍ୱରୂପ: ଆମ ଦେଶ ଭାରତ ଯେ କଳା ଓ ନିପୁଣତାର ଏକ ଗନ୍ତାଘର ଏହା କହିବା ବାହୁଲ୍ୟ

Additional Information   

  • ଅନ୍ୟ ବିକଳ୍ପଗୁଡିକରେ ସଠିକ ଅକ୍ଷରରେ ସଠିକ ମାତ୍ରା ବ୍ୟବହାର ହେଉ ନ ଥିବା ବେଳେ,
  •  'ଲ' ସ୍ଥଳରେ '' ବ୍ୟବହୃତ ହେଉଥିବା ହେତୁ ବନାନଜନିତ ତଥା ମାତ୍ରାଜନିତ ଅଶୁଦ୍ଧତା ଘଟିଛି। 
Odisha Police SI (General English and Odia Language) Paper 1 Mock Test - 5 - Question 29
ଧ୍ୱନି ପଦ୍ଧତି ବଦ୍ଧ ହେଲେ କ'ଣ ହୁଏ ?
Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 29
ସଠିକ ଉତ୍ତର ହେଉଛି 'ଅର୍ଥପୂର୍ଣ୍ଣ'
Key Points 
  • ‘ଭାଷା' ହେଉଛି ମଣିଷର ମୁଖ ନିଃସୃତ ନିୟମବଦ୍ଧ ଧ୍ୱନିମାନଙ୍କର ସମାହାର। 
  • ଏହା ସାହାଯ୍ୟରେ ସମାଜ ମଧ୍ୟରେ ବସବାସ କରୁଥିବା ମଣିଷ ତା'ର କାର୍ଯ୍ୟ ସମ୍ପାଦନ କରେ। 
  • ମନୁଷ୍ୟ ତା'ର ଚିନ୍ତନ ଶକ୍ତି ଯୋଗୁ ଜୀବଜଗତରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। 
  • ସେ ତା ମନର ଭାବନାକୁ ଭାଷା ମାଧ୍ୟମରେ ରୂପ ଦିଏ ଓ ତା’ରି ସାହାଯ୍ୟରେ ବହୁ ବିବିଧ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସମର୍ଥ ହୁଏ।
  • ଭାଷାର ରୂପରେଖ ଭାଷାକୁ ସାଧାରଣ ଭାବରେ ଦୁଇଗୋଟି ଭାଗରେ ବିଭକ୍ତ କରାଯାଇଥାଏ; ତାହା ହେଲା - (କ) କଥିତ (ଖ) ଲିଥିତ। 
  • ଆମେ ଯେତେବେଳେ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରି ନିଜର ଭାବ ବିନିମୟ କରୁ, ତାହା ହେଉଛି ଭାଷାର କଥିତ ରୂପ । 
  • କିନ୍ତୁ ଆମେ ଯେତେବେଳେ ପତ୍ରପତ୍ରିକା ବା ପୁସ୍ତକ ମାଧ୍ୟମରେ ଅନ୍ୟର ବିଚାର ଓ ଚିନ୍ତାଧାରା ଜାଣିବାକୁ ପାଇଥାଉ କିମ୍ବା କୌଣସି ବ୍ୟକ୍ତିଙ୍କୁ ଚିଠି ଲେଖୁ ତାହା ହେଉଛି ଭାଷାର ଲିଖିତ ରୂପ । 
ଯଥାର୍ଥତା:
  • ପୃଥିବୀରେ ପ୍ରତ୍ୟେକ ବସ୍ତୁ ଯେପରି ପରିବର୍ତ୍ତନଶୀଳ, ଭାଷା ମଧ୍ୟ ସେହିପରି ପରିବର୍ଭନଶୀଳ। 
  • ଏହି ପରିବର୍ତ୍ତନ ପ୍ରଥମେ ଭାଷାର ବାହ୍ୟ ସ୍ତରରେ ଦେଖାଦିଏ ଓ ପରେ ଏହା ଅନ୍ତର୍ନିହିତ ସ୍ତରରେ ଆତ୍ମପ୍ରକାଶ କରେ। 
  • ଧ୍ୱନି ଓ ଶବ୍ଦ ଭାଷାର ବାହ୍ୟ ସ୍ତର ହେଲାବେଳେ, ଅର୍ଥ ହେଉଛି ଭାଷାର ଅନ୍ତର୍ନିହିତ ସ୍ତର।
  • ଧ୍ୱନି, ବର୍ଣ୍ଣ, ଶଦ୍ଦ, ବାକ୍ୟ ଓ ଅର୍ଥ- ଏସବୁ ଯେକୌଣସି ଭାଷାର ବିଭିନ୍ନ ବିଭାଗ। 
  • ଶବ୍ଦର ପ୍ରକାଶ ମାଧ୍ୟମ ଦୁଇଟି - ଗୋଟିଏ ହେଲା ଧ୍ୱନି ଓ ଅନ୍ୟଟି ବର୍ଣ୍ଣ । 
  • ଶବ୍ଦ ହେଉଛି- ଧ୍ୱନିମାନଙ୍କର ସମାହାର। ଏହି ଧ୍ୱନିଗୁଡ଼ିକ ହେଲା ମୁଖ ଉଚ୍ଚାରିତ ସାର୍ଥକ ଧ୍ୱନି।
  • ଅନ୍ୟ ଭାବରେ କହିବାକୁ ଗଲେ ଧ୍ୱନି ରୂପେ ଶବ୍ଦ ଉଚ୍ଚାରିତ ହୁଏ ଓ ବର୍ଣ୍ଣ ରୂପେ ଲିଖିତ ହୁଏ। 
  • ବର୍ଣ୍ଣ ହେଉଛି ଧ୍ୱନିର ସାଙ୍କେତିକ ରୂପ। 
  • ଅତଏବ ଏଦିଗରେ ଧ୍ୱନି ରୂପେ ଶବ୍ଦ ଉଚ୍ଚାରିତ ହେଉଥିବା ହେତୁ ଏହା ପଦ୍ଧତି ବଦ୍ଧ ହେଲେ ଯେ ଅର୍ଥପୂର୍ଣ୍ଣ ହେବ  - ଏହା କହିବା ଯଥାର୍ଥ।   
Additional Information
  • ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ଧ୍ୱନିର ଲିଖିତ ରୂପକୁ ବର୍ଣ୍ଣ କହନ୍ତି ଓ ଧ୍ୱନିର ଲିଖନ ସଂକେତକୁ ଲିପି ଓ ଅକ୍ଷର ନାମରେ ଚିହ୍ନିତ କରାଯାଏ।
Odisha Police SI (General English and Odia Language) Paper 1 Mock Test - 5 - Question 30
ସେ କହନ୍ତେ ପିଲାଟି ଦୌଡ଼ିଲା। ବାକ୍ୟରେ _______ ଏକ ଅସମାପିକା କ୍ରିୟା।
Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 30
ସଠିକ ଉତ୍ତର ହେଉଛି "କହନ୍ତେ"

Key Points

  • କାର୍ଯ୍ୟ ବୁଝାଉଥିବା ପଦହିଁ କ୍ରିୟାପଦ
  • ଯାହା ଦ୍ଵାରା ବାକ୍ୟ ଶେଷହୁଏ ସେହି କ୍ରିୟାକୁ ‘ସମାପିକା କ୍ରିୟା’ ଓ ଯେଉଁ କ୍ରିୟା ବାକ୍ୟକୁ ସମାପ୍ତ କରିପାରେ ନାହିଁ ତାହାକୁ ‘ଅସମାପିକା କ୍ରିୟା’ କହନ୍ତି
  • ଯଥା: ସେ ଠାକୁର ପୂଜି ଭାତ ଖାଇବେ - ଏଠାରେ 'ପୂଜି' ହେଉଛି ଅସମାପିକା ଓ 'ଖାଇବେ' ହେଉଛି ସମାପିକା କ୍ରିୟା
ଯଥାର୍ଥତା:
  • ଯେଉଁ କ୍ରିୟାପଦ ଦ୍ବାରା ବାକ୍ୟ ଶେଷ ହୋଇପାରେ ନାହିଁ ଓ କାର୍ଯ୍ୟ ଅସମାପ୍ତ ଭାବରେ ଘଟିଚାଲିବାର ବା ଚାଲୁଥିବାର ବୁଝାପଡ଼େ ତାହାକୁ ‘ଅସମାପିକା କ୍ରିୟା’ କୁହାଯାଏ
  • ବାକ୍ୟରେ ଅସମାପିକା କ୍ରିୟା ବାକ୍ୟର ସମାପ୍ତି ସାଧନ କରେ ନାହିଁ। ବରଂ ବାକ୍ୟରେ ଏହା କୌଣସି କାର୍ଯ୍ୟର ଅସମାପ୍ତିକୁ ବୁଝାଏ
  • ଏହି କ୍ରିୟାପଦ କର୍ତ୍ତାର ପୁରୁଷ-ବଚନ-କାଳ-ଭାବ ଅନୁସାରେ ବଦଳେ ନାହିଁ।
  • ଅସମାପିକା କ୍ରିୟା ମୂଳଧାତୁରେ ଇ/ଉ/ଇଲେ/ଅନ୍ତେ ଯୋଗହୋଇ ଗଠିତ ହୋଇଥାଏ
  • ଯଥା— ଦେଖ୍ + ଇ = ଦେଖି (ସେ ଫସଲ କିଆରି ଦେଖି ସଂଧ୍ୟାରେ ଫେରିବ)
  • ଦେଖ୍ + ଉ = ଦେଖୁ (ସେ ନଈ ନ ଦେଖୁ ଲଙ୍ଗଳା ହେବା ଲୋକ)
  • ଦେଖ୍ + ଇଲେ = ଦେଖିଲେ (ସେ ତାଙ୍କୁ ଦେଖିଲେ କହିବେ)l
  • ଦେଖ୍ + ଅନ୍ତେ = ଦେଖନ୍ତେ (ସେ ଦେଖନ୍ତେ ମୁଁ ଆସିଲି)
  • ଉପରୋକ୍ତ ଦତ୍ତ ସେ କହନ୍ତେ ପିଲାଟି ଦୌଡ଼ିଲା - ବାକ୍ୟଟିରେ 'କହନ୍ତେ (କହ୍ + ଅନ୍ତେ)' ପଦଟି 'ଅନ୍ତେ' ଯୁକ୍ତ ହେତୁ ବାକ୍ୟ ସମାପ୍ତି ନିମିତ୍ତ ଅସମର୍ଥ ହୋଇଛି
  • ଏବଂ ବାକ୍ୟ ସମାପ୍ତି ପାଇଁ 'ଦୌଡ଼ିଲା' ସମାପିକା କ୍ରିୟାର ଅପେକ୍ଷା କରୁଛି।
  • ଏଠାରେ ତାର କହିବା କାର୍ଯ୍ୟଟି ଅସମାପ୍ତ ଭାବରେ ଘଟିଚାଲିବା ଅର୍ଥକୁ ସୂଚାଉଥିବା ହେତୁ 'କହନ୍ତେ' ଏକ ଅସମାପିକା କ୍ରିୟା ଅଟେ
Additional Information
  • ଅନ୍ୟ ବିକଳ୍ପ ଗୁଡିକ ମଧ୍ୟରେ - 'ଇଲା' ହେଉଛି ପ୍ରତ୍ୟୟ ରୂପେ ସମାପିକା କ୍ରିୟା ମୂଳ ଧାତୁ 'ଦୌଡ଼୍' ସହ ସଂଯୁକ୍ତ ହୋଇଥିବାବେଳେ 'ଅନ୍ତେ' ପ୍ରତ୍ୟୟ ରୂପେ ଅସମାପିକା କ୍ରିୟା ମୂଳ ଧାତୁ 'କହ୍' ସହ ସଂଯୁକ୍ତ
View more questions
Information about Odisha Police SI (General English and Odia Language) Paper 1 Mock Test - 5 Page
In this test you can find the Exam questions for Odisha Police SI (General English and Odia Language) Paper 1 Mock Test - 5 solved & explained in the simplest way possible. Besides giving Questions and answers for Odisha Police SI (General English and Odia Language) Paper 1 Mock Test - 5, EduRev gives you an ample number of Online tests for practice

Top Courses for Odisha Police SI

Download as PDF

Top Courses for Odisha Police SI