Odisha Police SI Exam  >  Odisha Police SI Tests  >  Odisha Police SI (General English and Odia Language) Paper 1 Mock Test - 6 - Odisha Police SI MCQ

Odisha Police SI (General English and Odia Language) Paper 1 Mock Test - 6 - Odisha Police SI MCQ


Test Description

30 Questions MCQ Test - Odisha Police SI (General English and Odia Language) Paper 1 Mock Test - 6

Odisha Police SI (General English and Odia Language) Paper 1 Mock Test - 6 for Odisha Police SI 2024 is part of Odisha Police SI preparation. The Odisha Police SI (General English and Odia Language) Paper 1 Mock Test - 6 questions and answers have been prepared according to the Odisha Police SI exam syllabus.The Odisha Police SI (General English and Odia Language) Paper 1 Mock Test - 6 MCQs are made for Odisha Police SI 2024 Exam. Find important definitions, questions, notes, meanings, examples, exercises, MCQs and online tests for Odisha Police SI (General English and Odia Language) Paper 1 Mock Test - 6 below.
Solutions of Odisha Police SI (General English and Odia Language) Paper 1 Mock Test - 6 questions in English are available as part of our course for Odisha Police SI & Odisha Police SI (General English and Odia Language) Paper 1 Mock Test - 6 solutions in Hindi for Odisha Police SI course. Download more important topics, notes, lectures and mock test series for Odisha Police SI Exam by signing up for free. Attempt Odisha Police SI (General English and Odia Language) Paper 1 Mock Test - 6 | 100 questions in 90 minutes | Mock test for Odisha Police SI preparation | Free important questions MCQ to study for Odisha Police SI Exam | Download free PDF with solutions
Odisha Police SI (General English and Odia Language) Paper 1 Mock Test - 6 - Question 1

Select the most appropriate option that can substitute the underlined segment in the given sentence. If there is no need to substitute it, select 'No substitution required'.

The first meeting of the Standing Committee will be hold next week.

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 1

The correct answer is 'will be held next week'.

Key Points

  • The given sentence is grammatically incorrect.
  • Here, 'will be held next week' should be used instead of 'will be hold next week'.
  • We know that after 'will + be' past participle form of the verb(held) is used as the sentence is in passive voice.
    • Example: He will be brought home tomorrow.
  • Thus, the correct answer is Option 1.

Correct Sentence: The first meeting of the Standing Committee will be held next week. 

Odisha Police SI (General English and Odia Language) Paper 1 Mock Test - 6 - Question 2

Find the antonym of the question word:

Conventional

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 2

The correct answer is 'Non Traditional'.

Key Points

  • 'Conventional' means ordinary rather than different or original, in accordance with an accepted manner, model, or tradition, always behaving in a traditional or normal way.
  • For example:
    • Conventional attitudes.
  • 'Non traditional' means not following or conforming to tradition, not adhering to past on conventions.
  • For example:
    • A non traditional family.
  • According to the above meaning and explanation, Conventional and Non Traditional are opposite in their meanings, thus make an antonym pair.
  • Thus, option 4 will be the correct answer.

Additional Information

  • Let's look at the meanings of the other given options:
    • Convenient - It means suitable or practical for a particular purpose, not causing difficulty, close to something, in a useful position.
    • Controversial - It means of, relating to, or characteristic of controversy, or prolonged public dispute, debate, or contention.
    • Undisputed - Something that cannot be questioned or shown to be false, that cannot be argued against, that everyone accepts or recognizes.
1 Crore+ students have signed up on EduRev. Have you? Download the App
Odisha Police SI (General English and Odia Language) Paper 1 Mock Test - 6 - Question 3

ଆମ ଦେଶର ଭାଷାବିତ କେଉଁମାନଙ୍କର ଇଂରେଜୀ ଜ୍ଞାନକୁ ତାଚ୍ଛଲ୍ୟ କରିଛନ୍ତି ? 

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 3

4) ଇଂରେଜୀ ଭାଷାରେ ପାଣ୍ଡିତ୍ୟ ଲାଭ କରିଥିବାର ଛଳନା କରୁଥିବା ବ୍ୟକ୍ତିମାନଙ୍କର ସଠିକ୍‍ ଉତ୍ତର

ଯଥାର୍ଥତା :

  • ଆମଦେଶର ଶିକ୍ଷିତ ଯୁବଳ ଏହିପରି ଏକ ତ୍ରିଶଙ୍କୁ ଅବସ୍ଥାରେ ବାରମ୍ବାର ପଡ଼ିଆସିଛି ।
  • ଇଂରେଜୀ ଭାଷା ବା ତା'ର ମାତୃଭାଷା କୌଣସିଟିରେ ତା'ର ଯଥାର୍ଥ ଜ୍ଞାନ ନଥିଲା ବା ନାହିଁ ।
  • ଯେଉଁମାନେ ଇଂରେଜୀ ଭାଷାରେ ପାଣ୍ଡିତ୍ୟ ଲାଭ୍‌ କରିଥିବାର ଛଳନା କରନ୍ତି ସେମାନଙ୍କୁ ଥରେ ଆମ ଦେଶର ଜଣେ ଭାଷାବିତ୍‌ ଆକ୍ଷେପ କରି କହିଥିଲେ ଯେ ସେମାନଙ୍କ ଆଗରେ ଗୋଟିଏ ଛତା ଖୋଲିଦେଇ ଛତାର ବିଭିନ୍ନ ଅଂଶକୁ ବର୍ଣ୍ଣନା କରିବାକୁ ସେମାନଙ୍କୁ କୁହାଗଲେ ସେମାନଙ୍କର ଇଂରେଜୀ ଜ୍ଞାନ ଅତି ସହଜରେ ଧରାପଡ଼ିଯିବ
  • ତେଣୁ ଆମ ଦେଶର ଭାଷାବିତ 4) ଇଂରେଜୀ ଭାଷାରେ ପାଣ୍ଡିତ୍ୟ ଲାଭ କରିଥିବାର ଛଳନା କରୁଥିବା ବ୍ୟକ୍ତିମାନଙ୍କର ଇଂରେଜୀ ଜ୍ଞାନକୁ ତାଚ୍ଛଲ୍ୟ କରିଛନ୍ତି 

Additional Information

  • ଇଂରେଜ ଶାସନ ପ୍ରବର୍ତ୍ତନ ପରେ ଭାରତରେ ଯେତେବେଳେ ଇଂରେଜୀ ଭାଷା ଶିକ୍ଷା ଦିଆଗଲା,ସେତେବେଳେ ଭାରତର ଶିକ୍ଷାନୀତିକୁ ବହୁଅଂଶରେ ଇଂଲଣ୍ଡରେ ପ୍ରବତ୍ତିର୍ତ ଶିକ୍ଷାନୀତିର ଅନୁରୂପ କରାଯିବାକୁ ଚେଷ୍ଟା କରାଗଲା 
  • ସେତେବେଳେ ସ୍କୁଲ ଓ କଲେଜରେ ଶିକ୍ଷାର ମାଧ୍ୟମ ହେଲା ଇଂରେଜୀ
  • ଆମ ଦେଶର ଛାତ୍ରମାନେ ସେମାନଙ୍କ ଜୀବନର ଅର୍ଦ୍ଧେକ ସମୟ ବିନିଯୋଗ କରି ଗୋଟିଏ ବିଦେଶୀ ଭାଷାକୁ ଶିକ୍ଷା କରିବାକୁ ଯେତେଚେଷ୍ଟା କଲେ ହେଁ ତାହାକୁ ଠିକ୍‌ ଭାବରେ ଶିକ୍ଷାକରି ପାରିଲେ ନାହିଁ ।
  • ପୁଣି ଏହାଫଳରେ ନିଜର ମାତୃଭାଷାକୁ ମଧ୍ୟ ଅବହେଳା କରି ତହିଁରେ ଜ୍ଞାନଲାଭ କରିପାରିଲେ ନାହିଁ
Odisha Police SI (General English and Odia Language) Paper 1 Mock Test - 6 - Question 4
'ତାହାରି ଚାଲି ବଡ ସୁନ୍ଦର ।' - ଏଥିରେ କୃଦନ୍ତ ପଦଟି କିଏ ?
Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 4

3) ଚାଲି ସଠିକ ଉତ୍ତର

ଯଥାର୍ଥତା :

  • ନୂଆ ଶବ୍ଦ ଗଢିବା ପାଇଁ ଧାତୁ ସହିତ ଯେଉଁ ସବୁ ପ୍ରତ୍ୟୟ ଯୋଗ ହୁଏ, ତାହାକୁ କୃତ୍‍ କହନ୍ତି ।
  • ଏହି କୃତ୍‍ ପ୍ରତ୍ୟୟ ଯୋଗ ହୋଇ ଯେଉଁ ନୂତନ ଶବ୍ଦ ଗଠିତ ହୁଏ , ତାହାକୁ କୃଦନ୍ତ ପଦ / ଶବ୍ଦ କୁହାଯାଏ
  • ତାହାରି ଚାଲି ବଡ ସୁନ୍ଦରରେ ତାହାର , ବଡ , ସୁନ୍ଦର ସବୁ ମୂଳଶବ୍ଦ
  • ଚାଲି = ଚାଲ + ଇ ତେଣୁ 3) ଚାଲି ଏକ କୃଦନ୍ତ ପଦ

Additional Information

  • ଓଡିଆ ଭାଷାରେ କୃଦନ୍ତ ପ୍ରତ୍ୟୟ କୁ 3 ଭାଗରେ ବିଭକ୍ତ କରାଯାଏ
  • ତତ୍‍ସମ , ତଦ୍‍ଭବ / ଦେଶଜ , ବୈଦେଶିକ
Odisha Police SI (General English and Odia Language) Paper 1 Mock Test - 6 - Question 5

Find out which part of a sentence has an error, corresponding to the appropriate letter (A), (B), (C). If there is no error, corresponding to letter (D) in the Answer-sheet.

The three first (A) / instalments of the rent (B) / will be paid in advance (C) / . No error (D)

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 5

The correct answer is 'A'.

Key Points

  • The error is in part 'A'.
  • 'The first three' will be used instead of 'the three first'.
  • The 'Ordinal numeral adjectives(first, second, third,etc) denote the position or order of a person or thing in a series.
  • The ordinal number is an adjective that denotes what place an object has in a certain order.
  • An ordinal number refers to only one of those(the third apple). Ordinals normally come before cardinals.
  • Article 'the' is used with the ordinals numbers.
  • For example:
    • The first chapter of this book is on verb.
  • Thus, according to the above explanation 'the first three' will be used.

Hence, the correct sentence is: The first three instalments of the rent will be paid in advance.

Additional Information

  • 'A cardinal number is a principal number that simply says how many objects there are. Article 'the' is not used before the cardinal numeral  adjectives.
  • For example:
    • Two billion people might die.
Odisha Police SI (General English and Odia Language) Paper 1 Mock Test - 6 - Question 6

Directions: Fill in the blanks with appropriate word or preposition.

He shows great ability _____ mathematics.

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 6

The correct answer is 'in'.

 Key Points

  • The phrase 'ability in' is most appropriate for expressing proficiency in a particular subject or field. It is commonly used with abstract nouns, such as 'mathematics'.
  • 'Ability in mathematics' properly communicates the individual’s talent or skill in the said subject.
  • Options 1, 2 and 3, while they can be used with 'ability', do not clearly communicate proficiency in a subject when paired with 'ability'.

Therefore, the correct answer is Option 4.
 Additional Information

  • 'In' is often used to indicate inclusion within a space, object, or substance.
  • 'At' often refers to expression of place or position.
  • 'Of' usually suggests belonging, possession, origin, etc.
  • 'About' often means on the subject of or concerning.
Odisha Police SI (General English and Odia Language) Paper 1 Mock Test - 6 - Question 7
'ମନସିଜ' - ଏହା କେଉଁ ସମାସର ଅନ୍ତର୍ଗତ ? `
Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 7

ସଠିକ ଉତ୍ତର ହେଉଛି- ଅଲୁକ୍ ସମାସKey Points

  • ସମାସରେ ସାଧାରଣତଃ ସମସ୍ତ ପଦର ବିଭକ୍ତି ଚିହ୍ନ ଲୋପ ପାଇଥାଏ ।  ଲୋପକୁ ଲୁକ୍ କହନ୍ତି । 
  • ଯେଉଁ ସମାସରେ ସମସ୍ୟମାନ ପଦମାନଙ୍କ ମଧ୍ୟରୁ ପୂର୍ବପଦର ବିଭକ୍ତି ଚିହ୍ନ ଲୋପ ହୁଏ ନାହିଁ, ତାକୁ ଅଲୁକ୍ ସମାସ କହନ୍ତି ।
  • ପରସ୍ପର ସମ୍ବନ୍ଧ ଥିବା ଏକାଧିକ ପଦକୁ ଏକପଦ କରିବାର ନାମ ସମାସ
  • ସମ୍ବନ୍ଧଯୁକ୍ତ ଦୁଇ ବା ତତୋଧିକ ପଦର ମିଳନରେ ଯେଉଁ ଏକ ପଦ ଗଠିତ ଦୁଏ, ତାହାକୁ ସମସ୍ତ ପଦ ବା ସମାସପଦ କୁହାଯାଏ । ଯଥା- ତୀକ୍ଷ୍ଣବୁଦ୍ଧି, କମଳଲୋଚନ, ପିତୃଭକ୍ତି ।
  • ସମସ୍ୟମାନ ପଦମାନଙ୍କ ମଧ୍ୟରେ ଥିବା ସମ୍ବନ୍ଧକୁ ବ୍ୟକ୍ତ କରିବା ପାଇଁ ଯେଉଁ ବିସ୍ତୃତ ଉକ୍ତି ବା ବାକ୍ୟ ବା ବାକ୍ୟାଂଶ ବ୍ୟବହୃତ ହୁଏ, ତାହାକୁ ସମାସ ବାକ୍ୟ ବା ବ୍ୟାସ ବାକ୍ୟ ବା ବିଗ୍ରହ ବାକ୍ୟ କୁହାଯାଏ । ଯଥା- ତାକ୍ଷ୍ଣ ବୁଦ୍ଧି ଯାହାର, କମଳ ପରି ଲୋଚନ, ପିତାଙ୍କ ଭକ୍ତ ।
  • ସମସ୍ତ ପଦ ମଧ୍ୟରୁ ପ୍ରଥମ ପଦଟି ପୂର୍ବପଦ ଓ ଦ୍ବିତୀୟ ପଦଟି ପରପଦ ବା ଉତ୍ତର ପଦ । ଯଥା- ବୀଣାପାଣି । ବୀଣା ପୂର୍ବପଦ ଓ ପାଣି ପରପଦ ବା ଉତ୍ତରପଦ ।

ଯଥାର୍ଥତା:

  • ମନସି (ମନରେ) ଜନ୍ମ ଯେ ତାହାକୁ ମନସିଜ କୁହାଯାଏ । ମନସିଜ ହେଉଛନ୍ତି କନ୍ଦର୍ପ ।
  • ଉପରୋକ୍ତ ତତପୁରୁଷ ସମାସରେ ପୂର୍ବପଦର ବିଭକ୍ତି ଲୋପ ହୋଇନଥାଏ ।
  • ସେହିପରି ସରସି (ସରୋବରରେ) ଜନ୍ମେ ଯେ ତାହାକୁ ସରସିଜ ବା ପଦ୍ମ କୁହାଯାଏ ।

Additional Information

  • ସଂକ୍ଷେପରେ ଭାବପ୍ରକାଶ କରିବା ସମାସର ଉଦ୍ଦେଶ୍ୟ ।
  • ସମାସ ଦ୍ବାରା ରଚନା ସରସ ଓ ଶ୍ରୁତିପ୍ରିୟ ହୁଏ । ଲେଖା ଓଜୋଗୁଣଦୀପ୍ତ ହୁଏ ।
  • ବିଭକ୍ତିଯୁକ୍ତ ପଦର ବ୍ୟବହାର ହ୍ରାସ ପାଏ । ପୁନଶ୍ଚ ସମାସ ପ୍ରକ୍ରିୟା ଦ୍ବାରା ବ୍ୟବହୃତ ପଦର ଅର୍ଥବୋଧଗମ୍ୟତା ଆସେ । 
Odisha Police SI (General English and Odia Language) Paper 1 Mock Test - 6 - Question 8
The Government is thinking of opening a college in our area. ସଠିକ ​ଅନୁବାଦ ଚିହ୍ନାଅ ?
Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 8

4) ​ସରକାର ଆମ ଅଞ୍ଚଳରେ ଗୋଟିଏ କଲେଜ ଖୋଲିବାକୁ ଭାବୁଛନ୍ତି ସଠିକ ଉତ୍ତର 

ଯଥାର୍ଥତା :

  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଥାଏ
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ୱ ପ୍ରକାଶିତ ହୋଇଥାଏ
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷ
  • ଅନୁ=ପୁନର୍ବାର+ବଦ ଧାତୁ=କହିବା+ଭାବ. ଅ; କଥିତ ଭାଷାର ପୁନଃ କଥନ)
  • ଭାଷାନ୍ତରୀକରଣ; ଏକ ଭାଷାରେ ଲିଖିତ ବା କଥିତ ବିଷୟକୁ ଅନ୍ୟ ଭାଷାରେ ପ୍ରକାଶ କରିବା
  • ସବୁ ଛାତ୍ର ଛାତ୍ରୀ ମାନେ ବିଶ୍ୱସ୍ତରରେ ନିଜର ଭାବନା ଓ ଦକ୍ଷତା ପ୍ରକାଶ କରିବାକୁ ଇଂରାଜୀ ଶିଖିବା ନିହାତି ଆବଶ୍ୟକ​
  • The Government are thinking of opening a college in our area
  • The Government = ସରକାର  , a college = ଗୋଟିଏ କଲେଜ , area = ଅଞ୍ଚଳ , our = ଆମ
  • in our area = ଆମ ଅଞ୍ଚଳରେ , are thinking  = ଭାବୁଛନ୍ତି , of opening = ଖୋଲିବାକୁ
  • ତେଣୁ ଅନୁବାଦ 4) ​​ସରକାର ଆମ ଅଞ୍ଚଳରେ ଗୋଟିଏ କଲେଜ ଖୋଲିବାକୁ ଭାବୁଛନ୍ତି

Additional Information

  • ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ୱ ସୁରକ୍ଷିତ ରହେ
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ଦିଆଯାଏ
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ପ୍ରତିପଦର ଅର୍ଥକୁ ଗୁରୁତ୍ୱ ଦିଆଯାଏ
Odisha Police SI (General English and Odia Language) Paper 1 Mock Test - 6 - Question 9

Out of the four options, choose the correct set of words to fill in the blank given in the sentence.

It is _______________ going to change the world.

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 9

The correct answer is: I who am.

Key Points

  • 'It' always followed by a subjective pronoun.
  • 'I' is a subjective pronoun. 'Me' is an objective pronoun. So, options (2) and (4) are incorrect.
  • When ‘who’ refers to a personal pronoun (I, you, he, she, we, they), it takes the verb that agrees with that pronoun.
  • For example:
    • It is I who am responsible for this mess. (The verb “am” agrees with the subject “I”.)
  • Similarly, in this question, 'It is' must be followed by 'I'.
  • Also, 'who' refers to 'I', and the verb it takes must be 'am' as it agrees with 'I'.
  • Hence, 'I who am' is the correct set of words that must fit the blank.

Therefore, the corrected form of the sentence is: It is I who am going to change the world.

Additional Information

  • The pronoun that takes action or is the doer is called a subjective pronoun.
  • Some of the subjective pronouns are: I, we, he, she, and they.
    • For example: I am cooking. (Here, ‘I’ is doing the action)
  • The pronoun that is the receiver of the action is called an objective pronoun.
  • Some of the objective pronouns are: me, him, her, us, and them.
    • For example: He gave us a surprise. (Here, “He” is the Subjective Pronoun. “Us” is the Objective Pronoun).
Odisha Police SI (General English and Odia Language) Paper 1 Mock Test - 6 - Question 10

Select the most appropriate one-word substitution for the given group of words.

A large bundle bound for storage or transportation

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 10

The correct answer is 'Bale'.

Key Points

  • The most appropriate meaning of the given group of words is 'Bale'.
  • Bale: a large quantity of something pressed tightly together and tied up (गट्ठर)
    • Example: When the storm arose on the river, they had to bale out to reach the shore safely.
  • Therefore, as per the points mentioned above, we find that the correct answer is Option 3.

Correct Answer: Bale.

Additional Information 

  • Let's look at the meaning of other words given in the Options:

Odisha Police SI (General English and Odia Language) Paper 1 Mock Test - 6 - Question 11
ଶୁଦ୍ଧ ଶବ୍ଦଟି ବାଛ :
Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 11

ସଠିକ ଉତ୍ତର ହେଉଛି "ସୁଷମା"। 

Key Points    

  • ଓଡ଼ିଆ ଶବ୍ଦକୋଷରେ ଅର୍ଥ ପ୍ରଦାନ କରୁଥିବା ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ ଶବ୍ଦ କୁହାଯାଏ। 
  • କାଳ କାଳ ଧରି ବିଭିନ୍ନ ଶବ୍ଦ ବିଭିନ୍ନ ସ୍ଥାନରୁ ଉଦ୍ଧୃତ ଓ ପ୍ରଚଳିତ ହୋଇଆସୁଛି।
  • ଏହି ଉଦ୍ଧୃତ ଶବ୍ଦାବଳୀର ଶୁଦ୍ଧତାକୁ ବଜାୟ ରଖିବା ଅପରିହାର୍ଯ୍ୟ ଅଟେ।

ଯଥାର୍ଥତା:

  • ସାଧାରଣତଃ କହିବା ଓ ଲେଖିବାବେଳେ ମନୁଷ୍ୟ ଜନିତ କିଛିଟା ଭୁଲ୍ ହେଇଯାଇଥାଏ 'ଉଚ୍ଚାରଣଗତ' ହେଉ କିମ୍ବା 'ଲିଖିତଜନିତ' ହେଉ।
  • ଲିଖନ ସମୟରେ 'ମାତ୍ରାଜନିତ' ହେଉ ବା 'ବନାନଜନିତ' ବା 'ବ୍ୟାକରଣଜନିତ' ଭୁଲ୍ ଯୋଗୁଁ ଶୁଦ୍ଧ ଶବ୍ଦଟି ଅଶୁଦ୍ଧ ହୋଇଯାଏ।
  • ତେଣୁ ସଠିକ ଶବ୍ଦ ବ୍ୟବହାର ନିମିତ୍ତ ସାବଧାନତା ଅବଲମ୍ବନ କରିବା ଅବାଞ୍ଛନିୟ।
  • ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରୁ 'ସୁଷମା' ହେଉଛି ଶୁଦ୍ଧ ବନାନଯୁକ୍ତ ଶବ୍ଦ। 
  • 'ସୁଷମା' ବ୍ୟତୀତ ଅନ୍ୟ ସମସ୍ତ ବିକଳ୍ପଠାରେ 'ମାତ୍ରାଜନିତ' ବା 'ବନାନଜନିତ' ଅଶୁଦ୍ଧତା ଘଟିଥିବା ହେତୁ ଅଶୁଦ୍ଧ ଶବ୍ଦ। 
  • ଓଡ଼ିଆ ଅଭିଧାନ ଅନୁସାରେ 'ସୁଷମା' ଶବ୍ଦଟି 'ଅତ୍ୟଧିକ ଶୋଭା ବା ସୁନ୍ଦରତା'କୁ ସୂଚାଏ। ​​​
  • ଉଦାହରଣ ସ୍ୱରୂପ:  କାଶ୍ମୀରର ପ୍ରାକୃତିକ ସୁଷମା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ।

Additional Information 

  • ପରିସ୍କାର - ଶୁଦ୍ଧ ରୂପ: ପରିଷ୍କାର; ପୌରହିତ୍ୟ - ଶୁଦ୍ଧ ରୂପ: ପୌରୋହିତ୍ୟ; ଅମୀୟ - ଶୁଦ୍ଧ ରୂପ: ଅମିୟ।
Odisha Police SI (General English and Odia Language) Paper 1 Mock Test - 6 - Question 12

Direction: Select the most appropriate antonym of the bold/underlined word in the sentence.

The country’s highest medal was bestowed upon him for heroism.

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 12

The correct answer is "deprive"

Key Points

  • Let's see the meanings of the given words-
    • Bestowed- to give something as an honor or present किसी वस्तु को सम्मान या वर्तमान के रूप में देना।
    • Award- give or order the giving of (something) as an official payment, compensation, or prize to (someone).(पुरस्कार)
    • Accord- give or grant someone (power, status, or recognition).(सहमति)
    • Consign- deliver (something) to a person's keeping.(सुपुर्द)
    • Deprive- prevent (a person or place) from having or using something.(वंचित)
  • Hence, according to the meanings of the given words, the correct answer is Option 4 i.e. deprive.
Odisha Police SI (General English and Odia Language) Paper 1 Mock Test - 6 - Question 13

Select the option that expresses the given sentence in reported speech.

His mother said, "Wow! the room is in immaculate condition."

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 13

The correct answer is "His mother exclaimed in the joy that the room was in immaculate condition."

Key Points

  •  We use reported or indirect speech when we are reporting what someone else has said.
  • We usually refer to past events when we use indirect or reported speech.
  • The verb in the sentence will also be in the past tense usually.
  • We only change the tense to a previous form like the simple present to simple past or present continuous to past continuous.
  • In the given sentence, the tense of the sentence changes from present to the past in indirect speech.
  • In the correct sentence, the reporting verb exclaimed with joy is used to express how neat and tidy the room looked.

Hence, the correct answer is option 2

Odisha Police SI (General English and Odia Language) Paper 1 Mock Test - 6 - Question 14
Select the INCORRECTLY spelt word.
Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 14

The erroneous spelling is "Exhast"

Key Points

  • The correct spelling of the given word is "Exhaust" which means "make (someone) feel very tired."
  • Let's see an example-
    • The long journey exhausted the children.

So the correct answer is Option 2.

Additional Information

  • Adjourn- to have a pause or rest during a formal meeting or trial
  • Ensure- to make something certain to happen
  • Purity- the state of not being mixed with anything else
Odisha Police SI (General English and Odia Language) Paper 1 Mock Test - 6 - Question 15
କେଉଁଟି ବୈଦେଶିକ ଵ୍ୟାପାଦିତ ଶବ୍ଦ ?
Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 15

Key Points ବୈଦେଶିକ ଭାଷା-

  • ବିଦେଶୀ ଶାସନ, ବୈଦେଶିକ ବାଣିଜ୍ୟ ଓ ଧର୍ମ ପ୍ରଚାର  ମାଧ୍ୟମରେ ଯେଉଁ ଶବ୍ଦଗୁଡିକ ଓଡିଆ ଭାଷାରେ ପ୍ରବେଶ କରିଛି । ତାହାକୁ ବୈଦେଶିକ ଭାଷା କୁହାଯାଏ ।
  • ବିଦେଶୀ ଭାଷାରୁ ଆଗତ ଶବ୍ଦ ସମୂହ ଓଡିଆ ଭାଷାର ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରିଛି । ସେହି ଶବ୍ଦମାନଙ୍କ ମଧ୍ୟରେ ଟାଉନ ଏକ ଶବ୍ଦ ।
  • ଟାଉନିଆ ଶବ୍ଦଟି ମୂଳତଃ ଟାଉନରୁ ଆସିଛି, ଯାହାକି ଏକ ଇଂରାଜୀ ଶବ୍ଦ ।
  • ଇଂରାଜୀ ଭାଷାରୁ ସୃଷ୍ଟ ଟାଉନ ଶବ୍ଦଟି ଅପଭ୍ରଂଶ ହୋଇ ସେଥିରୁ ଟାଉନିଆ ଶବ୍ଦ ଜାତ ହୋଇଛି ।                                      
  • ବିଭିନ୍ନ ଭାଷାରୁ ଓଡିଆ ଭାଷାକୁ ଆସିଥିବା ଶବ୍ଦଗୁଡିକ ମଧ୍ୟରୁ କେତେକର ମୌଳିକ ରୂପରେ, ଉଚ୍ଚାରଣରେ ପରିବର୍ତ୍ତନ ଆସିଛି । ସେମଧ୍ୟରେ ଟାଉନିଆ ଏକ ବୈଦେଶିକ ବ୍ୟାପାଦିତ ଶବ୍ଦ ।
  • ଟାଉନ ଶବ୍ଦର ବ୍ୟବହାରିକ ଦୃଷ୍ଟିକୋଣରୁ ଏହାର ବ୍ୟାପକତାକୁ ଆଧାର କରି ଏପରି ଏକ ଟାଉନିଆ ଶବ୍ଦର ସୃଷ୍ଟି ହୋଇଛି ।  
  • ଶବ୍ଦର ମୂଳରୂପକୁ ପ୍ରାତିପାଦିକ କୁହନ୍ତି ।
  • ଶବ୍ଦର ବ୍ୟବହାର ସ୍ଥାନର ବ୍ୟାପକତା ସହ ନିଜ ମୌଳିକତା ହରାଇ ଏହା ଏକ ନୂଆ ଶବ୍ଦ ସୃଷ୍ଟି କରିଛି । ତେଣୁ ଏହାକୁ ବୈଦେଶିକ ବ୍ୟାପାଦିତ ଶବ୍ଦ କୁହାଯାଉଛି । 
  • ସେହିପରି କିଛି ଇଂରାଜୀ ଶବ୍ଦଗୁଡିକ ହେଉଛି- ଟେବୁଲ, ବିସ୍କୁଟ, ସିମେଣ୍ଟ ଇତ୍ୟାଦି । 

Additional Information

  • ୧୮୦୩ ମସିହାରେ ଇଂରେଜମାନେ ଓଡିଶା ଅଧିକାର କରିଥିଲେ । 
  • ଉନବିଂଶ ଶତାବ୍ଦୀ ମଧ୍ୟଭାଗକୁ ଓଡିଶାର ଶାସନ କାର୍ଯ୍ୟ ସହିତ ସ୍କୁଲ, କଲେଜର ଶିକ୍ଷାଦାନର ମାଧ୍ୟମ ଭାବରେ ଇଂରାଜୀ ଭାଷାର ପ୍ରଚଳନ ହେଲା । 
  • ବର୍ତ୍ତମାନ ସମୟରେ ଏହି ଭାଷାର ବ୍ୟବହାର ଆହୁରି  ବ୍ୟାପକ ହେବାରେ ଲାଗିଛି । 
Odisha Police SI (General English and Odia Language) Paper 1 Mock Test - 6 - Question 16

What did the farmer find while going to the field

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 16

The correct answer is: A snake

Key Points

  • The farmer found a snake while going to the field.
  • It can be referred from the line: Not very far from his home, he found a small snake, almost frozen with cold. 
  • Thus clearly, option 2 is correct here.

The correct answer is: option 2, a snake

Odisha Police SI (General English and Odia Language) Paper 1 Mock Test - 6 - Question 17

What would be the most transformative part of the metaverse

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 17

The correct answer is: The ability to buy, sell and own things 

Key Points

  • As mentioned in the passage, the most transformative part of the metaverse would be the ability to buy, sell and own things 
  • It can be referred from the line: The ability to buy, sell and own things in the metaverse could be the most transformative part of this new era. 
  • Thus, option 1 is correct here.

The correct answer is: option 1, The ability to buy, sell and own things 

Odisha Police SI (General English and Odia Language) Paper 1 Mock Test - 6 - Question 18

What is the meaning of the word 'Metaverse' in the passage

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 18

The correct answer is: A virtual reality space where users can interact with computer generated environment and other users

Key Points

  • The one words for the given meanings are:
    • Metaverse: A virtual reality space where users can interact with computer generated environment and other users 
    • Multiverse: A hypothetical space or realm consisting of a number of universes
    • Cryptocurrency: A digital currency designed to work as a medium of exchange through computer network
    • Light year: A large unit of length used to express astronomical distances 
  • ​Thus, option 2 is correct here.

The correct answer is: MetaverseA virtual reality space where users can interact with computer generated environment and other users

Odisha Police SI (General English and Odia Language) Paper 1 Mock Test - 6 - Question 19

What is the way to ensure happiness?

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 19

The correct answer is: Not to seek happiness

Key Points

  • According to the passage, by not seeking happiness, one can ensure happiness.
  • It can be referred from the lines: The way to ensure happiness is not to seek it.
  • Thus, option 3 is correct here.

The correct answer is: option 3, Not to seek happiness

Odisha Police SI (General English and Odia Language) Paper 1 Mock Test - 6 - Question 20

ଯେଉଁମାନେ ବର୍ତ୍ତମାନ ନିବଦ୍ଧ ହୋଇ ଜୀବନରେ ଗତି କରନ୍ତି ସେମାନେ କ'ଣ ?

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 20

4) ସେମାନେ ଭ୍ରାନ୍ତ ସଠିକ୍‍ ଉତ୍ତର

ଯଥାର୍ଥତା :

  • ଗତର ନିଷ୍କ୍ରିୟଶୋଚନା କେବଳ ପଶ୍ଚାଦୂଷ୍ଟିଛଡା ଅନ୍ୟ କିଛି ନୁହେଁ
  • ଅତୀତର ଓ ତଜ୍ଜନିତ ଫଳକୁ ସମୟ ସମୟରେ ସ୍ମରଣ କରିବାକୁ ହେବ; ନଚେତ୍‌  ଜୀବନଚଳନରେ କୌଣସି ନିୟମ ବା କ୍ରମ ଦେଖିବାକୁ ପାଇବ ନାହିଁ  
  • ତେଣୁ ଯେଉଁମାନେ ଗତ ବିଷୟର ଆଲୋଚନା ନକରି,. ସମସ୍ତ କାର୍ଯ୍ୟକଳାପକୁ ବିସ୍ମୃତିଗର୍ଭରେ ନିକ୍ଷେପପୂର୍ବକ ସର୍ବଦା ବର୍ତମାନ ନିବଦ୍ଧ ହୋଇ ଜୀବନରେ ଗତି କରନ୍ତି, 4) ସେମାନେ ଭ୍ରାନ୍ତ 

Additional Information

  • ଗତ ବିଷୟର ଶୋଚନା ଜୀବନରେ ବହୁତ ମଙ୍ଗଳ ସାଧନ କରିଥାଏ ; ମାତ୍ର ଏହା ମାନବର ନିଷ୍କ୍ରିୟ ଶୋଚନା ନୁହେଁ
  • ଏହି ଆତ୍ମ କ୍ଳେଶ ସ୍ମୃତି ଆକାରରେ ମନ ମଧ୍ୟରେ ଜାଗରିତ ହେବ 
  • ଏହାରି ଦୃଷ୍ଟିରେ, ଏହିପରି କ୍ଳେଶ ଓ ଅଶାନ୍ତି ଅନୁଭବ କରିବା ଆଶଙ୍କାରେ, ବର୍ତ୍ତମାନ ଜୀବନକୁ ନିୟମିତ କରି ଭବିଷ୍ୟତ କର୍ମପନ୍ଥା ନିର୍ଦେଶ କରିବ
Odisha Police SI (General English and Odia Language) Paper 1 Mock Test - 6 - Question 21

ଜୀବନରେ ଉତ୍ତାପ ଓ କ୍ଲାନ୍ତି କାହିଁକି ଅନୁଭବ କରୁ ?

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 21

2) ଗତ ବିଷୟର ଶୋଚନାରେ ସଠିକ୍‍ ଉତ୍ତର

ଯଥାର୍ଥତା :

  • ଅନୁଛ୍ହେଦ ଅନୁସାରେ ଗତବିଷୟ ନେଇ ଦୁଃଖ ବା ଅନୁତାପ ଅନୁଭବ କରୁ ନଥିଲେ ମଧ୍ୟ ଆମେ ସ୍ମରଣ କରିପାରୁ
  • 2) ଗତ ବିଷୟର ଶୋଚନାରେ ଆମ୍ବେମାନେ ଜୀବନରେ ଉତ୍ତାପ ଓ କ୍ଲାନ୍ତି ଅନୁଭବ କରୁ 
  • ଗତ ବିଷୟର ଶୋଚନା ସ୍ମୃତି ଆକାରରେ ମନ ମଧ୍ୟରେ ସଞ୍ଚିତ ରହି ଜୀବନର ବର୍ତ୍ତମାନ ଓ ଭବିଷ୍ୟତକୁ ନିୟମିତ କରିବାର ଦେଖାଯାଏ

Additional Information 

  • ଗତର ଶୋଚନା ନ କରିବା ଗତର ବିସ୍ମୃତି ହୋଇ ନପାରେ
  • ଯଦି ସର୍ବଦା ଏହି ଅତୀତ ଅନ୍ୟାୟଟିର ବିଷୟରେ ଶୋଚନା କରି ଜୀବନକୁ ଦୁଃଖମୟ କରି ପକାଉ, ତାହାହେଲେ ମନର ପ୍ରସାର ଓ ପ୍ରସନ୍ନତା ରହିବ ନାହିଁ; ତେଣୁ ଜୀବନରେ ଆଉ କୌଣସି କାର୍ଯ୍ୟ ସମାଧାନ କରିହେବ ନାହିଁ
Odisha Police SI (General English and Odia Language) Paper 1 Mock Test - 6 - Question 22
My brother, who completed his mechanical engineering degree, is now working at BOSCH.
Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 22
ସଠିକ ଉତ୍ତର ହେଉଛି ''ମେକାନିକାଲ୍ ଇଞ୍ଜିନିୟରିଂ ଡିଗ୍ରୀ ସମାପ୍ତ କରିଥିବା ମୋ ଭାଇ ବର୍ତ୍ତମାନ BOSCHରେ କାମ କରୁଛନ୍ତି।'' 
Key Points   
  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    
ଯଥାର୍ଥତା:
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''My brother, who completed his mechanical engineering degree, is now working at BOSCH.'- ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''who completed his mechanical engineering degree'' ର ଅର୍ଥ ଓଡ଼ିଆରେ ବୁଝିଲେ 'ମେକାନିକାଲ୍ ଇଞ୍ଜିନିୟରିଂ ଡିଗ୍ରୀ ସମାପ୍ତ କରିଥିବା ବ୍ୟକ୍ତି ଯିଏ'କୁ ସୂଚାଏ। 
  • ଏଠାରେ 'My brother is now working at BOSCH.' ର ଅର୍ଥ ଓଡ଼ିଆରେ ବୁଝିଲେ 'ମୋ ଭାଇ ବର୍ତ୍ତମାନ BOSCHରେ କାମ କରୁଛନ୍ତି'କୁ ସୂଚାଏ। 
  • My brother ଅର୍ଥ ମୋ ଭାଇକୁ ବୁଝାଉଥିଲାବେଳେ now ଅର୍ଥ ବର୍ତ୍ତମାନ
  • ଅତଏବ ଉଚିତ ସମ୍ମିଶ୍ରଣ ହେତୁ 'My brother, who completed his mechanical engineering degree, is now working at BOSCH.' ର ଓଡ଼ିଆ ଅନୁବାଦ ''ମେକାନିକାଲ୍ ଇଞ୍ଜିନିୟରିଂ ଡିଗ୍ରୀ ସମାପ୍ତ କରିଥିବା ମୋ ଭାଇ ବର୍ତ୍ତମାନ BOSCHରେ କାମ କରୁଛନ୍ତି।'' କହିବା ଯଥାର୍ଥ।    ​     
Additional Information  
  • ଅନ୍ୟ ବିକଳ୍ପଗୁଡିକ ''My brother, who completed his mechanical engineering degree, is now working at BOSCH.'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି। 
Odisha Police SI (General English and Odia Language) Paper 1 Mock Test - 6 - Question 23

TORTURE

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 23

Torment : severe physical or mental suffering.
Chastisement : to criticize someone severely.
Harassment : aggressive pressure or intimidation.
Terror : extreme fear.
Torture : the action or practice of inflicting severe pain on someone as a punishment or in order to force them to do or say something.
Synonym of Torture is Torment
 

Odisha Police SI (General English and Odia Language) Paper 1 Mock Test - 6 - Question 24

Direction: In the following question, the sentences have been given in Active/ Passive Voice. From the given alternatives, choose the one that best expresses the given sentence in Passive/ Active Voice.

The servant will execute all orders promptly.

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 24

We can say that ,
Use structure “subject + auxiliary + past participle + by + object”
The above given sentence is given in Passive Voice :-
All orders should be executed promptly by the servant.
Therefore ,required answer will be option C .

Odisha Police SI (General English and Odia Language) Paper 1 Mock Test - 6 - Question 25

Direction: In the following question, a sentence has been given in Active/Passive Voice. Out of the four alternative suggested, select the one which best expresses the same sentence in Passive/Active Voice.

The telegraph wires have been cut.

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 25

As per the given above sentence is given in Active Voice.
Someone has cut the telegraph wires.
Hence , required answer will be option D .

Odisha Police SI (General English and Odia Language) Paper 1 Mock Test - 6 - Question 26
କେଉଁ ବିଭକ୍ତିଟି କାରଙ୍କର ଅନ୍ତର୍ଭୁକ୍ତ ନୁହେଁ ?
Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 26

2) ୬ଷ୍ଠୀ ସଠିକ୍‍ ଉତ୍ତର

ଯଥାର୍ଥତା :

  • ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କୁହାଯାଏ
  • ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ
  • ଭିନ୍ନ ଭିନ୍ନ ଅର୍ଥରେ ଶବ୍ଦ ସହିତ ଯେଉଁ ସବୁ ପ୍ରତ୍ୟୟ ଯୋଗକରାଯାଇ ନୂତନ ଶବ୍ଦ ଗଠନ କରାଯାଏ , ସେହି ପ୍ରତ୍ୟୟ ଗୁଡିକୁ ତଦ୍ଧିତ ପ୍ରତ୍ୟୟ କୁହାଯାଏ
  • ଯେଉଁ ସବୁ ବର୍ଣ୍ଣ ବା ବର୍ଣ୍ଣସମଷ୍ଟି ଦ୍ୱାରା ସଂଖ୍ୟା ଓ କାରକ ସୂଚିତ ହୁଏ , ତାହାକୁ ବିଭକ୍ତି କୁହାଯାଏ
  • ବିଭକ୍ତି = ବି-ଉପସର୍ଗ + ଭଜ୍‍ ଧାତୁ + ତି ପ୍ରତ୍ୟୟ - ଯାହାର ଅର୍ଥ ବିଭାଗ / ବଣ୍ଟନ କରିବା
  • କ୍ରିୟା ସହିତ ୬ଷ୍ଠୀ ବିଭକ୍ତିର କୌଣସି ସମ୍ବନ୍ଧ ନଥାଏ , ତେଣୁ ଏହାକୁ କାରକର ଅନ୍ତର୍ଭୁକ୍ତ କରାଯାଏ ନାହିଁ
  • ଏହା ସମ୍ବନ୍ଧ ପଦ ଭାବରେ ପରିଚିତ
  • ତେଣୁ 2) ୬ଷ୍ଠୀ ବିଭକ୍ତିଟି କାରକଙ୍କର ଅନ୍ତର୍ଭୁକ୍ତ ନୁହେଁ 

Additional Information

  • ବାକ୍ୟ ମଧ୍ୟରେ କ୍ରିୟା ପଦ ସହିତ ଅନ୍ୟ ପଦ ମାନଙ୍କ ଯେଉଁ ସମ୍ପର୍କ ଥାଏ , ତାହାକୁ କାରକ କୁହାଯାଏ
  • ସମ୍ବନ୍ଧ ବିଭିନ୍ନ ପ୍ରକାରର କାରକ ସମ୍ବନ୍ଧ, ସେବ୍ୟସେବକ ସମ୍ବନ୍ଧ , ଜନ୍ୟଜନକ ସମ୍ବନ୍ଧ , ଆଧାର ଆଧେୟ ସମ୍ବନ୍ଧ , କାର୍ଯ୍ୟକାରଣ ସମ୍ବନ୍ଧ , ବିଶେଷଣ ସମ୍ବନ୍ଧ , ବ୍ୟାପ୍ତି ସମ୍ବନ୍ଧ
  • ବିଭକ୍ତି 7 ଭାଗରେ ବିଭକ୍ତ
  • 1ମା , 2ୟା , 3ୟା , 4ର୍ଥୀ , 5ମୀ , 6ଷ୍ଠୀ , 7ମୀ
Odisha Police SI (General English and Odia Language) Paper 1 Mock Test - 6 - Question 27
ନାଁ କରିବା - ଏହା କେଉଁ ଅର୍ଥକୁ ପ୍ରକାଶ କରେ ?
Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 27

4) ସୁନାମ ଅର୍ଜନ କରିବା ସଠିକ୍‍ ଉତ୍ତର

ଯଥାର୍ଥତା :

  • ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କୁହାଯାଏ
  • କୌଣସି ଶବ୍ଦ ନିଜ ଅର୍ଥ ଛାଡି , ଅନ୍ୟ ଶବ୍ଦ ସହ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ ରୂଢି କୁହାଯାଏ
  • ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଖଣ୍ଡ ବାକ୍ୟ କୁହାଯାଏ 
  • ନାଁ କରିବା - ଏହା କେଉଁ 4) ସୁନାମ ଅର୍ଜନ କରିବା ଅର୍ଥକୁ ପ୍ରକାଶ କରେ
  • ଉଦାହରଣ - ସେ ଦେଶ ପାଇଁ ଖେଳି ଅନେକ ନାଁ କଲା

Additional Information

  • ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ କରି ଭିନ୍ନ ଅର୍ଥ ପ୍ରକାଶ କରେ , ତାହା ରୂଢ ଶବ୍ଦ 
  • ରୂଢି 3 ପ୍ରକାରର ବ୍ୟବହୃତ ହୁଏ
  • କ୍ରିୟାହୀନ , କ୍ରିୟାଯୁକ୍ତ , ତୁଳନାତ୍ମକ
  • ନାଁ କରିବା ଏକ କ୍ରିୟାଯୁକ୍ତ ରୂଢି
Odisha Police SI (General English and Odia Language) Paper 1 Mock Test - 6 - Question 28

Direction: A word in capital letters is followed by four words. Choose the word that is most nearly opposite in meaning to the word given in capital letters.

TRACTABLE

Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 28

As we can say that ,
Tractable is something that can be managed easily, i.e., manageable.
From above it is clear that Unmanageable is opposite word of Tractable . 

Odisha Police SI (General English and Odia Language) Paper 1 Mock Test - 6 - Question 29
The professor, whom I met yesterday, highly appreciated my ideas for this project.
Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 29
ସଠିକ ଉତ୍ତର ହେଉଛି ''ପ୍ରଫେସର, ଯାହାଙ୍କୁ ମୁଁ ଗତକାଲି ଭେଟିଥିଲି, ଏହି ପ୍ରକଳ୍ପ ପାଇଁ ମୋର ଧାରଣାକୁ ବହୁତ ପ୍ରଶଂସା କରିଥିଲେ।'' 
Key Points  
  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    
ଯଥାର୍ଥତା:
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''The professor, whom I met yesterday, highly appreciated my ideas for this project.'' - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''whom I met yesterday'' ର ଅର୍ଥ ଓଡ଼ିଆରେ ବୁଝିଲେ 'ଯାହାଙ୍କୁ ମୁଁ ଗତକାଲି ଭେଟିଥିଲି'କୁ ସୂଚାଏ। 
  • ଏଠାରେ 'The professor highly appreciated my ideas for this project' ର ଅର୍ଥ ଓଡ଼ିଆରେ ବୁଝିଲେ 'ପ୍ରଫେସର ଏହି ପ୍ରକଳ୍ପ ପାଇଁ ମୋର ଧାରଣାକୁ ବହୁତ ପ୍ରଶଂସା କରିଥିଲେ'କୁ ସୂଚାଏ। 
  • appreciate ଅର୍ଥ ପ୍ରଶଂସା କରିବା କ୍ରିୟାକୁ ବୁଝାଉଥିଲାବେଳେ yesterday ଅର୍ଥ ଗତକାଲି
  • ଅତଏବ ଉଚିତ ସମ୍ମିଶ୍ରଣ ହେତୁ 'The professor, whom I met yesterday, highly appreciated my ideas for this project.' ର ଓଡ଼ିଆ ଅନୁବାଦ ''ପ୍ରଫେସର, ଯାହାଙ୍କୁ ମୁଁ ଗତକାଲି ଭେଟିଥିଲି, ଏହି ପ୍ରକଳ୍ପ ପାଇଁ ମୋର ଧାରଣାକୁ ବହୁତ ପ୍ରଶଂସା କରିଥିଲେ।'' କହିବା ଯଥାର୍ଥ।
Additional Information 
  • ଅନ୍ୟ ବିକଳ୍ପଗୁଡିକ ''The professor, whom I met yesterday, highly appreciated my ideas for this project.'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି। 
Odisha Police SI (General English and Odia Language) Paper 1 Mock Test - 6 - Question 30
ସେ କିକ୍ରେଟ୍ ଦେଖି ଫେରୁଛି। ରେଖାଙ୍କିତ ପଦଟି _______ ।
Detailed Solution for Odisha Police SI (General English and Odia Language) Paper 1 Mock Test - 6 - Question 30
ସଠିକ ଉତ୍ତର ହେଉଛି "ସଂପନ୍ନ ସୂଚକ ଅସମାପିକା କ୍ରିୟା"
Key Points
  • କାର୍ଯ୍ୟ ବୁଝାଉଥିବା ପଦହିଁ କ୍ରିୟାପଦ। ସାଧାରଣତଃ ଆମେ ବାକ୍ୟରେ ବ୍ୟବହାର କରୁଥିବା କ୍ରିୟାପଦ ଦୁଇଟି ଅର୍ଥ ସୂଚିତ କରେ।
  • ଗୋଟିଏ କାର୍ଯ୍ୟର ସଂପନ୍ନ ବା ଶେଷ ହୋଇଥିବାର ଅର୍ଥ ଏବଂ ଅନ୍ୟଟି କାର୍ଯ୍ୟର ଅସଂପନ୍ନ ବା ଶେଷ ନହୋଇ ଚାଲୁ ଥିବାର ଅର୍ଥ
  • କାର୍ଯ୍ୟ ସଂପନ୍ନ କରୁଥିବା କ୍ରିୟାପଦ ଗଠନ ପାଇଁ ଆମେ କ୍ରିୟାର ମୂଳ ପ୍ରକୃତି ବା ଧାତୁରେ ସଂପନ୍ନସୂଚକ ଧାତୁ ବିଭକ୍ତି ‘ଇ’ ଓ ଅସଂପନ୍ନ ଅର୍ଥସୂଚକ କିୟାପଦ ପାଇଁ ଧାତୁରେ ବିଭକ୍ତି ଚିହ୍ନ 'ଉ' ଯୋଗ କରିଥାଉ।
  • ଯଥା— ପଢ଼୍ + ଇ = ପଢ଼ି / ପଢ଼୍+ଉ = ପଢ଼ୁ (ଏହିପରି – ଗଢ଼ି, ବିକି, ପାଇ, ଶୁଣି ଏବଂ ଗଢ଼ୁ, ବିକୁ, ପାଉ, ଶୁଣୁ ଇତ୍ୟାଦି)।
  • ଏପ୍ରକାର ସଂପନ୍ନ ଓ ଅସଂପନ୍ନ ସୂଚକ କ୍ରିୟାର ମୂଳରୂପ ସହିତ କାଳ-ପୁରୁଷ-ବଚନସୂଚକ ବିଭକ୍ତି ଯୋଗ କରି ସଂପନ୍ନ ଓ ଅସଂପନ୍ନସୂଚକ କ୍ରିୟାପଦ ଗଠନ କରାଯାଏ।
  • ଯଥା— କାର୍ଯ୍ୟ ସଂପନ୍ନ ସୂଚକ କ୍ରିୟାପଦ = ପଢ଼୍ + ଇ = ପଢ଼ି + ବ୍ + ଅ (କାଳ-ବଚନ ସୂଚକ ବିଭକ୍ତି) = ପଢ଼ିବ
  • କାର୍ଯ୍ୟ ଅସଂପନ୍ନ ସୂଚକ କ୍ରିୟାପଦ = ପଢ଼୍ + ଉ = ପଢ଼ୁ + ଅଛ + ଇ (କାଳ-ବଚନ ସୂଚକ ବିଭକ୍ତି) = ପଢ଼ୁଛି
  • ଯାହା ଦ୍ଵାରା ବାକ୍ୟ ଶେଷହୁଏ ସେହି କ୍ରିୟାକୁ ‘ସମାପିକା କ୍ରିୟା’ ଓ ଯେଉଁ କ୍ରିୟା ବାକ୍ୟକୁ ସମାପ୍ତ କରିପାରେ ନାହିଁ ତାହାକୁ ‘ଅସମାପିକା କ୍ରିୟା’ କହନ୍ତି।
  • ଧାତୁରୁ ଗଠିତ ଶୁଦ୍ଧ କ୍ରିୟା ହେଉ ଅଥବା ନାମଧାତୁମୂଳକ ମିଶ୍ରକ୍ରିୟା ହେଉ, ଯେଉଁ କ୍ରିୟାପଦ ଦ୍ବାରା ବାକ୍ୟ ଶେଷହୁଏ ତାହାକୁ ‘ସମାପିକା କ୍ରିୟା’ କୁହାଯାଏ।
  • ସେହିପରି ଧାତୁଗଠିତ ହେଉ ଅଥବା ଶବ୍ଦରୁ ଗଠିତ ନାମଧାତୁ କ୍ରିୟାପଦ ହେଉ, ଯେଉଁ କ୍ରିୟାପଦ ଦ୍ବାରା ବାକ୍ୟ ଶେଷ ହୋଇପାରେ ନାହିଁ ଓ କାର୍ଯ୍ୟ ଅସମାପ୍ତ ଭାବରେ ଘଟିଚାଲିବାର ବା ଚାଲୁଥିବାର ବୁଝାପଡ଼େ ତାହାକୁ ‘ଅସମାପିକା କ୍ରିୟା’ କୁହାଯାଏ।
  • ଯଥା: ସେ ଠାକୁର ପୂଜି ଭାତ ଖାଇବ - ଏଠାରେ ପୂଜି ହେଉଛି ଅସମାପିକା ଓ ଖାଇବ ହେଉଛି ସମାପିକା କ୍ରିୟା
ଯଥାର୍ଥତା:
  • ଉପରୋକ୍ତ, ସେ କିକ୍ରେଟ୍ ଦେଖି ଫେରୁଛି - ଦେଖି = ଦେଖ୍ + ଇ = 'ଇ' ଧାତୁ ବିଭକ୍ତି ଯୁକ୍ତ ହେତୁ ସଂପନ୍ନ ଅର୍ଥ ସୂଚକ
  • ଏଠାରେ 'ଦେଖି' କ୍ରିୟା ପଦଟି ଦ୍ୱାରା ବାକ୍ୟ ଶେଷ ହୋଇପାରୁ ନାହିଁ ଓ ଦେଖିବା କାର୍ଯ୍ୟ ଅସମାପ୍ତ ଭାବରେ ଘଟିଚାଲିବାର ବା ଚାଲୁଥିବାର ବୁଝାପଡୁଛି
  • ବାକ୍ୟ ସମାପ୍ତି 'ଦେଖି' କ୍ରିୟା ପଦଟି 'ଫେରୁଛି' ସମାପିକା କ୍ରିୟା ପଦର ଅପେକ୍ଷାରେ ରହୁଛି
  • ଅତଏବ, ଏଥିରୁ ସ୍ପଷ୍ଟ - ସେ କିକ୍ରେଟ୍ ଦେଖି ଫେରୁଛି - ରେଖାଙ୍କିତ ପଦଟି ସଂପନ୍ନ ସୂଚକ ଅସମାପିକା କ୍ରିୟା
Additional Information
  • ଉପରୋକ୍ତ ବର୍ଣ୍ଣିତ ନିୟମାନୁସାରେ, ଅନ୍ୟ ବିକଳ୍ପଗୁଡିକ ରେଖାଙ୍କିତ ପଦଟି ପାଇଁ ଉପଯୁକ୍ତ ଉତ୍ତର ନୁହେଁ।
View more questions
Information about Odisha Police SI (General English and Odia Language) Paper 1 Mock Test - 6 Page
In this test you can find the Exam questions for Odisha Police SI (General English and Odia Language) Paper 1 Mock Test - 6 solved & explained in the simplest way possible. Besides giving Questions and answers for Odisha Police SI (General English and Odia Language) Paper 1 Mock Test - 6, EduRev gives you an ample number of Online tests for practice

Top Courses for Odisha Police SI

Download as PDF

Top Courses for Odisha Police SI