Odisha Police SI Exam  >  Odisha Police SI Tests  >  Odisha Police SI (General English and Odia Language) Paper 1 Mock Test - 8 - Odisha Police SI MCQ

Odisha Police SI (General English and Odia Language) Paper 1 Mock Test - 8 - Odisha Police SI MCQ


Test Description

30 Questions MCQ Test - Odisha Police SI (General English and Odia Language) Paper 1 Mock Test - 8

Odisha Police SI (General English and Odia Language) Paper 1 Mock Test - 8 for Odisha Police SI 2024 is part of Odisha Police SI preparation. The Odisha Police SI (General English and Odia Language) Paper 1 Mock Test - 8 questions and answers have been prepared according to the Odisha Police SI exam syllabus.The Odisha Police SI (General English and Odia Language) Paper 1 Mock Test - 8 MCQs are made for Odisha Police SI 2024 Exam. Find important definitions, questions, notes, meanings, examples, exercises, MCQs and online tests for Odisha Police SI (General English and Odia Language) Paper 1 Mock Test - 8 below.
Solutions of Odisha Police SI (General English and Odia Language) Paper 1 Mock Test - 8 questions in English are available as part of our course for Odisha Police SI & Odisha Police SI (General English and Odia Language) Paper 1 Mock Test - 8 solutions in Hindi for Odisha Police SI course. Download more important topics, notes, lectures and mock test series for Odisha Police SI Exam by signing up for free. Attempt Odisha Police SI (General English and Odia Language) Paper 1 Mock Test - 8 | 100 questions in 90 minutes | Mock test for Odisha Police SI preparation | Free important questions MCQ to study for Odisha Police SI Exam | Download free PDF with solutions
Odisha Police SI (General English and Odia Language) Paper 1 Mock Test - 8 - Question 1

A sentence has been given with a blank to be filled with an appropriate word. Choose the correct alternative.

When are you ______ to write to your friend?

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 1

The correct answer is 'going'.

Key Points

  • The given sentence is an example of the present continuous tense.
  • Present continuous tense: It is used to talk about an action that is happening just now or for future plans or arrangements.

Structure:

  • Subject+ is/am/are+ -ing form of the verb or wh-word+ is/am/are + -ing form of verb?

Example:

  • I'm just leaving work. I'll be home in an hour.
  • When is she going home?
  • Thus, from above we can say that 'going' will be used in the blank.

Therefore, the correct answer is: 'When are you going to write to your friend?'

Odisha Police SI (General English and Odia Language) Paper 1 Mock Test - 8 - Question 2

Select the most appropriate option to fill in the blank.

The chairman apprised the members ______ the company’s current financial status.

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 2

The correct answer is 'of'.

Key Points

  • The given blank needs a preposition that would establish the relation between members and the company's financial status.
  • The phrase "apprised of" is used to indicate that someone has been informed or made aware of something. It means that information has been communicated to a person, ensuring they are knowledgeable about a particular matter.

Correct sentence - The chairman apprised the members of the company’s current financial status.

  • To is a preposition and is we can use it to indicate a goal or a direction of movement, as well as a place of arrival.
  • Off is usually used as an adverb or a preposition. In both cases, it indicates separation or disconnection.
  • With means ‘in the same place as someone or something’ or ‘accompanying’
1 Crore+ students have signed up on EduRev. Have you? Download the App
Odisha Police SI (General English and Odia Language) Paper 1 Mock Test - 8 - Question 3

​ଇଂରେଜୀ ଭାଷା ସପକ୍ଷବାଦୀମାନେ ନିଜର କ'ଣ କ୍ଷତି କରିଛନ୍ତି ?

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 3

2) ନିଜର ନିଜତ୍ୱ ହରାଇଛନ୍ତି ସଠିକ୍‍ ଉତ୍ତର

ଯଥାର୍ଥତା :

  • ଇଂରେଜୀ ଭାଷା ସପକ୍ଷରେ ଯେଉଁମାନେ ମତମ୍ରକାଶ କରନ୍ତି ସେମାନେ ନିଜର ନିଜତ୍ଵକୁ ବିସର୍ଜନ କରି ଦେଇଛନ୍ତି ବୋଲି କୁହାଯାଇପାରେ 
  • ସେମାନେ ଯେବେ ଗଭୀର ଭାବରେ ଚିନ୍ତାକରିବେ , ତେବେ ଦେଖିପାରିବେ ଯେ ଇଂରେଜୀ ଭାଷା ପ୍ରକୂତରେ ଆମର ଲାଭ ନକରି କ୍ଷତି ହିଁ କରିଅଛି
  • ଇଂରେଜ ଶାସନ ପ୍ରବର୍ତ୍ତନ ପରେ ଭାରତରେ ଯେତେବେଳେ ଇଂରେଜୀ ଭାଷା ଶିକ୍ଷା ଦିଆଗଲା,ସେତେବେଳେ ଭାରତର ଶିକ୍ଷାନୀତିକୁ ବହୁଅଂଶରେ ଇଂଲଣ୍ଡରେ ପ୍ରବତ୍ତିର୍ତ ଶିକ୍ଷାନୀତିର ଅନୁରୂପ କରାଯିବାକୁ ଚେଷ୍ଟା କରାଗଲା 
  • ତେଣୁ ଇଂରେଜୀ ଭାଷା ସପକ୍ଷବାଦୀମାନେ 2) ନିଜର ନିଜତ୍ୱ ହରାଇଛନ୍ତି

Additional Information

  • ସ୍କୁଲ ଓ କଲେଜରେ ଶିକ୍ଷାର ମାଧ୍ୟମ ହେଲା ଇଂରେଜୀ
  • ଆମ ଦେଶର ଛାତ୍ରମାନେ ସେମାନଙ୍କ ଜୀବନର ଅର୍ଦ୍ଧେକ ସମୟ ବିନିଯୋଗ କରି ଗୋଟିଏ ବିଦେଶୀ ଭାଷାକୁ ଶିକ୍ଷା କରିବାକୁ ଯେତେଚେଷ୍ଟା କଲେ ହେଁ ତାହାକୁ ଠିକ୍‌ ଭାବରେ ଶିକ୍ଷାକରି ପାରିଲେ ନାହିଁ ।
  • ପୁଣି ଏହାଫଳରେ ନିଜଗ ମାତୃଭାଷାକୁ ମଧ୍ୟ ଅବହେଳା କରି ତହିଁରେ ଜ୍ଞାନଲାଭ କରିପାରିଲେ ନାହିଁ
Odisha Police SI (General English and Odia Language) Paper 1 Mock Test - 8 - Question 4
ଚିତ୍ତବୁର୍ତ୍ତି ଅପେକ୍ଷା ଅନ୍ୟାୟ ଓ ଅପରାଧ ଅପରାଧୀର କେଉଁ ଅଵସ୍ଥା ଉପରେ ନିର୍ଭର କରେ ?
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 4

1) ପରପାର୍ଶ୍ଵିକ ଘଟଣା ସଠିକ୍‍ ଉତ୍ତର

ଯଥାର୍ଥତା :

  • ସାଧାରଣତଃ ଲୋକେ ଅପରାଧ ବିଷୟରେ ବିଚାରନ୍ତି ଯେ ଜଗତରେ ସଂଘଟିତ ସମସ୍ତ ଅପରାଧ ଓ ଅନ୍ୟାୟ ଅନ୍ୟମାନେ କରୁଛନ୍ତି ଓ ନିଜର କିଛି ଦୋଷ ନାହିଁ
  • ମନୁଷ୍ୟର ଏକ ଦୋଷ ହେଲା ସେ ଆତ୍ମଦୋଷ ଓ ଆତ୍ମଦୁର୍ବଳତା ବୁଝିପାରି ନାହିଁ  
  • ପର ଦୋଷ ଓ ପର ଦୁର୍ବଳତା ଦେଖିବାରେ ମନୁଷ୍ୟ ଅତ୍ୟନ୍ତ ତତ୍ପର
  • ଅପରାଧ ବିଚାର କଲାବେଳେ କରୁଣା ପ୍ରଦର୍ଶନ କଲେ ସେଥିରେ ମନୁଷ୍ୟର ଦେବତ୍ୱ ବିକଶିତ ହୁଏ ବୋଲି ସେକ୍ ସ୍‌ପିୟର ତାଙ୍କର ଏକ ନାଟକରେ ସୁନ୍ଦର ଭାବେ କହିଛନ୍ତି 
  • ଚିତ୍ତବୁର୍ତ୍ତି ଅପେକ୍ଷା ଅନ୍ୟାୟ ଓ ଅପରାଧ ଅପରାଧୀର 1) ପରପାର୍ଶ୍ଵିକ ଘଟଣା ଉପରେ ନିର୍ଭର କରେ

Additional Information

  • ଗ୍ରୀକ ଈଶପଙ୍କ ଗୋଟିଏ ଗଳ୍ପ ହେଲା- ପ୍ରତ୍ୟକ ମନୁଷ୍ୟ ନିଜ କାନ୍ଧରେ ଆଗପଛ କରି ଦୁଇଟି ଭାର ବହନ କରନ୍ତି |
  • ଆଗ ଭାରଟି ପରା ଦୋଷରେ ଓ ପଛ ଭାରଟି ଆତ୍ମଦୋଷର ଭର୍ତ୍ତି ହୋଇଥାଏ |
  • ପଛ ଭାରଟି ଚକ୍ଷୁ ର ଅନ୍ତରାଳରେ ରହିଥିବାରୁ ସେ ଆତ୍ମଦୋଷ ଦେଖିପାରେ ନାହିଁ ; କିନ୍ତୁ ଆଗ ଭାରଟି ସବୁବେଳେ ଆଖି ଆଗରେ ରହୁଥିବାରୁ ସେ କେବଳ ପର ଦୋଷ ଦେଖିବାକୁ ପାଏ |
Odisha Police SI (General English and Odia Language) Paper 1 Mock Test - 8 - Question 5

Fill in the blanks with suitable preposition:

Where do you belong _______?

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 5

The correct answer is 'to'.

Key Points

  • Preposition 'to' will be used in the given blank.
  • The word 'belong' always takes the preposition  'to' after it when it indicates possession or membership.
  • Preposition 'to' is used to show indicate a destination or direction.
  • For example:
    • I belong to Mumbai.
  • Similarly, in the given sentence we are talking about the destination, thus, preposition 'to' will be used.
  • Thus, option 3 will be the correct answer.

Hence, the correct sentence is: Where do you belong to?

Additional Information
Let's look at the uses and examples of other given options:

  • From: it is used to show where someone or something starts.
  • For example:
    • Has the train from New Haven arrived?
  • At: it is used with specific times of the day.
  • For example:
    • The meetings begins at three o' clock.
  • With: it is used to show the way in which somebody does something.
  • For example:
    • He behaved with great dignity.

Confusion Points

  • Preposition 'with' can be used after the verb 'belong'.
  • 'Belong with' shows similarity, things should be grouped or connected together.
  • For example:
    • That wine and this cheese belong with each other.
Odisha Police SI (General English and Odia Language) Paper 1 Mock Test - 8 - Question 6
Mitu works not only careless but also hasty.
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 6
ସଠିକ ଉତ୍ତର ହେଉଛି ''ମିତୁ କେବଳ ଅସାବଧାନତା ନୁହେଁ ବରଂ ଶୀଘ୍ର ମଧ୍ୟ କାମ କରନ୍ତି।'' 
Key Points 
  
  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    
ଯଥାର୍ଥତା:
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''Mitu works not only careless but also hasty.'' - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''not only careless but also hasty'' ର ଅର୍ଥ ଓଡ଼ିଆରେ ବୁଝିଲେ 'କେବଳ ଅସାବଧାନତା ନୁହେଁ ବରଂ ଶୀଘ୍ର ମଧ୍ୟ'କୁ ସୂଚାଏ। 
  • ଏଠାରେ 'careless' ର ଅର୍ଥ ଓଡ଼ିଆରେ ବୁଝିଲେ 'ଅସାବଧାନତା'କୁ ସୂଚାଏ ଓ 'hasty' ଅର୍ଥ ଓଡ଼ିଆରେ ଶୀଘ୍ର। 
  • ଅତଏବ 'Mitu works not only careless but also hasty.' ର ଓଡ଼ିଆ ଅନୁବାଦ ''ମୁଁ ଯଥାଶୀଘ୍ର ପଞ୍ଜୀକୃତ ହୋଇ କାର୍ଯ୍ୟ ଆରମ୍ଭ କରିବି।'' କହିବା ଯଥାର୍ଥ।    ​     
Additional Information 
  • ଅନ୍ୟ ବିକଳ୍ପଗୁଡିକ ''Mitu works not only careless but also hasty.'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି। 
Odisha Police SI (General English and Odia Language) Paper 1 Mock Test - 8 - Question 7
କେଉଁଟି ପଦ୍ମର ପ୍ରତିଶବ୍ଦ ନୁହେଁ ?
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 7

3) କିଶଳୟ ସଠିକ୍‍ ଉତ୍ତର

ଯଥାର୍ଥତା :

  • ଧାତୁରୁ ଶବ୍ଦ ଗଢ଼ା ହୁଏ
  • ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କୁହାଯାଏ
  • ଗୋଟିଏ ଶବ୍ଦରୁ ମଧ୍ୟ ଅନ୍ୟ ଶବ୍ଦ ଗଢ଼ା ହୋଇଥାଏ
  • ଶବ୍ଦ ତିନି ପ୍ରକାର–ରୂଢ଼, ଯୌଗିକ ଓ ଯୋଗରୂଢ଼
  • ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ
  • ଏ ପ୍ରକାର ଶବ୍ଦମାନଙ୍କୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ
  • ପଦ୍ମର ପ୍ରତିଶବ୍ଦ ନଳିନୀ,ଅରବିନ୍ଦ,ଶତପତ୍ର,ପଙ୍କଜ,ପଙ୍କେରୁହ
  • କିଶଳୟର ଅର୍ଥ କଅଁଳ ଗଜା , ବୃକ୍ଷର ନୂଆ କୋମଳ ପତ୍ର
  • ତେଣୁ 3) କିଶଳୟ ପଦ୍ମର ପ୍ରତିଶବ୍ଦ ନୁହେଁ  

Additional Information

  • ଶବ୍ଦକୁ ଧାରା ରେ 4 ଭାଗରେ ବିଭକ୍ତ କରାଯାଇଛି
  • ତତ୍‍ସମ , ତଦ୍‍ଭବ , ଦେଶଜ , ବୈଦେଶିକ
  • ଗଠନ ଦୃଷ୍ଟିରୁ ଏହାକୁ 2 ଭାଗରେ ବିଭକ୍ତ କରାଯାଇଛି
  • ମୌଳିକ ଓ ବ୍ୟୁତ୍ପନ୍ନ
Odisha Police SI (General English and Odia Language) Paper 1 Mock Test - 8 - Question 8

Direction: Select the most appropriate ANTONYM to replace the underlined word in the following sentence.

He was a liberal who believed that men were inherently superior to women in every aspect of life.

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 8

The correct answer is "conservative."
 Key Points

  • The word "liberal" means accepting different opinions or kinds of behaviour; tolerant. (भिन्‍न मतों और व्‍यवहारों के प्रति उदार; सहिष्‍णु)
    • Example: He has a liberal parent.
  • Antonym of "liberal" is "conservative."
  • The sentence suggests that the person believed in male superiority, which is not a liberal view.
  • The word "conservative" means not liking change; traditional. (परिवर्तन का विरोधी; पारंपरिक, रूढ़िवादी)
    • ExampleEven a conservative estimate would put the damage at about Rs 40,000 to repair.
  • The correct answer is Option 1.
    Additional Information
  • Option 2 (tolerant) is not an appropriate antonym as it suggests acceptance and openness, which contradicts the belief in male superiority. (सहिष्‍णु, सहनशील (अरुचिकर या अस्‍वीकार्य वस्‍तु के प्रति))
  • Option 3 (republican) is not relevant to the sentence as it refers to a political party and does not provide an antonym for "liberal." (गणतंत्र समर्थक व्‍यक्ति (जो सरकार और उसके नेता के निर्वाचित होने का समर्थन करे))
  • Option 4 (philanthropist) is not an appropriate antonym as it refers to a person who donates money for charitable purposes and has no relation to the sentence. (दान आदि के द्वारा ज़रूरतमंदों की सहायता करने वाला व्‍यक्ति; परोपकारी व्‍यक्ति, लोकोपकारक)
Odisha Police SI (General English and Odia Language) Paper 1 Mock Test - 8 - Question 9
'ଘୋଡ଼ା ମୁହାଁ' - ଏହା କେଉଁ ସମାସ ନିଷ୍ପନ୍ନ ପଦ ?
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 9

ସଠିକ ଉତ୍ତର ହେଉଛି- ବହୁବ୍ରୀହି ସମାସ

Key Points

  • ସମସ୍ୟମାନ ପଦମାନଙ୍କ ମଧ୍ୟରେ ଥିବା ସମ୍ବନ୍ଧକୁ ବ୍ୟକ୍ତ କରିବା ପାଇଁ ଯେଉଁ ବିସ୍ତୃତ ଉକ୍ତି ବା ବାକ୍ୟ ବା ବାକ୍ୟାଂଶ ବ୍ୟବହୃତ ହୁଏ, ତାହାକୁ ସମାସ ବାକ୍ୟ ବା ବ୍ୟାସ ବାକ୍ୟ ବା ବିଗ୍ରହ ବାକ୍ୟ କୁହାଯାଏ ।
  • ଯଥା- ତୀକ୍ଷ୍ଣ ବୁଦ୍ଧି ଯାହାର,  କମଳ ପରି ଲୋଚନ, ପିତାଙ୍କ ଭକ୍ତ
  • ପରସ୍ପର ସମ୍ବନ୍ଧ ଥିବା ଏକାଧିକ ପଦକୁ ଏକପଦ କରିବାର ନାମ ହେଉଛି ସମାସ
  • ସମ୍ବନ୍ଧଯୁକ୍ତ ଦୁଇ ବା ତତୋଧିକ ପର ମିଳନରେ ଯେଉଁ ଏକ ପଦ ଗଠିତ ଦୁଏ, ତାହାକୁ ସମସ୍ତ ପଦ ବା ସମାସପଦ କୁହାଯାଏ ।
  • ଯଥା- ତୀକ୍ଷ୍ଣବୁଦ୍ଧି, କମଳଲୋଚନ, ପିତୃଭକ୍ତ ।
  • ସମସ୍ତ ପଦ ମଧ୍ୟରୁ ପ୍ରଥମଟି  ପୂର୍ବପଦ ଓ ଦ୍ବିତୀୟ ପଦଟି ପରପଦ ବା ଉତ୍ତର ପଦ । ଯଥା- ବୀଣାପାଣି । ବୀଣା ପୂର୍ବପଦ ଓ ପାଣି ପରପଦ ବା ଉତ୍ତର ପଦ ।

ଯଥାର୍ଥତା:

  • ଉପରୋକ୍ତ ଶବ୍ଦ ଘୋଡାମୁହାଁ ଶବ୍ଦଟି ଘୋଡାର ମୁହଁ ପରି ମୁହଁ ଯାହାର ତାକୁ କୁହାଯାଏ ।
  • ଯେଉଁ ବହୁବ୍ରୀହି ସମାସରେ ପୂର୍ବପଦ ଉପମାନ ସହ ପରପଦ ଉପମେୟର ସମାସ ହୁଏ, ସମସ୍ତ ପଦରେ ଉପମାନର ଅଂଶବିଶେଷ ଲୋପପାଏ ଏବଂ ସମସ୍ତ ପଦ ଅନ୍ୟାର୍ଥକୁ ବୁଝାଏ, ତାହାକୁ ଉପମିତ ବହୁବ୍ରୀହି ବା ମଧ୍ୟପଦଲୋପୀ ବହୁବ୍ରୀହି କୁହନ୍ତି ।
  • ଏଠାରେ ଘୋଡାର ମୁହଁ ଉପମାନ, ମୁହଁ ଉପମେୟ । ସମସ୍ତ ପଦରେ ମୁହଁପରି ଉପମାନର ଏକ ଅଂଶ ଲୋପ ପାଇଛି ।
  • ଅବଶିଷ୍ଟ ଉପମାନ ଘୋଡା ସହିତ ପରବର୍ତ୍ତୀ ମୁହଁ ଉପମେୟର ସମାସ ହୋଇଛି ।

Additional Information

  • ସଂକ୍ଷେପରେ ଭାବ ପ୍ରକାଶ କରିବା ସମାସର ଉଦ୍ଦେଶ୍ୟ ।
  • ସମାସ ଦ୍ବାରା ରଚନା ସରସ ଓ ଶ୍ରୁତିପ୍ରିୟ ହୁଏ । ଲେଖା ଓଜୋଗୁଣଦୀପ୍ତ ହୁଏ ।
  • ବିଭକ୍ତିଯୁକ୍ତ ପଦର ବ୍ୟବହାର ହ୍ରାସ ପାଏ । ପୁନଶ୍ଚ ସମାସ ପ୍ରକ୍ରିୟା ଦ୍ବାରା ବ୍ୟବହୃତ ପଦର ଅର୍ଥବୋଧଗମ୍ୟତା ଆସେ । 
Odisha Police SI (General English and Odia Language) Paper 1 Mock Test - 8 - Question 10
Anything that happens to us is within the knowledge of God. ସଠିକ ​ଅନୁବାଦ ଚିହ୍ନାଅ ?
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 10

3) ​​ଆମର ଯାହା ଘଟେ ତାହା ଇଶ୍ଵରଙ୍କ ଜ୍ଞାତସାରରେ ହିଁ ଘଟୁଥାଏ ସଠିକ ଉତ୍ତର 

ଯଥାର୍ଥତା :

  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଥାଏ
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ୱ ପ୍ରକାଶିତ ହୋଇଥାଏ
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାshaa
  • ଅନୁ=ପୁନର୍ବାର+ବଦ ଧାତୁ=କହିବା+ଭାବ. ଅ; କଥିତ ଭାଷାର ପୁନଃ କଥନ)
  • ଭାଷାନ୍ତରୀକରଣ; ଏକ ଭାଷାରେ ଲିଖିତ ବା କଥିତ ବିଷୟକୁ ଅନ୍ୟ ଭାଷାରେ ପ୍ରକାଶ କରିବା
  • ସବୁ ଛାତ୍ର ଛାତ୍ରୀ ମାନେ ବିଶ୍ୱସ୍ତରରେ ନିଜର ଭାବନା ଓ ଦକ୍ଷତା ପ୍ରକାଶ କରିବାକୁ ଇଂରାଜୀ ଶିଖିବା ନିହାତି ଆବଶ୍ୟକ
  • Anything that happens to us is within the knowledge of God
  • Anything = ଯାହା , happens to us = ଆମର ଘଟେ , God = ଇଶ୍ଵର , is within the knowledge = ଜ୍ଞାତସାରରେ ହିଁ
  • ତେଣୁ ଅନୁବାଦ ​3) ​​ଆମର ଯାହା ଘଟେ ତାହା ଇଶ୍ଵରଙ୍କ ଜ୍ଞାତସାରରେ ହିଁ ଘଟୁଥାଏ

Additional Information

  • ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ୱ ସୁରକ୍ଷିତ ରହେ
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ଦିଆଯାଏ
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ପ୍ରତିପଦର ଅର୍ଥକୁ ଗୁରୁତ୍ୱ ଦିଆଯାଏ
Odisha Police SI (General English and Odia Language) Paper 1 Mock Test - 8 - Question 11

Select the most appropriate ANTONYM of the given word.

Modest

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 11

The correct answer is 'Conceited'.

Key Points

  • The most appropriate antonym of the given word 'Modest' is 'Conceited'.
  • Modest: not talking too much about your own abilities, good qualities, etc. [विनम्र, विनीत (अपनी क्षमताओं आदि का बखान न करने वाला)]
    • Example: She got the best results in the exam but she was too modest to tell anyone.
  • Conceited: excessively proud of oneself; vain. (अहंकारी, घमंडी)
    • Example: He’s so conceited—he thinks he’s the best at everything!
       

Correct Answer: Conceited.

Additional Information

  • Let's look at the meaning of other words:
    • Unhappy: sad. (दुखी, खिन्‍न या उदास, दुखभरा, दुर्भाग्यपूर्ण)
    • Sullen: looking bad-tempered and not wanting to speak to people. [चिड़चिड़ा और उदासी भरा (लोगों से बोलने का अनिच्‍छुक); खिन्‍न]
    • Glum: sad and quiet. (उदास और चुपचाप)
Odisha Police SI (General English and Odia Language) Paper 1 Mock Test - 8 - Question 12

Direction: The following question, consists of an incomplete sentence or a sentence which is split into four parts. All four parts are jumbled up and are named as P, Q, R and S. These four parts are not given in their proper order. Arrange the jumbled parts of the sentence and find out which of the four combinations from the given options will correctly complete the sentence.

to find he felt the absence of (P) / her warmth and liveliness (Q) / her beautiful eyes no longer sparkled, (R) / and he was surprised (S) / 

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 12

The correct answer is 'RSPQ.'

Key Points

  • While arranging the parts of the sentence given in options, we have to find some grammatical or contextual connections between them, so let’s find out.
  • The sentence should start with the subject R"Her beautiful eye."
  • R must be followed by S as it is providing an indirect object to the sentence with the help of the phrase "he was surprised."
  • S must be followed by P as it is talking about "feeling of absence."
  • Q must be the last part as it is providing a conclusion to the sentence by talking about "her warmth and liveliness."
  • ​​Correct sentence: Her beautiful eyes no longer sparkled, and he was surprised to find he felt the absence of her warmth and liveliness.

Additional Information       

  •  Before rearranging parts of the sentence, it is very important to read them carefully.
  • It is very important to analyse the use of a determiner and conjunction in such cases.
  • This confusion can be eradicated by practising more and more questions of Sentence Jumbles.

Hinglish      

  •  विकल्पों में दिए गए वाक्य के भागों को व्यवस्थित करते समय हमें उनके बीच कुछ व्याकरणिक या प्रासंगिक संबंध खोजने होंगे, तो आइए जानें।
  • वाक्य की शुरुआत subject R से होनी चाहिए, "Her beautiful eye"
  • R के बाद S होना चाहिए क्योंकि यह phrase "he was surprised" की मदद से वाक्य को एक अप्रत्यक्ष वस्तु प्रदान कर रहा है।
  • S के बाद P होना चाहिए क्योंकि यह "feeling of absence" के बारे में बात कर रहा है।
  • Q अंतिम भाग होना चाहिए क्योंकि यह "her warmth and liveliness" के बारे में बात करके वाक्य को निष्कर्ष प्रदान कर रहा है।
Odisha Police SI (General English and Odia Language) Paper 1 Mock Test - 8 - Question 13

ନିମ୍ନ ପ୍ରଦତ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଶୁଦ୍ଧ ବାକ୍ୟଟିକୁ ଚିହ୍ନାଅ :

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 13

ସଠିକ ଉତ୍ତର ହେଉଛି "ଶିକ୍ଷକ ସଂକ୍ଷେପରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଲେ"। 
 Key Points

  • କହିବା ଓ ଲେଖିବା ମଧ୍ୟରେ ବ୍ୟବଧାନ ବହୁତ ବେଶି।
  • ଆମ ଭାଷାରେ ବ୍ୟବହୃତ ଅନେକ ଶବ୍ଦର ଠିକ୍ ରୂପ ଆମେ ଜାଣୁନାହିଁ। ଠିକ୍ ରୂପ ନ ଲେଖିଲେ ଭାଷା ଅଶୁଦ୍ଧ ହେବ।
  • ଶବ୍ଦଗୁଡ଼ିକର ବ୍ୟବହାର ବେଳେ କେତେକ ସାଧାରଣ ଅଶୁଦ୍ଧି ପରିଲକ୍ଷିତ ହୋଇଥାଏ। 
  • ଏହି ଅଶୁଦ୍ଧି ଅନେକ ପ୍ରକାରର । ଯଥା : ବଚନଗତ, ଲିଙ୍ଗଗତ, ବିଶେଷ୍ୟ ଓ ବିଶେଷଣଗତ, ସନ୍ଧିଗତ, ସମାସଗତ, କୃଦନ୍ତ, ତଦ୍ଧିତ ବିଧିଗତ ଓ ବନାନଗତ ଅଶୁଦ୍ଧି ଦେଖାଯାଏ। 
  • ସେହି ଅଶୁଦ୍ଧ ଶବ୍ଦଗୁଡ଼ିକର ଶୁଦ୍ଧ ରୂପ ଜାଣିଲେ ଭାଷା ସରସ ଓ ସୁନ୍ଦର ହୋଇଥାଏ। 

ଯଥାର୍ଥତା:

  • ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ 'ଶିକ୍ଷକ ସଂକ୍ଷେପରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଲେ' ବ୍ୟତୀତ ଅନ୍ୟ ସମସ୍ତ ବାକ୍ୟରେ ଅଶୁଦ୍ଧତା ଘଟିଛି। 
  • ଶିକ୍ଷକ ସଂକ୍ଷେପରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଲେ - ଏଠି ବ୍ୟବହୃତ ପଦଗୁଡିକ ଉଚିତ ବ୍ୟବହାର୍ଯ୍ୟ ନିୟମାନୁଯାୟୀ ବଚନଗତ, ବ୍ୟାକରଣଗତ ତଥା ବନାନଗତ ଶୁଦ୍ଧ।
  • ରଥଯାତ୍ରା ଦେଖିବାକୁ ବହୁତ ଯାତ୍ରୀମାନେ ​ପୁରୀ ଆସିଥିଲେ - ରେଖାଙ୍କିତ ପଦରେ ବଚନଗତ ଅଶୁଦ୍ଧତା ଘଟିଛି।
  • ସେ ସପରିବାର ସହିତ ବିବାହ ଉତ୍ସବରେ ଯୋଗ ଦେଇଥିଲେ - ରେଖାଙ୍କିତ ପଦରେ ସମାସଗତ ଅଶୁଦ୍ଧତା ଘଟିଛି।
  • ମୂଷା ଗଣେଷଙ୍କ ବାହାନ ଅଟେ - ରେଖାଙ୍କିତ ପଦରେ ବନାନଗତ ଅଶୁଦ୍ଧତା ଘଟିଛି।

 Additional Information

  • ଅନ୍ୟ ବିକଳ୍ପଗୁଡିକର ଶୁଦ୍ଧ ରୂପ:
  • ରଥଯାତ୍ରା ଦେଖିବାକୁ ବହୁତ ଯାତ୍ରୀ ​ପୁରୀ ଆସିଥିଲେ / ରଥଯାତ୍ରା ଦେଖିବାକୁ ଯାତ୍ରୀମାନେ ​ପୁରୀ ଆସିଥିଲେ।
  • ସେ ସପରିବାର ବିବାହ ଉତ୍ସବରେ ଯୋଗ ଦେଇଥିଲେ / ସେ ପରିବାର ସହିତ ବିବାହ ଉତ୍ସବରେ ଯୋଗ ଦେଇଥିଲେ।
  • ମୂଷା ଗଣେଶଙ୍କ ବାହନ ଅଟେ।
Odisha Police SI (General English and Odia Language) Paper 1 Mock Test - 8 - Question 14

Select the most appropriate option to improve the underlined segment in the given sentence. If there is no need to improve it, select ‘No improvement required’.

If I was your mother, I would refuse your proposal.

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 14

The correct answer is 'If I were.'

Key Points

  • The phrase 'If I was' is incorrect in this context.
  • We are thinking about a particular condition in the future and the result of this condition.
  • But there is not a real possibility that this condition will happen.
  • You use the phrase “if I were…” when you are using the subjunctive mood.
  • The subjunctive is used to talk about hypothetical situations or things that are contrary to fact.

ExampleIf I won the lottery, I would buy a car.

  • Therefore, the use of 'If I wasshould be replaced by 'If I were' to make it grammatically correct.
  • Correct sentenceIf I were your mother, I would refuse your proposal.

Additional Information 

  • You should use the phrase “if I was…” when referring to something that actually happened.

ExampleIf I was late for curfew when I was a teenager, my parents grounded me.
Hinglish 

  • इस सन्दर्भ में phrase 'If I was' गलत है।
  • हम भविष्य में एक विशेष स्थिति और इस स्थिति के परिणाम के बारे में सोच रहे हैं।
  • लेकिन ऐसी स्थिति होने की कोई वास्तविक संभावना नहीं है।
  • जब आप वशीभूत मनोदशा का उपयोग कर रहे हों तो आप “if I were…” वाक्यांश का उपयोग करते हैं।
  • Subjunctive का उपयोग काल्पनिक स्थितियों या तथ्य के विपरीत चीजों के बारे में बात करने के लिए किया जाता है।
  • ExampleIf I won the lottery, I would buy a car.
  • इसलिए वाक्य में 'If I was' के प्रयोग को 'If I were' से बदल देना चाहिए ताकि वह व्याकरण की दृष्टि से सही हो।​
Odisha Police SI (General English and Odia Language) Paper 1 Mock Test - 8 - Question 15

Fill in the blank with the most appropriate word:

Climbing a mountain is an ______ task.

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 15

The correct answer is arduous.

Key PointsLet's look at the meaning of the given word:

  • Arduous: involving or requiring strenuous effort; difficult and tiring(ज़ोरदार प्रयास की आवश्यकता; कठिन और थका देने वाला)
    • Example: In those days, a trip to the West was an arduous journey.

The word arduous best fits the given sentence as it conveys the meaning- Climbing a mountain is a difficult task.

Correct sentence: Climbing a mountain is an arduous task.

Additional Information
Let's look at the remaining options:

  • Adverse: having a negative or harmful effect on something(किसी चीज पर नकारात्मक या हानिकारक प्रभाव पड़ना)
    • Example: The match has been cancelled because of adverse weather conditions.
  • Alluring: the quality of being attractive, interesting, or exciting(आकर्षक, रोचक, या रोमांचक होने का गुण)
    • Example: There’s something alluring about motorcycles.
  • Appalling: making someone have strong feelings of shock or of disapproval(किसी को सदमा या अस्वीकृति की तीव्र भावनाएँ देना)
    • Example: I was appalled by the condition of our facilities, especially the dirty locker room.
Odisha Police SI (General English and Odia Language) Paper 1 Mock Test - 8 - Question 16
While she was walking I was running.
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 16
ସଠିକ ଉତ୍ତର ହେଉଛି ''ସେ ଚାଲୁଥିବା ସମୟରେ ମୁଁ ଦୌଡୁଥିଲି।'' 
Key Points 
  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    
ଯଥାର୍ଥତା:
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''While she was walking I was running.'' - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''I was running'' ର ଅର୍ଥ ଓଡ଼ିଆରେ ବୁଝିଲେ 'ମୁଁ ଦୌଡୁଥିଲି'କୁ ସୂଚାଏ। 
  • ଏଠାରେ 'While she was walking' ର ଅର୍ଥ ଓଡ଼ିଆରେ ବୁଝିଲେ 'ସେ ଚାଲୁଥିବା ସମୟରେ'କୁ ସୂଚାଏ। 
  • walk ଅର୍ଥ ଚାଲିବା କ୍ରିୟାକୁ ବୁଝାଉଥିଲାବେଳେ run ଅର୍ଥ ଦୌଡିବା କ୍ରିୟା। 
  • ଅତଏବ ଉଚିତ ସମ୍ମିଶ୍ରଣ ହେତୁ 'While she was walking I was running.' ର ଓଡ଼ିଆ ଅନୁବାଦ ''ସେ ଚାଲୁଥିବା ସମୟରେ ମୁଁ ଦୌଡୁଥିଲି।'' କହିବା ଯଥାର୍ଥ।    ​     
Additional Information 
  • ଅନ୍ୟ ବିକଳ୍ପଗୁଡିକ ''While she was walking I was running.'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି।
Odisha Police SI (General English and Odia Language) Paper 1 Mock Test - 8 - Question 17

ନିମ୍ନରୁ କେଉଁଟି ସମଶ୍ରେଣୀୟ ନୁହେଁ ?

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 17

Key Points

  • ଆମେ ବ୍ୟବହାର କରୁଥିବା ଅବିକଳ ସଂସ୍କୃତ ଶବ୍ଦ ଗୁଡିକୁ ତତ୍-ସମ ଶବ୍ଦ କୁହାଯାଏ। ଯଥା: ଅନୁଭବ, ଅଭିନୟ, ରୋଗ, ସେବା, ଫଳ, ପୃଥିବୀ, ଅଗ୍ନି, କାଷ୍ଠ, ଅଷ୍ଟ, ଘୃତ, ଭାଦ୍ର,  ପିତା, ମାତା, ଭ୍ରାତା, ଭଗିନୀ, ଜାମାତା, ସ୍ବାମୀ, ପୁତ୍ର, ପୌତ୍ର ଇତ୍ୟାଦି।
  • ସଂସ୍କୃତ କିମ୍ବା ତତ୍-ସମ ଶବ୍ଦରୁ ସୃଷ୍ଟ ଶବ୍ଦକୁ ତଦ୍ଭବ ଶବ୍ଦ କୁହାଯାଏ।
  • ଯଥା: ଅଗ୍ନିରୁ ଅଗି , ଅଷ୍ଟରୁ ଆଠ, କାଷ୍ଠରୁ କାଠ, ଘୃତରୁ ଘିଅ, ଭାଦ୍ରରୁ ‘ଭୋଦୁଅ’, ନଦୀରୁ ‘ନଇ’ , ବପ୍ତାରୁ ‘ବାପା’ ଇତ୍ୟାଦି।
  • ଦିଆଯାଇଥିବା ପ୍ରଶ୍ନର ତିନୋଟି ଶବ୍ଦ ଭ୍ରାତା, ସ୍ବାମୀ ଏବଂ ପୁତ୍ର ତତ୍ସମ ଶବ୍ଦର ଉଦାହରଣ। କିନ୍ତୁ ବାପା ଶବ୍ଦଟି ଏକ ତଦ୍ଭବ ଶବ୍ଦର ଉଦାହାରଣ। ତେଣୁ ତାହା ସମଶ୍ରେଣୀୟ ନୁହେଁ। ତେଣୁ ସଠିକ୍ ଉତ୍ତର ବାପା (Option 3) ହେବ।  

Important Points

  • ଅନ୍ୟ କିଛି ତଦ୍ଭବ ଶବ୍ଦର ଉଦାହରଣ: ଉଦ୍ଗୀତା ରୁ ‘ଓତା’, ଅଲକ୍ତକରୁ ‘ଅଳତା’, ଜାମାତାରୁ ‘ଜୋଇଁ’ ଇତ୍ୟାଦି।  
Odisha Police SI (General English and Odia Language) Paper 1 Mock Test - 8 - Question 18
ରୋଗୀ- ବିପରୀତାର୍ଥବୋଧକ ଶବ୍ଦଟି କ'ଣ ?
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 18

3) ନୀରୋଗ ସଠିକ୍‍ ଉତ୍ତର

ଯଥାର୍ଥତା :

  • ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କୁହାଯାଏ
  • କୌଣସି ଶବ୍ଦର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦକୁ ବିପରୀତାର୍ଥକ ଶବ୍ଦ କୁହାଯାଏ 
  • ରୋଗୀର ଅର୍ଥ ଯେ ସବୁବେଳେ ରୋଗରେ ପଡେ 
  • ସୁସ୍ଥର ଅର୍ଥ ଉତ୍ତମ ସ୍ୱାସ୍ଥ୍ୟ,ସ୍ଵାସ୍ଥ୍ୟବାନ୍ ର ଅର୍ଥ ଯାହାର ସ୍ୱାସ୍ଥ୍ୟ ଭଲ
  • ତେଣୁ ରୋଗୀ- ବିପରୀତାର୍ଥବୋଧକ ଶବ୍ଦଟି 3) ନୀରୋଗ

Additional Information

  • ଶବ୍ଦକୁ ଧାରା ରେ 4 ଭାଗରେ ବିଭକ୍ତ କରାଯାଇଛି
  • ତତ୍‍ସମ , ତଦ୍‍ଭବ , ଦେଶଜ , ବୈଦେଶିକ
  • ଗଠନ ଦୃଷ୍ଟିରୁ ଏହାକୁ 2 ଭାଗରେ ବିଭକ୍ତ କରାଯାଇଛି
  • ମୌଳିକ ଓ ବ୍ୟୁତ୍ପନ୍ନ
Odisha Police SI (General English and Odia Language) Paper 1 Mock Test - 8 - Question 19

Direction: Choose the appropriate tense for the given sentence:

Hari ______ tea in the evening.

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 19

The correct answer is "drinks."
Key Points 

  •   The habitual present is a verb in the present tense used to indicate an action that occurs regularly or repeatedly.
  • It's also known as the present habitual.
  • "Drinking tea in the evening" is a regular activity.
  • The subject "Hari" is singular, so we need a singular verb "drinks" with it.
  • So, we need a verb in the present tense i.e. "drinks" for the blank.
  • So, the correct answer is Option 3.
    ​​Correct sentenceHari drinks tea in the evening.
Odisha Police SI (General English and Odia Language) Paper 1 Mock Test - 8 - Question 20

Direction: Select the most appropriate ANTONYM of the underlined word.

His deliberate activities brought him fame.

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 20

The correct answer is "Dishonour."
Key Points 

  • "Fame" means being known or talked about by many people because of what you have achieved. (यश, प्रसिद्धि)
    • ExamplePop stars achieve fame at a young age.
  • The antonym of "fame" is "dishonour."
  • "Dishonour" means the state of no longer being respected, especially because you have done something bad. (कुछ ग़लत कर जाने के कारण सम्मानीय न रह जाने की स्थिति, बेइज़्ज़ती, अपयश)
    • ExampleHer illegal trading has brought dishonour on the company.
  • The correct answer is Option 1.
    Additional Information
  • Option 2, Respect means to admire or hold in high esteem. (व्‍यक्ति या वस्‍तु के प्रति आदर-भावना)
  • Option 3, Sorrow means sadness or grief. (गहरी खिन्‍नता, दुख, उदासी (अप्रिय घटना के कारण))
  • Option 4, Strength means power or ability. (शारीरिक बल, शक्ति, ताक़त; किसी में शारीरिक बल या शक्ति की मात्रा)
Odisha Police SI (General English and Odia Language) Paper 1 Mock Test - 8 - Question 21
You are wasting my time.
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 21

1) ତୁମେ ମୋର ସମୟ ନଷ୍ଟ କରୁଛ ସଠିକ୍‍ ଉତ୍ତର

ଯଥାର୍ଥତା :

  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଥାଏ
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ୱ ପ୍ରକାଶିତ ହୋଇଥାଏ
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷ
  • ଅନୁ=ପୁନର୍ବାର+ବଦ ଧାତୁ=କହିବା+ଭାବ. ଅ; କଥିତ ଭାଷାର ପୁନଃ କଥନ)
  • ଭାଷାନ୍ତରୀକରଣ; ଏକ ଭାଷାରେ ଲିଖିତ ବା କଥିତ ବିଷୟକୁ ଅନ୍ୟ ଭାଷାରେ ପ୍ରକାଶ କରିବା
  • ସବୁ ଛାତ୍ର ଛାତ୍ରୀ ମାନେ ବିଶ୍ୱସ୍ତରରେ ନିଜର ଭାବନା ଓ ଦକ୍ଷତା ପ୍ରକାଶ କରିବାକୁ ଇଂରାଜୀ ଶିଖିବା ନିହାତି ଆବଶ୍ୟକ
  • You are wasting my time.
  • You ର ଅର୍ଥ ତୁମେ ,my = ମୁଁ  / ମୋର  , time = ସମୟ 
  • wasting = waste =  ନଷ୍ଟ କରିବା 
  • are wasting present perfect tense ତେଣୁ ଏହାର ଅର୍ଥ ନଷ୍ଟ କରୁଛ
  • ତେଣୁ ଅନୁବାଦ 1) ତୁମେ ମୋର ସମୟ ନଷ୍ଟ କରୁଛ

Additional Information 

  • ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ୱ ସୁରକ୍ଷିତ ରହେ
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ଦିଆଯାଏ
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ପ୍ରତିପଦର ଅର୍ଥକୁ ଗୁରୁତ୍ୱ ଦିଆଯାଏ
Odisha Police SI (General English and Odia Language) Paper 1 Mock Test - 8 - Question 22

Direction: A word in capital letters is followed by four words. Choose the word that is most nearly opposite in meaning to the word given in capital letters.

MANSION

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 22

As we know that ,
Mansion is a very big house, while hovel is a small, dingy house, castle is a large fortified residence.
Hence , hovel is an opposite word of Mansion . 

Odisha Police SI (General English and Odia Language) Paper 1 Mock Test - 8 - Question 23

Directions: In the following question, a sentence is given with a blank. You have to fill the blank with one of the words given as options in order to make the sentence contextually and grammatically correct.

Dozens of Brazilian women are trapped in digital travel scams, after paying for luxury holidays from a man whose Instagram account sparkles with _______________ hotels and exotic locations.

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 23

Let us first learn the meanings of the given words:

Lavishness (noun): the quality of being very expensive or impressive.

Opulent (adjective): very costly and luxurious.

Destitute (adjective): without any money.

Artful (adjective): clever or skillful, especially in a crafty or cunning way.

Economical (adjective): operating with little waste or at a saving.

The idea is to state those hotels which are very costly and full of luxury. As per the context, ‘artful’ is a clear elimination. Grammatically, we need only an adjective to qualify noun ‘hotels’, thus ‘lavishness’ is incorrect. Now, between ‘destitute’, ‘economical’ and ‘opulent’, ‘opulent’ is the best contextual fit.

Hence, option B is correct.

Odisha Police SI (General English and Odia Language) Paper 1 Mock Test - 8 - Question 24
ଯେଉଁ ଶବ୍ଦରୁ କୌଣସି ବର୍ଣ୍ଣ କାଟି ଦେଲେ ତାର ଅଙ୍ଗ ହାନି ଓ ଅର୍ଥ ହାନି ଘଟେ ତାକୁ କ'ଣ କହନ୍ତି ?
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 24

1) ମୌଳିକ ଶବ୍ଦ ସଠିକ୍‍ ଉତ୍ତର 

ଯଥାର୍ଥତା :

ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ଏହାକୁ ଶବ୍ଦ କୁହାଯାଏ

ବିକଳ୍ପ ଗୁଡିକର ଅର୍ଥ-

  1. ମୌଳିକ ଶବ୍ଦ - ଯେଉଁ ଶବ୍ଦରୁ କୌଣସି ଉପାୟରେ ଗୋଟିଏ ହେଲେବି ବର୍ଣ୍ଣ କାଟି ହୁଏ ନାହିଁ , କୌଣସି ବର୍ଣ୍ଣ କାଟି ଦେଲେ ତାର ଅଙ୍ଗ ହାନି ଓ ଅର୍ଥ ହାନି ଘଟେ ତାହାକୁ ମୌଳିକ ଶବ୍ଦ କୁହନ୍ତି
  2. ଯୌଗିକ ଶବ୍ଦ - ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧିକ ସରଳ ଶବ୍ଦର ସମାହାରରେ ଯୌଗିକ ଶବ୍ଦ ଗଠିତ ହୁଏ
  3. ବ୍ୟୁତ୍ପନ ଶବ୍ଦ - ମୂଳଶବ୍ଦର ପୂର୍ବରୁ ବା ପରେ ଆଉ ଏକ ରୂପ ସଂଯୋଗ କରି ଯେଉଁ ନୂତନ ଶବ୍ଦ ଗଠିତ ହୁଏ ତାହାକୁ ବ୍ୟୁତ୍ପନ ଶବ୍ଦ କୁହାଯାଏ
  4. ବ୍ୟୁତ୍ପାଦିତ ଶବ୍ଦ - ବ୍ୟୁତ୍ପନ ଶବ୍ଦରୁ ଉତ୍ପାଦିତ ଶବ୍ଦକୁ ବ୍ୟୁତ୍ପାଦିତ ଶବ୍ଦ କୁହାଯାଏ

ବିକଳ୍ପ ଗୁଡିକରୁ ଆମେ ଜାଣିପାରୁ , ଯେଉଁ ଶବ୍ଦରୁ କୌଣସି ବର୍ଣ୍ଣ କାଟି ଦେଲେ ତାର ଅଙ୍ଗ ହାନି ଓ ଅର୍ଥ ହାନି ଘଟେ ତାକୁ  1) ମୌଳିକ ଶବ୍ଦ କୁହାଯାଏ

Additional Information

  •  ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ଏହାକୁ ଶବ୍ଦ କୁହାଯାଏ
  •  ଶବ୍ଦର ଗଠନଗତ ଦୃଷ୍ଟିରୁ ଏହାକୁ 2 ଭାଗରେ ବିଭକ୍ତ କରାଯାଇଛି - ମୌଳିକ , ବ୍ୟୁତ୍ପନ୍ନ
Odisha Police SI (General English and Odia Language) Paper 1 Mock Test - 8 - Question 25
'ବାପା ବଜାରକୁ ଯାଇ ମାଛ ଆଣିଲେ' - ଗଠନ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ ?
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 25

1) ସରଳ ବାକ୍ୟ ସଠିକ୍‍ ଉତ୍ତର

ଯଥାର୍ଥତା : 

ଅନ୍ୟ ବିକଳ୍ପ ଗୁଡିକର ଅର୍ଥ-

  1. ସରଳ ବାକ୍ୟ - ଗୋଟିଏ ମାତ୍ର ସମାପିକା କ୍ରିୟା ବାକ୍ୟରେ ଥିଲେ ଏହା ସରଳ ବାକ୍ୟ କୁହାଯାଏ
  2. ମିଶ୍ର ବାକ୍ୟ - ଯେ କୌଣସି ବାକ୍ୟର ସମନ୍ୱିତ ରୂପକୁ ମିଶ୍ର ବାକ୍ୟ କୁହାଯାଏ
  3. ଜଟିଳ ବାକ୍ୟ - ଦୁଇ ବା ତତୋଧିକ ଖଣ୍ଡବାକ୍ୟର ସମନ୍ୱୟରେ ଜଟିଳ ବାକ୍ୟ ଗଠିତ ହୁଏ
  4. ଯୌଗିକ ବାକ୍ୟ - ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧିକ ସରଳ ବାକ୍ୟର ସମାହାରରେ ଯୌଗିକ ବାକ୍ୟ ଗଠିତ ହୁଏ

ବାପା ବଜାରକୁ ଯାଇ ମାଛ ଆଣିଲେ - ଏ ବାକ୍ୟରେ ବାପା- କର୍ତ୍ତା ଓ ଆଣିଲେ ଏକ ମାତ୍ର ସମାପିକା କ୍ରିୟା ତେଣୁ ଏହା ଏକ 1) ସରଳ ବାକ୍ୟ

Additional Information

  •  ବାକ୍ୟର ଗଠନାତ୍ମକ ରୂପରୁ ବାକ୍ୟକୁ 4 ଭାଗରେ ବିଭକ୍ତ କରାଯାଇଛି - ସରଳ , ମିଶ୍ର , ଜଟିଳ , ଯୌଗିକ
  • ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଖଣ୍ଡବାକ୍ୟ କୁହାଯାଏ
Odisha Police SI (General English and Odia Language) Paper 1 Mock Test - 8 - Question 26

ନିମ୍ନଲିଖିତ ମଧ୍ୟରୁ କେଉଁଟି ପୁଂଲିଙ୍ଗ ନୁହେଁ ।

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 26

3) ସାହାଜାଦୀ ସଠିକ୍‍ ଉତ୍ତର

ଯଥାର୍ଥତା :

​ଯେଉଁ ପଦ ପୁରୁଷକୁ ବୁଝାଏ ତାହା ପୁଂଲିଙ୍ଗ ଓ ଯେଉଁ ପଦ ସ୍ତ୍ରୀକୁ ବୁଝାଏ ତାହା ସ୍ତ୍ରୀଲିଙ୍ଗ ପଦ କୁହାଯାଏ

ଆ , ଇଆ , ଅକ , ଇକା , ଈ , ଆନୀ , ଆଣୀ , ଉଣୀ , ଉଲୀ ପ୍ରତୟ ଲଗାଯାଇ ପୁଂଲିଙ୍ଗକୁ ସ୍ତ୍ରୀଲିଙ୍ଗ ପଦରେ ପରିଣତ କରାଯାଏ

ବିକଳ୍ପ ଗୁଡିକୁ ଦେଖିଲେ ଜାଣିପାରିବା 

  1. ମୃତଦାର = ଯାହାର ଅର୍ଥ ମୃତ ବ୍ୟକ୍ତି , ମୃତକ ଯାହା ଏକ ପୁଂଲିଙ୍ଗ ଶବ୍ଦ ଏହାର ସ୍ତ୍ରୀଲିଙ୍ଗ = ମୃତଦାରିଣୀ
  2. ବଳୀବର୍ଦ୍ଦ = ଯାହାର ଅର୍ଥ ବଳଦ , ଷଣ୍ଡ ଯାହା ଏକ ପୁଂଲିଙ୍ଗ ଶବ୍ଦ ଏହାର ସ୍ତ୍ରୀଲିଙ୍ଗ = ବଳୀବର୍ଦ୍ଦିନୀ
  3. ସାହାଜାଦୀ = ଯାହାର ଅର୍ଥ ରାଜକୁମାରୀ ଯାହା ଏକ ସ୍ତ୍ରୀଲିଙ୍ଗ ଶବ୍ଦ ଯାହାର ପୁଂଲିଙ୍ଗ = ସାହାଜାଦା
  4. ଚଷା = ଯାହାର ଅର୍ଥ କୃଷକ ( ଯେ ଚାଷ କରେ )  , ଓଡିଶାର କୃଷକ ଜାତି

ବିକଳ୍ପ ଗୁଡିକୁ ଦେଖି ଜାଣିହଉଛି 3) ସାହାଜାଦୀ ସଠିକ୍‍ ଉତ୍ତର ଯାହାକି ପୁଂଲିଙ୍ଗ ନୁହେଁ 

Additional Information

  •  ମୃତଦାରର ସନ୍ଧି ବିଛ୍ହେଦ ( ମୃତ + ଦାରଣ କରିବା   ଅ )
  • ବଳୀବର୍ଦ୍ଦର ସନ୍ଧି ବିଛ୍ହେଦ ( ବଳୀ = ଶକ୍ତି + ବୃଧ୍‍ ଧାତୁ + ତୁଳ ଇଂ  ଅ )
  • ଚଷାର ସନ୍ଧି ବିଛ୍ହେଦ ( କୃଷ୍‍ ଧାତୁ + ଅ )
Odisha Police SI (General English and Odia Language) Paper 1 Mock Test - 8 - Question 27
Please let me know when she arrives.
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 27
ସଠିକ ଉତ୍ତର ହେଉଛି ଦୟାକରି ସେ କେତେବେଳେ ଆସିବେ ମୋତେ ଜଣାନ୍ତୁ
Key Points 
  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି। 
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    
ଯଥାର୍ଥତା:
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା 'Please let me know when she arrives.​' - ବାକ୍ୟଟିରେ ଇଂରାଜୀ ଶବ୍ଦ ''arrive'' ର ଅର୍ଥ ଓଡ଼ିଆରେ ବୁଝିଲେ 'ଆସିବା କ୍ରିୟା'କୁ ସୂଚାଏ। 
  • 'Please let me know'  English Grammar ଅନୁଯାୟୀ 'Simple Present Tense' ଅନ୍ତର୍ଗତ ହେତୁ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ 'ଦୟାକରି ମୋତେ ଜଣାନ୍ତୁ' ଉଦ୍ଦିଷ୍ଟ ହେବ। 
  • ଅତଏବ 'Please let me know when she arrives.' ର ଓଡ଼ିଆ ଅନୁବାଦ ''ଦୟାକରି ସେ କେତେବେଳେ ଆସିବେ ମୋତେ ଜଣାନ୍ତୁ।'' କହିବା ଯଥାର୍ଥ।    ​     
Additional Information 
  • ଅନ୍ୟ ବିକଳ୍ପଗୁଡିକ ''Please let me know when she arrives.'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି। 
Odisha Police SI (General English and Odia Language) Paper 1 Mock Test - 8 - Question 28
Nobody will go out in the darkness.
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 28
ସଠିକ ଉତ୍ତର ହେଉଛି ''ଅନ୍ଧକାରରେ କେହି ବାହାରକୁ ଯିବେ ନାହିଁ।''
Key Points  
  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    
ଯଥାର୍ଥତା:
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''Nobody will go out in the darkness.'' - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''Nobody'' ର ଅର୍ଥ ଓଡ଼ିଆରେ ବୁଝିଲେ 'କେହି ନୁହଁ'କୁ ସୂଚାଏ। 
  • 'darkness' ର ଅର୍ଥ ଓଡ଼ିଆରେ ବୁଝିଲେ 'ଅନ୍ଧକାର'କୁ ସୂଚାଏ। 
  • 'Nobody will go out'  English Grammar ଅନୁଯାୟୀ 'Simple Future Tense' ଅନ୍ତର୍ଗତ ହେତୁ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ 'କେହି ବାହାରକୁ ଯିବେ ନାହିଁ' ଉଦ୍ଦିଷ୍ଟ ହେବ। 
  • ଅତଏବ 'Nobody will go out in the darkness.' ର ଓଡ଼ିଆ ଅନୁବାଦ ''ଅନ୍ଧକାରରେ କେହି ବାହାରକୁ ଯିବେ ନାହିଁ।'' କହିବା ଯଥାର୍ଥ।    ​     
Additional Information 
  • ଅନ୍ୟ ବିକଳ୍ପଗୁଡିକ ''Nobody will go out in the darkness.'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି। 
Odisha Police SI (General English and Odia Language) Paper 1 Mock Test - 8 - Question 29
ସୂର୍ଯ୍ୟଙ୍କର ପ୍ରତିଶବ୍ଦ କେଉଁଟି ?
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 29
ସଠିକ ଉତ୍ତର ହେଉଛି "ଉପରୋକ୍ତ ସମସ୍ତ"
Key Points 
  • ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ।
  • ଏ ପ୍ରକାର ଶବ୍ଦମାନଙ୍କୁ 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ' କୁହାଯାଏ।
ଯଥାର୍ଥତା:
  • ଆମ ଭାଷାରେ ଏହି 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ'ଗୁଡ଼ିକ ଦୈନଦିନ ଭାବରେ ପ୍ରଚଳିତ ଓ ବ୍ୟବହୃତ।
  • ଓଡ଼ିଆ ଶବ୍ଦକୋଷ ଅନୁଯାୟୀ 'ସୂର୍ଯ୍ୟ' କହିଲେ 'ଆମ ସୌରଜଗତର ସବୁଠାରୁ ବଡ଼ ଓ ଜ୍ୱଳନ୍ତ ପିଣ୍ଡ ଯାହାଠାରୁ ସବୁ ଗ୍ରହକୁ ଉତ୍ତାପ ଓ ଆଲୋକ ମିଳେ' ଓ ହିନ୍ଦୁ ପୁରାଣ ଅନୁଯାୟୀ 'ଜଣେ ବୈଦିକ ଦେବତା'
  • ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ ପ୍ରତ୍ୟେକଟି 'ଆଦିତ୍ୟ, ଦିବାକର ଓ ପ୍ରଭାକର' 'ସୂର୍ଯ୍ୟ' ଶବ୍ଦଟିର ଅଭିଧାନିକ ଅର୍ଥକୁ ସୂଚାରୁରୂପେ ପ୍ରତିପାଦନ କରୁଥିବା ହେତୁ ସମକକ୍ଷ ବା ପର୍ଯ୍ୟାୟବାଚୀ।  
  • ବିଭିନ୍ନ ପୌରାଣିକ ଗ୍ରନ୍ଥ, ଶାସ୍ତ୍ର ଓ ବିଜ୍ଞାନରେ ଏହି ଶବ୍ଦଗୁଡ଼ିକର ପ୍ରଚଳନ 'ସୂର୍ଯ୍ୟ'ର ପ୍ରତିଶବ୍ଦ ରୂପେ ଦେଖିବାକୁ ମିଳିଛି।  
Additional Information
  • 'ସୂର୍ଯ୍ୟ'ର ଅନ୍ୟ ପ୍ରତିଶବ୍ଦଗୁଡ଼ିକ ହେଲା- ରବି, ତପନ, ଭାସ୍କର, ଦିନକର, ଦିନନାଥ, ଦିନମଣି, ମିହିର, ସବିତା, ସହସ୍ରାଂଶୁ, ଅଂଶୁମାଳୀ, ମାର୍ତ୍ତଣ୍ଡ, ଭାନୁ, ବିକର୍ତ୍ତନ, ବିବସ୍ୱାନ ଇତ୍ୟାଦି।
Odisha Police SI (General English and Odia Language) Paper 1 Mock Test - 8 - Question 30

Choose the correct meaning of the given proverb/idiom.

To catch a tartar

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 30

Answer: B. To catch a dangerous person

Explanation:
- The idiom "to catch a tartar" means to catch or confront a dangerous or formidable person.
- The phrase is often used when someone is dealing with an individual who is more challenging or difficult than they initially anticipated.
- The idiom conveys the idea that the person has gotten involved with someone who might be a potential threat or cause trouble for them.
- It is derived from the historical Tartar people, who were known for their fierce fighting skills and military prowess.

View more questions
Information about Odisha Police SI (General English and Odia Language) Paper 1 Mock Test - 8 Page
In this test you can find the Exam questions for Odisha Police SI (General English and Odia Language) Paper 1 Mock Test - 8 solved & explained in the simplest way possible. Besides giving Questions and answers for Odisha Police SI (General English and Odia Language) Paper 1 Mock Test - 8, EduRev gives you an ample number of Online tests for practice

Top Courses for Odisha Police SI

Download as PDF

Top Courses for Odisha Police SI