Odisha Police SI Exam  >  Odisha Police SI Tests  >  Odisha Police SI (General English and Odia Language) Paper 1 Mock Test - 5 - Odisha Police SI MCQ

Odisha Police SI (General English and Odia Language) Paper 1 Mock Test - 5 - Odisha Police SI MCQ


Test Description

30 Questions MCQ Test - Odisha Police SI (General English and Odia Language) Paper 1 Mock Test - 5

Odisha Police SI (General English and Odia Language) Paper 1 Mock Test - 5 for Odisha Police SI 2025 is part of Odisha Police SI preparation. The Odisha Police SI (General English and Odia Language) Paper 1 Mock Test - 5 questions and answers have been prepared according to the Odisha Police SI exam syllabus.The Odisha Police SI (General English and Odia Language) Paper 1 Mock Test - 5 MCQs are made for Odisha Police SI 2025 Exam. Find important definitions, questions, notes, meanings, examples, exercises, MCQs and online tests for Odisha Police SI (General English and Odia Language) Paper 1 Mock Test - 5 below.
Solutions of Odisha Police SI (General English and Odia Language) Paper 1 Mock Test - 5 questions in English are available as part of our course for Odisha Police SI & Odisha Police SI (General English and Odia Language) Paper 1 Mock Test - 5 solutions in Hindi for Odisha Police SI course. Download more important topics, notes, lectures and mock test series for Odisha Police SI Exam by signing up for free. Attempt Odisha Police SI (General English and Odia Language) Paper 1 Mock Test - 5 | 100 questions in 90 minutes | Mock test for Odisha Police SI preparation | Free important questions MCQ to study for Odisha Police SI Exam | Download free PDF with solutions
Odisha Police SI (General English and Odia Language) Paper 1 Mock Test - 5 - Question 1

ଆମ ଦେଶର ଛାତ୍ରମାନେ ମାତୃଭାଷାକୁ କାହିଁକି ଅବହେଳା କଲେ ?

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 1

3) ସ୍କୁଲ କଲେଜ ରେ ଇଂରେଜୀ ଭାଷାର ପ୍ରଚଳନ ହେତୁ ସଠିକ୍‍ ଉତ୍ତର

ଯଥାର୍ଥତା :

  • ଇଂରେଜ ଶାସନ ପ୍ରବର୍ତ୍ତନ ପରେ ଭାରତରେ ଯେତେବେଳେ ଇଂରେଜୀ ଭାଷା ଶିକ୍ଷା ଦିଆଗଲା,ସେତେବେଳେ ଭାରତର ଶିକ୍ଷାନୀତିକୁ ବହୁଅଂଶରେ ଇଂଲଣ୍ଡରେ ପ୍ରବତ୍ତିର୍ତ ଶିକ୍ଷାନୀତିର ଅନୁରୂପ କରାଯିବାକୁ ଚେଷ୍ଟା କରାଗଲା 
  • ସେତେବେଳେ ସ୍କୁଲ ଓ କଲେଜରେ ଶିକ୍ଷାର ମାଧ୍ୟମ ହେଲା ଇଂରେଜୀ
  • ଆମ ଦେଶର ଛାତ୍ରମାନେ ସେମାନଙ୍କ ଜୀବନର ଅର୍ଦ୍ଧେକ ସମୟ ବିନିଯୋଗ କରି ଗୋଟିଏ ବିଦେଶୀ ଭାଷାକୁ ଶିକ୍ଷା କରିବାକୁ ଯେତେଚେଷ୍ଟା କଲେ ହେଁ ତାହାକୁ ଠିକ୍‌ ଭାବରେ ଶିକ୍ଷାକରି ପାରିଲେ ନାହିଁ 
  • ପୁଣି ଏହାଫଳରେ ନିଜର ମାତୃଭାଷାକୁ ମଧ୍ୟ ଅବହେଳା କରି ତହିଁରେ ଜ୍ଞାନଲାଭ କରିପାରିଲେ ନାହିଁ
  • 3) ସ୍କୁଲ କଲେଜ ରେ ଇଂରେଜୀ ଭାଷାର ପ୍ରଚଳନ ହେତୁ ଆମ ଦେଶର ଛାତ୍ରମାନେ ମାତୃଭାଷାକୁ ଅବହେଳା କଲେ 

Additional Information

  • ଆମଦେଶର ଶିକ୍ଷିତ ଯୁବଳ ଏହିପରି ଏକ ତ୍ରିଶଙ୍କୁ ଅବସ୍ଥାରେ ବାରମ୍ବାର ପଡ଼ିଆସିଛି ।
  • ଇଂରେଜୀ ଭାଷା ବା ତା'ର ମାତୃଭାଷା କୌଣସିଟିରେ ତା'ର ଯଥାର୍ଥ ଜ୍ଞାନ ନଥିଲା ବା ନାହିଁ ।
  • ଯେଉଁମାନେ ଇଂରେଜୀ ଭାଷାରେ ପାଣ୍ଡିତ୍ୟ ଲାଭ୍‌ କରିଥିବାର ଛଳନା କରନ୍ତି ସେମାନଙ୍କୁ ଥରେ ଆମ ଦେଶର ଜଣେ ଭାଷାବିତ୍‌ ଆକ୍ଷେପ କରି କହିଥିଲେ ଯେ ସେମାନଙ୍କ ଆଗରେ ଗୋଟିଏ ଛତା ଖୋଲିଦେଇ ଛତାର ବିଭିନ୍ନ ଅଂଶକୁ ବର୍ଣ୍ଣନା କରିବାକୁ ସେମାନଙ୍କୁ କୁହାଗଲେ ସେମାନଙ୍କର ଇଂରେଜୀ ଜ୍ଞାନ ଅତି ସହଜରେ ଧରାପଡ଼ିଯିବ
Odisha Police SI (General English and Odia Language) Paper 1 Mock Test - 5 - Question 2

''ଅନ୍ତରଙ୍ଗ'' ଶବ୍ଦଟିର କେଉଁ ସନ୍ଧି ବିଚ୍ଛେଦଟି ଠିକ୍ ?

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 2

ସଠିକ ଉତ୍ତର ହେଉଛି "ଅନ୍ତଃ + ଅଙ୍ଗ"।
Key Points 

  • ପରସ୍ପର ସନ୍ନିହିତ ପୂର୍ବପଦର ଶେଷବର୍ଣ୍ଣ ଓ ପରପଦର ପ୍ରଥମବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ।
  • ସନ୍ଧି ତିନିପ୍ରକାର : ୧. ସ୍ଵର ସନ୍ଧି, ୨. ବ୍ୟଞ୍ଜନ ସନ୍ଧି, ୩. ବିସର୍ଗ ସନ୍ଧି
  • ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ସ୍ୱରବର୍ଣ୍ଣ ସହିତ ପରପଦର ପ୍ରଥମ ସ୍ୱରବର୍ଣ୍ଣର ମିଳନକୁ ସ୍ୱରସନ୍ଧି କୁହାଯାଏ।
  • ଯେପରିକି ମହା + ଉତ୍ସବ = ମହୋତ୍ସବ (ଆ + ଉ = ଓ => ‘ଓ’କାର)
  • ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ବ୍ୟଞ୍ଜନ ବର୍ଣ୍ଣ ସହିତ ପରପଦର ପ୍ରଥମ ବ୍ୟଞ୍ଜନ ବର୍ଣ୍ଣ ବା ସ୍ୱର ବର୍ଣ୍ଣର ମିଳନକୁ ବ୍ୟଞ୍ଜନ ସନ୍ଧି କୁହାଯାଏ।
  • ଯେପରିକି ଦିକ୍ + ଅନ୍ତ = ଦିଗମ୍ୱର (କ୍ + ଅ) = ଗ

ଯଥାର୍ଥତା:

  • ପୂର୍ବପଦର ଶେଷରେ ଥିବା ବିସର୍ଗ (8) ସହିତ ପରପଦର ପ୍ରଥମରେ ଥିବା ସ୍ବରବର୍ଣ୍ଣ ବା ବ୍ୟଞ୍ଜନ ବର୍ଣ୍ଣର ମିଳନ ହେଲେ ବିସର୍ଗ ସନ୍ଧି ହୁଏ।
  • ଯଥା: ନିରୀକ୍ଷଣ = ନିଃ + ଈକ୍ଷଣ ( ନିଃ = ନିର୍ + ଈକ୍ଷଣ ) = ( ର୍ + ଈ ) = ରୀ।
  • ଏଥିରେ ଆମେ ଦେଖିଲେ ଯେ ‘ନିରୀକ୍ଷଣ’ରେ ପୂର୍ବପଦର ଶେଷରେ ଥିବା ‘8’ ସହିତ ପରପଦର ଆଦ୍ୟ ବର୍ଣ୍ଣ ‘ଈ’ ବା ସ୍ଵରବର୍ଣ୍ଣର ମିଳନ ହେଲା। 
  • ଠିକ ସେହିପରି 'ଅନ୍ତରଙ୍ଗ' ଶବ୍ଦର ସନ୍ଧି ବିଚ୍ଛେଦ କଲେ 'ଅନ୍ତଃ + ଅଙ୍ଗ' ହିଁ ଉଦ୍ଦିଷ୍ଟ ହେବ।  
  • କାରଣ ବିସର୍ଗ ସନ୍ଧି ନିୟମାନୁଯାୟୀ, ଅନ୍ତଃ + ଅଙ୍ଗ = ଅନ୍ତର୍ + ଅଙ୍ଗ = ର୍ + ଅ = ର = ଅନ୍ତରଙ୍ଗ।   
  • ଏଠାରେ ‘ର’ ରୂପୀ '8' ବିସର୍ଗ ବ୍ୟବହୃତ ହେଉଛି ଓ ଏହା ସହିତ ପରପଦର ଆଦ୍ୟ ବର୍ଣ୍ଣ ‘ଅ’ର ମିଳନ ହୋଇ ସନ୍ଧିପଦ 'ଅନ୍ତରଙ୍ଗ' ଗଠିତ ହେଉଛି।  

Additional Information 

  • ଅନ୍ୟ ବିକଳ୍ପଗୁଡିକ ଉପରୋକ୍ତ ବର୍ଣ୍ଣିତ ନିୟମ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଦତ୍ତ ପ୍ରଶ୍ନଟି ପାଇଁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି।
Odisha Police SI (General English and Odia Language) Paper 1 Mock Test - 5 - Question 3

ଦରିଦ୍ରମାନଙ୍କ ______ ଦୟା କରିବା ଉଚିତ - ଶୂନ୍ୟସ୍ଥାନ ପାଇଁ ସଠିକ ଉତ୍ତରଟି ବାଛ।

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 3

ସଠିକ ଉତ୍ତର ହେଉଛି ''ପ୍ରତି''। 
 Key Points

  • ଯେକୌଣସି ପ୍ରକାରର ଅନୁଭୂତି, ଧାରଣା, ଘଟଣା, ବିଚାର, ପ୍ରସଙ୍ଗ, ସମସ୍ୟା ଓ କାର୍ଯ୍ୟକୁ କେନ୍ଦ୍ରକରି ଆମ ମନରେ ନାନା ପ୍ରକାରର 'ଭାବ' ଜାତ ହୁଏ । 
  • ଗୋଟିଏ ପଛକୁ ଗୋଟିଏ, ତା ପଛକୁ ଆଉ ଗୋଟିଏ - ଏହିପରି : ପଛକୁ ପଛ : ଆମ ମନରେ 'ଭାବ' ଲାଗି ରହିଥାଏ ।
  • ବକ୍ତା ରୂପେ ଆପେ ମନର ଭାବକୁ ଅନ୍ୟଜଣଙ୍କ ନିକଟରେ ପ୍ରକାଶ କରିଥାଉ। 
  • ଅନ୍ୟଜଣେ ଆମ କଥାକୁ ଶ୍ରୋତା ଭାବରେ ଶୁଣିଥା’ନ୍ତି ଓ ବୁଝିଥା'ନ୍ତି।

ଯଥାର୍ଥତା:

  • ଏଠି ଦତ୍ତ ଦରିଦ୍ରମାନଙ୍କ ______ ଦୟା କରିବା ଉଚିତ - ବାକ୍ୟଟିର ଶୂନ୍ୟସ୍ଥାନ ପାଇଁ ''ପ୍ରତି'' ହିଁ ଉଦ୍ଦିଷ୍ଟ ହେବ। 
  • କାରଣ ଏହା ଦ୍ୱାରା ବାକ୍ୟଟିର ଉଦ୍ଦିଷ୍ଟ ଅର୍ଥ ସୂଚିତ ହେଉଛି। 
  • ଉଚିତ ବ୍ୟବହାର୍ଯ୍ୟ ନିୟମ ଅନୁସାରେ କାହାକୁ ଦୟା/ଘୃଣା/ପ୍ରେମ/ଆସକ୍ତିଭାବ ଦେଖେଇଲେ ସେହି ବ୍ୟକ୍ତି ସହ ''ପ୍ରତି'' ସଂଯୋଗ ହୋଇଥାଏ।  
  • ଯେପରିକି ତାଙ୍କ ପ୍ରତି ମୋର ଆଉ ଆସକ୍ତି ନାହିଁ; ତାର ରୀତା ପ୍ରତି ଘୃଣା ଭାବ ଆସିଯାଇଛି।  ​  
  • ଅତଏବ ''ପ୍ରତି'' ଯଥାର୍ଥ ଉତ୍ତର; ଯଥା: ଦରିଦ୍ରମାନଙ୍କ ପ୍ରତି ଦୟା କରିବା ଉଚିତ।  

Additional Information 

  • ଅନ୍ୟ ବିକଳ୍ପଗୁଡିକ ଉଚିତ ବ୍ୟବହାର୍ଯ୍ୟ ନିୟମାନୁସାରେ ପ୍ରଶ୍ନରେ ଦତ୍ତ ବାକ୍ୟଟି ନିମିତ୍ତ ଉଦ୍ଦିଷ୍ଟ ମେଳପ୍ରଦାୟକ ନୁହଁନ୍ତି।   
Odisha Police SI (General English and Odia Language) Paper 1 Mock Test - 5 - Question 4
If the ozone layer collapses, the global community will suffer.
Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 4
ସଠିକ ଉତ୍ତର ହେଉଛି ''ଯଦି ଓଜୋନ ସ୍ତର କ୍ଷତିଗ୍ରସ୍ତ ହୁଏ, ତେବେ ବିଶ୍ୱ ସମୁଦାୟ କଷ୍ଟ ପାଇବେ'' 
Key Points 
  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    
ଯଥାର୍ଥତା:
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''If the ozone layer collapses, the global community will suffer.'' - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''If the ozone layer collapses'' ର ଅର୍ଥ ଓଡ଼ିଆରେ ବୁଝିଲେ 'ଯଦି ଓଜୋନ ସ୍ତର କ୍ଷତିଗ୍ରସ୍ତ ହୁଏ'କୁ ସୂଚାଏ। 
  • ଏଠାରେ 'the global community will suffer' ର ଅର୍ଥ ଓଡ଼ିଆରେ ବୁଝିଲେ 'ତେବେ ବିଶ୍ୱ ସମୁଦାୟ କଷ୍ଟ ପାଇବେ'କୁ ସୂଚାଏ। 
  • collapse ଅର୍ଥ କ୍ଷତିଗ୍ରସ୍ତ ଡ଼ି​ବା କ୍ରିୟାକୁ ବୁଝାଉଥିଲାବେଳେ suffer ଅର୍ଥ କ୍ଷତିଗ୍ରସ୍ତ​ ହେବା କ୍ରିୟା। 
  • ଅତଏବ ଉଚିତ ସମ୍ମିଶ୍ରଣ ହେତୁ 'If the ozone layer collapses, the global community will suffer.' ର ଓଡ଼ିଆ ଅନୁବାଦ ''ଯଦି ଓଜୋନ ସ୍ତର କ୍ଷତିଗ୍ରସ୍ତ ହୁଏ, ତେବେ ବିଶ୍ୱ ସମୁଦାୟ କଷ୍ଟ ପାଇବେ।'' କହିବା ଯଥାର୍ଥ।    ​     
Additional Information 
  • ଅନ୍ୟ ବିକଳ୍ପଗୁଡିକ ''If the ozone layer collapses, the global community will suffer.'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି।
Odisha Police SI (General English and Odia Language) Paper 1 Mock Test - 5 - Question 5

ଭାଇ ଭାଇ ମଧ୍ୟରେ ଅହିନକୁଳ  ସମ୍ପର୍କ ସୃଷ୍ଟି ହେବା ଉଚିତ ନୁହେଁ - - 

ରଖାଙ୍କିତ  ଖଣ୍ତବାକ୍ୟଟି କେଉଁ ଅର୍ଥକୁ ପ୍ରକାଶ କରେ ?

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 5

4) ଘୋର ଶତ୍ରୁତା ସଠିକ୍‍ ଉତ୍ତର

ଯଥାର୍ଥତା :

  • ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କୁହାଯାଏ
  • କୌଣସି ଶବ୍ଦ ନିଜ ଅର୍ଥ ଛାଡି , ଅନ୍ୟ ଶବ୍ଦ ସହ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ ରୂଢି କୁହାଯାଏ
  • ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଖଣ୍ଡ ବାକ୍ୟ କୁହାଯାଏ 
  • ଭାଇ ଭାଇ ମଧ୍ୟରେ ଅହିନକୁଳ  ସମ୍ପର୍କ ସୃଷ୍ଟି ହେବା ଉଚିତ ନୁହେଁ - ଏଠାରେ ରେଖାଙ୍କିତ ଅଂଶ ର ଅର୍ଥ ଶତ୍ରୁତା
  • ତେଣୁ ରଖାଙ୍କିତ ଖଣ୍ତବାକ୍ୟଟି 4) ଘୋର ଶତ୍ରୁତା ଅର୍ଥକୁ ପ୍ରକାଶ କରେ

Additional Information

  • ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ କରି ଭିନ୍ନ ଅର୍ଥ ପ୍ରକାଶ କରେ , ତାହା ରୂଢ ଶବ୍ଦ 
  • ରୂଢି 3 ପ୍ରକାରର ବ୍ୟବହୃତ ହୁଏ
  • କ୍ରିୟାହୀନ , କ୍ରିୟାଯୁକ୍ତ , ତୁଳନାତ୍ମକ
  • ଅହିନକୂଳ ଏକ କ୍ରିୟାହୀନ ରୂଢି
Odisha Police SI (General English and Odia Language) Paper 1 Mock Test - 5 - Question 6

Read the following group of sentences. The first and the last sentences are numbered 1 and 6, the rest are numbered P, Q, R, and S. Arrange these four sentences in proper order to form a meaningful paragraph/sentence.

1. The man

P. and no one passing him in the street

Q. was singularly inconspicuous

R. who was called Alfred Nobel

S. would have given him

6. another look

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 6

The correct arrangement is 4) RQPS.

Key Points

  • The man
  • R. who was called Alfred Nobel
  • Q. was singularly inconspicuous
  • P. and no one passing him in the street
  • S. would have given him
  • Sentence R: "The man who was called Alfred Nobel" introduces us to the central character of the paragraph, emphasizing his identity as Alfred Nobel.
  • Sentence Q: "was singularly inconspicuous" provides an important characteristic of the man, highlighting the fact that he was not noticeable or remarkable in any way.
  • Sentence P: "and no one passing him in the street" adds to the previous sentence by emphasizing that even people passing him on the street did not pay much attention to him.
  • Sentence S: "would have given him" suggests that despite his unremarkable appearance, if people had known who he was, they would have treated him differently or shown him more attention or respect.
  • By arranging the sentences in the order RQPS, the paragraph creates a cohesive flow. It starts by introducing Alfred Nobel, then describes his inconspicuous nature, followed by the observation that people passing him on the street did not pay him much attention. Finally, it suggests that people would have treated him differently if they had known his true identity.
Odisha Police SI (General English and Odia Language) Paper 1 Mock Test - 5 - Question 7
'କଟୁ+ଉକ୍ତି'ର ସନ୍ଧି ରୂପଟି କ'ଣ ହେବ ?
Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 7

ସଠିକ୍ ଉତ୍ତର ହେଉଛି- କଟୂକ୍ତି

Key Points

  • ସନ୍ଧିଦ୍ବାରା ଦୁଇବର୍ଣ୍ଣର ମିଳନ ଘଟେ ଏବଂ ଦୁଇପଦ ଏକପଦରେ ପରିଣତ ହୁଅନ୍ତି । ଏକପଦରେ ହେଉଥିବା ପଦକୁ ସନ୍ଧି କୁହାଯାଏ । ଯଥା- ବିଦ୍ୟାଭିମାନ, ହିତୋପଦେଶ ଇତ୍ୟାଦି ।
  • ପୂର୍ବପଦର ଶେଷବର୍ଣ୍ଣ ସହ ପରପଦର ଆଦ୍ୟ ବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ ।
  • ସନ୍ଧିଦ୍ବାରା ଦୁଇବର୍ଣ୍ଣର ମିଳନ ଘଟି ଦୁଇପଦ ଏକପଦରେ ପରିଣତ ହୋଇଥାଆନ୍ତି ।

ଯଥାର୍ଥତା:

  • କଟୁ+ଉକ୍ତିର ମିଳନରେ କଟୂକ୍ତି ଶବ୍ଦ ସୃଷ୍ଟି ହୋଇଥାଏ । ଏହା ଏକ ସ୍ବରସନ୍ଧି ଅନ୍ତର୍ଭୁକ୍ତ ।
  • ପରସ୍ପର ସନ୍ନହିତ ଦୁଇଟି ସ୍ବରବର୍ଣ୍ଣର ମିଳନକୁ ସ୍ବରବର୍ଣ୍ଣ କୁହାଯାଏ । ଯଥା- ଏକ + ଅଧିକ=ଏକାଧିକ, ଏକ+ ଆତ୍ମା = ଏକାତ୍ମ ।
Odisha Police SI (General English and Odia Language) Paper 1 Mock Test - 5 - Question 8
A big audience is difficult to control - ସଠିକ ଅନୁବାଦ ଚିହ୍ନାଅ ?
Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 8

4) ​​ଗୋଟିଏ ବଡ ଶ୍ରୋତାମଣ୍ଡଳୀକୁ ଆୟତ୍ତ କରି ରଖିବା କଷ୍ଟକର ସଠିକ ଉତ୍ତର 

ଯଥାର୍ଥତା :

  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଥାଏ
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ୱ ପ୍ରକାଶିତ ହୋଇଥାଏ
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା
  • ଅନୁ=ପୁନର୍ବାର+ବଦ ଧାତୁ=କହିବା+ଭାବ. ଅ; କଥିତ ଭାଷାର ପୁନଃ କଥନ)
  • ଭାଷାନ୍ତରୀକରଣ; ଏକ ଭାଷାରେ ଲିଖିତ ବା କଥିତ ବିଷୟକୁ ଅନ୍ୟ ଭାଷାରେ ପ୍ରକାଶ କରିବା
  • ସବୁ ଛାତ୍ର ଛାତ୍ରୀ ମାନେ ବିଶ୍ୱସ୍ତରରେ ନିଜର ଭାବନା ଓ ଦକ୍ଷତା ପ୍ରକାଶ କରିବାକୁ ଇଂରାଜୀ ଶିଖିବା ନିହାତି ଆବଶ୍ୟକ
  • A big audience is difficult to control
  • A big audience = ଗୋଟିଏ ବଡ ଶ୍ରୋତାମଣ୍ଡଳୀ , to control = କଷ୍ଟକର ,  is difficult to  =  ଆୟତ୍ତ କରି ରଖିବା
  • ତେଣୁ ଅନୁବାଦ ​4) ​​ଗୋଟିଏ ବଡ ଶ୍ରୋତାମଣ୍ଡଳୀକୁ ଆୟତ୍ତ କରି ରଖିବା କଷ୍ଟକର

Additional Information

  • ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ୱ ସୁରକ୍ଷିତ ରହେ
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ଦିଆଯାଏ
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ପ୍ରତିପଦର ଅର୍ଥକୁ ଗୁରୁତ୍ୱ ଦିଆଯାଏ
Odisha Police SI (General English and Odia Language) Paper 1 Mock Test - 5 - Question 9
Will you be ploughing your land during the winter? ସଠିକ ​ଅନୁବାଦ ଚିହ୍ନାଅ ?
Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 9

3) ଶୀତକାଳରେ ତୁମେ ତୁମ୍ଭର ଜମିକୁ ହଳ କରୁଥିବ କି ? ସଠିକ ଉତ୍ତର 

ଯଥାର୍ଥତା :

  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଥାଏ
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ୱ ପ୍ରକାଶିତ ହୋଇଥାଏ
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷ
  • ଅନୁ=ପୁନର୍ବାର+ବଦ ଧାତୁ=କହିବା+ଭାବ. ଅ; କଥିତ ଭାଷାର ପୁନଃ କଥନ)
  • ଭାଷାନ୍ତରୀକରଣ; ଏକ ଭାଷାରେ ଲିଖିତ ବା କଥିତ ବିଷୟକୁ ଅନ୍ୟ ଭାଷାରେ ପ୍ରକାଶ କରିବା
  • ସବୁ ଛାତ୍ର ଛାତ୍ରୀ ମାନେ ବିଶ୍ୱସ୍ତରରେ ନିଜର ଭାବନା ଓ ଦକ୍ଷତା ପ୍ରକାଶ କରିବାକୁ ଇଂରାଜୀ ଶିଖିବା ନିହାତି ଆବଶ୍ୟକ
  • Will you be ploughing your land during the winter? 
  • plough = ହଳ କରିବା  , during = ସମୟରେ , during the winter = ଶୀତକାଳରେ
  • your = ତୁମର ,  land = ଜମି , Will you be ploughing = ( future tense question ) = ତୁମେ ହଳ କରୁଥିବ
  • ତେଣୁ ଅନୁବାଦ ​3) ଶୀତକାଳରେ ତୁମେ ତୁମ୍ଭର ଜମିକୁ ହଳ କରୁଥିବ କି ?  

Additional Information

  • ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ୱ ସୁରକ୍ଷିତ ରହେ
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ଦିଆଯାଏ
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ପ୍ରତିପଦର ଅର୍ଥକୁ ଗୁରୁତ୍ୱ ଦିଆଯାଏ
Odisha Police SI (General English and Odia Language) Paper 1 Mock Test - 5 - Question 10

Select the most appropriate option to substitute the underlined segment in the given sentence. If there is no need to substitute it, select ‘No substitution required’.

There are many birds in the verandah today. Hema, please feed those.

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 10

The correct answer is 'feed them'.

Key Points

  • The given sentence is grammatically incorrect.
  • Here, 'feed them' should be used instead of 'feed those'.
  • 'Them' is used to refer to the object of a clause.
  • In other words, it usually represents the group of people or things that have ‘experienced’ the action described by the verb, and refers back to two or more people or things that were mentioned earlier. 
  • In the given sentence 'them' is referring to the birds.
    • Example: I’ve bought some apples. I’ll put them on the table.
      Correct Sentence: There are many birds in the verandah today. Hema, please feed them.

Hinglish

  • दिया गया वाक्य व्याकरण की दृष्टि से गलत है।
  • यहां 'feed those' के बजाय 'feed them' का इस्तेमाल किया जाना चाहिए।
  • 'them' किसी खंड की object को संदर्भित करने के लिए प्रयोग किया जाता है।
  • दूसरे शब्दों में, यह आमतौर पर उन लोगों या चीजों के समूह का प्रतिनिधित्व करता है जिन्होंने क्रिया द्वारा वर्णित क्रिया का 'अनुभव' किया है, और दो या दो से अधिक लोगों या चीजों को संदर्भित करता है जिनका उल्लेख पहले किया गया था।
  • दिए गए वाक्य में 'them' पक्षियों की बात कर रहा है। 
    • Example: I’ve bought some apples. I’ll put them on the table.
Odisha Police SI (General English and Odia Language) Paper 1 Mock Test - 5 - Question 11
'କୁହୁଡ଼ି ପହଁରିବା' - ରୂଢ଼ିଟିର ଅର୍ଥ କ'ଣ ?
Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 11
ସଠିକ ଉତ୍ତର ହେଉଛି "ବୃଥା ପରିଶ୍ରମ"
Key Points 
  • କୌଣସି ଶବ୍ଦ ନିଜସ୍ବ ଅର୍ଥ ଛାଡ଼ି, ଅନ୍ୟ ଶବ୍ଦ ସହିତ ମିଶି ସ୍ବତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ ‘ରୂଢ଼ି’ କୁହାଯାଏ।
  • ଧାତୁରୁ ଶବ୍ଦ ଗଢ଼ା ହୁଏ। ଗୋଟିଏ ଶବ୍ଦରୁ ମଧ୍ୟ ଅନ୍ୟ ଶବ୍ଦ ଗଢ଼ା ହୋଇଥାଏ, ଶବ୍ଦ ତିନି ପ୍ରକାର–ରୂଢ଼, ଯୌଗିକ ଓ ଯୋଗରୂଢ଼
  • ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ କରି ଭିନ୍ନ ଅର୍ଥ ପ୍ରକାଶ କରେ, ତାହା ରୂଢ଼ ଶବ୍ଦ।
  • ଯଥା— କ୍ଷତ– ତ୍ରୈ + ଅ = କ୍ଷତ୍ର। ‘କ୍ଷତ୍ର’ ଶବ୍ଦର ପ୍ରତ୍ୟୟଗତ ଅର୍ଥ– ଯେ କ୍ଷତରୁ ତ୍ରାଣ କରେ। ମାତ୍ର ଏହାର ସାଧାରଣ ଅର୍ଥ–ଜାତି ବିଶେଷ
  • ରୂଢ଼ି– ବି (ଗୃହ—ତି) ପ୍ରସିଦ୍ଧି, ଉତ୍ପତ୍ତି, ବ୍ୟୁତ୍ପତ୍ତି – ବହିର୍ଭୂତ ଅର୍ଥ ପ୍ରକାଶର ଶକ୍ତି।
  • ଯଥା: ଅନ୍ଧାରକୁ ଟେକା ପକାଇବା - ଏହି ଖଣ୍ଡବାକ୍ୟର ଅର୍ଥ ନୁହେଁ କୌଣସି ଅନ୍ଧାରିଆ ସ୍ଥାନକୁ ଟେକା ଫୋପାଡ଼ିବା।
  • ଏହାର ଅର୍ଥ ହେଉଛି କୌଣସି ବିଷୟରେ ସ୍ପଷ୍ଟ ଜ୍ଞାନ ବା ଧାରଣା ଅର୍ଜନ ନ କରି କେବଳ ଅନୁମାନକୁ ଭିତ୍ତିକରି କୌଣସି କାର୍ଯ୍ୟ କରିବା।
  • ଭାବଗତ ସାମ୍ୟ ଯାହା ଥାଉନା କାହିଁକି, ଏଠାରେ ‘ଅନ୍ଧାରକୁ’,‘ଟେକା’ ଓ ‘ପକାଇବା’ ଶବ୍ଦ ସେମାନଙ୍କର ଆଭିଧାନିକ ବା ବ୍ୟୁତ୍ପତ୍ତିଗତ ଅର୍ଥକୁ ତ୍ୟାଗକରି ଅଲଗା ଏକ ରୂଢ଼ ଅର୍ଥକୁ ବ୍ୟକ୍ତ କରୁଛନ୍ତି।
  • ତେଣୁ କୌଣସି ବାକ୍ୟାଂଶ ମୂଳ ଅର୍ଥକୁ ଅତିକ୍ରମ କରି ଏକ ବିଶିଷ୍ଟ ଅର୍ଥରେ ବ୍ୟବହୃତ ହେଲେ ତାହାକୁ ରୂଢ଼ି କୁହାଯାଏ।
  • ପ୍ରତ୍ୟେକ ଭାଷାରେ ଏହାର ଉଦାହରଣ ଦେଖିବାକୁ ମିଳେ। ରୂଢ଼ି ପ୍ରୟୋଗ ଦ୍ୱାରା ଅଭିବ୍ୟକ୍ତି ସରସ, ସୁନ୍ଦର ହୁଏ। ଯୁଗଯୁଗରୁ ଏଗୁଡ଼ିକ ସ୍ଵତନ୍ତ୍ର ବ୍ୟଞ୍ଜନା ନେଇ ଫୁଟି ଉଠିଛନ୍ତି। 
  • ଓଡ଼ିଆ ଭାଷାରେ ପ୍ରଚଳିତ ରୂଢ଼ିପ୍ରୟୋଗର ତିନୋଟି ଧାରା ପରିଲକ୍ଷିତ ହୁଏ।
  • ଯଥା: କ୍ରିୟାହୀନ ରୂଢ଼ି (ପଦ ସଂହତିରେ କ୍ରିୟା ପଦ ନ ଥାଏ), କ୍ରିୟାଯୁକ୍ତ ରୂଢ଼ି (ପଦ ସଂହତିରେ କ୍ରିୟା ପଦ ଥାଏ) ଓ ତୁଳନାତ୍ମକ ରୂଢ଼ି (ପଦ ସଂହତିରେ ଉପମାବାଚକ ଶବ୍ଦର ବ୍ୟବହାର ଦେଖାଯାଏ)।
  • କ୍ରିୟାହୀନ ରୂଢ଼ି: ଅନ୍ଧର ଲଉଡ଼ି–(ଅସହାୟର ସହାୟ) - ଶ୍ରବଣ କୁମାର ବୃଦ୍ଧ ପିତାମାତାଙ୍କର ଅନ୍ଧର ଲଉଡ଼ି ଥିଲେ।
  • କ୍ରିୟାଯୁକ୍ତ ରୂଢ଼ି: ଆଖିଦେବା/ଦୃଷ୍ଟିପକାଇବା–(ବିଷ ଦୃଷ୍ଟିରେ ଦେଖିବା/ଲୋଭ କରିବା) - ପରଦ୍ରବ୍ୟ ପ୍ରତି ଆଖିଦେବା/ଦୃଷ୍ଟି ପକାଇବା ଠିକ୍ ନୁହେଁ।
  • ତୁଳନାତ୍ମକ ରୂଢ଼ି: ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିବା– ସେ କିଛି ବୁଝୁ ନ ବୁଝୁ ସବୁବେଳେ ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରୁଥାଏ।
ଯଥାର୍ଥତା:
  • ଦତ୍ତ 'କୁହୁଡ଼ି ପହଁରିବା' - ରୂଢ଼ିଟିର ପଦ ସଂହତିରେ କ୍ରିୟା ପଦ ଥିବା ହେତୁ ଏହା ଏକ କ୍ରିୟାଯୁକ୍ତ ରୂଢ଼ି। 
  • ଏହି କ୍ରିୟାଯୁକ୍ତ ରୂଢ଼ିଟିକୁ ପ୍ରୟୋଗ କରି ଗୋଟିଏ ଉଦାହରଣ ଦେଖିବା:-
  • ଆଜିକାଲିର ନେତାମାନଙ୍କର କଥାରେ ବିଶ୍ୱାସ କରିବା କୁହୁଡ଼ି ପହଁରିବା ସହିତ ସମାନ।  
  • ଏହି ବାକ୍ୟଟିରୁ 'ଆଜିକାଲିର ନେତାମାନଙ୍କର କଥାରେ ବିଶ୍ୱାସ କରିବା ବୃଥା ପରିଶ୍ରମ କରିବା ସହିତ ସମାନ, କାରଣ ଆଜିକାଲିର ନେତାମାନଙ୍କର କଥା କେବଳ ଲୋକ ଦେଖଣା ପାଇଁ, ପ୍ରକୃତରେ ତାହା କେବେ କାର୍ଯ୍ୟକାରୀ ହୁଏ ନାହିଁ' ଅର୍ଥ ଲାଘବ ହେଉଛି। 
  • ଅତଏବ 'କୁହୁଡ଼ି ପହଁରିବା' – କ୍ରିୟାଯୁକ୍ତ ରୂଢ଼ିଟି 'ବୃଥା ପରିଶ୍ରମ' ଅର୍ଥକୁ ସାଧନ କରୁଅଛି।
Additional Information
  • ଅନ୍ୟ ବିକଳ୍ପ ଗୁଡିକ 'କୁହୁଡ଼ି ପହଁରିବା' କ୍ରିୟାଯୁକ୍ତ ରୂଢ଼ିଟିର ଉପଯୁକ୍ତ ରୂଢ଼ ଅର୍ଥକୁ ବ୍ୟକ୍ତ କରିବା ନିମିତ୍ତ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁ।  
Odisha Police SI (General English and Odia Language) Paper 1 Mock Test - 5 - Question 12

Is it okay if I speak with her? 

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 12

ସଠିକ ଉତ୍ତର ହେଉଛି ''ଯଦି ମୁଁ ତାଙ୍କ ସହ କଥା ହୁଏ ଠିକ୍ ଅଛି କି?​'' 
Key Points 

  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି। 
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    

ଯଥାର୍ଥତା:

  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''Is it okay if I speak with her?'' - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''every morning 6am'' ର ଅର୍ଥ ଓଡ଼ିଆରେ ବୁଝିଲେ 'ପ୍ରତ୍ୟେକ ଦିନ ସକାଳ ୬ଟା'କୁ ସୂଚାଏ। 
  • 'The train leaves'  English Grammar ଅନୁଯାୟୀ 'Simple Present Tense' ଅନ୍ତର୍ଗତ ହେତୁ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ 'ଟ୍ରେନ୍ ଛାଡିଥାଏ' ଉଦ୍ଦିଷ୍ଟ ହେବ। 
  • ଅତଏବ 'The train leaves every morning 6am.' ର ଓଡ଼ିଆ ଅନୁବାଦ ''ଟ୍ରେନ୍ ପ୍ରତ୍ୟେକ ଦିନ ସକାଳ ୬ଟାରୁ ଛାଡିଥାଏ।'' କହିବା ଯଥାର୍ଥ।    ​     

Additional Information 

  • ଅନ୍ୟ ବିକଳ୍ପଗୁଡିକ ''The train leaves every morning 6am.' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି। 
Odisha Police SI (General English and Odia Language) Paper 1 Mock Test - 5 - Question 13

Which of the following statements is NOT true?

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 13

The correct answer is 'A leader of the Republican Party was seeking to rally voters in an important Senate runoff election'.

Key Points

  • Let's refer to the passage: 'In purely partisan terms, a leader of the Democratic Party was seeking to rally voters in an important Senate runoff election, the results of which will determine whether Democrats or Republicans control the chamber.'
  • From the above-mentioned statements, it is evident that the leader belonged to the Democratic Party and not the Republican party.
  • Thus, option 3 is not true according to the passage and is the most appropriate choice.

Additional Information

  • A senate is the smaller upper assembly in the US, US states, France, and other countries.
    • For eg.- The Senate is expected to pass the bill shortly.

Odisha Police SI (General English and Odia Language) Paper 1 Mock Test - 5 - Question 14

'It is also a generational breakthrough for Southern Black Democrats.'

The word 'breakthrough' means

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 14

The correct answer is 'success'.

Key Points

  • From the given statement, it is evident that 'breakthrough' means an instance of achieving success in a particular sphere or activity.
  • Or we can say that 'breakthrough' means 'success'.
  • Hence, option 2 is the most appropriate choice.

Additional Information

  • Let's look at the meaning of the remaining options.

Odisha Police SI (General English and Odia Language) Paper 1 Mock Test - 5 - Question 15

​ଓଡିଶାକୁ ଗୋଟିଏ କୃଷି ପ୍ରଧାନ ରାଜ୍ୟ ବୋଲି କାହିଁକି କୁହାଯାଉଛି ?

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 15

2) ଓଡ଼ିଶାର ପ୍ରାୟ 70 ଭାଗ ଲୋକ କୃଷିକାର୍ଯ୍ୟ କରନ୍ତି ସଠିକ୍‍ ଉତ୍ତର

ଯଥାର୍ଥତା :

  • ଓଡ଼ିଶା ଗୋଟିଏ କୃଷିପ୍ରଧାନ ରାଜ୍ୟ 
  • ଏହାର ୭୦ ପ୍ରତିଶତ ଲୋକ ଚାଷବାସ ଉପରେ ନିର୍ଭରଶୀଳ |
  • ୭୦ ପ୍ରତିଶତଙ୍କ ଜୀବିକା ପାଲଟିଥିବା କୃଷି ହେଉଛି ମୋଟ ଆୟର ୧୪ ପ୍ରତିଶତ ମାତ୍ର
  • ଓଡିଶା ରାଜ୍ୟର ମାଟି , ପାଣି , ପବନ ମଧ୍ୟ କୃଷି ପାଇଁ ଉପଯୋଗୀ
  • ଓଡିଶାକୁ ଗୋଟିଏ କୃଷି ପ୍ରଧାନ ରାଜ୍ୟ ବୋଲି କୁହାଯାଉଛି କାରଣ 2) ଓଡ଼ିଶାର ପ୍ରାୟ 70 ଭାଗ ଲୋକ କୃଷିକାର୍ଯ୍ୟ କରନ୍ତି

Additional Information

  • କୃଷିର ଉନ୍ନତି ଲାଗି ଯେତିକି କାର୍ଯ୍ୟ ଖସଡା ପ୍ରସ୍ତୁତ ହେବା କଥା ତାହା ହୋଇପାରୁନି ।
  • ବିହନ ଯୋଗାଣଠାରୁ ଅମଳ ପର୍ଯ୍ୟନ୍ତ ସବୁଠି ଚାଷୀଙ୍କୁ ସେମାନଙ୍କ ଭାଗ୍ୟ ଓ ଭାଗବାନ୍‌ଙ୍କ ଉପରେ ଛାଡି ଦିଆଯାଉଛି ।
  • କେତେବେଳେ ବନ୍ୟା ତ କେତେବେଳେ ମରୁଡିର କରାଜ ପଦଧ୍ଵନି ଚାଷୀଙ୍କ ହଂସା ଉଡାଉଛି।
  • ଯଦି କେବେ ଇନ୍ଦ୍ର ଦେବତା ପ୍ରସନ୍ନ ରହୁଛନ୍ତି ଓ ଭଲ ଫସଲ ମିଳୁଛି ସେତେବେଳେ ଆମ ସରକାରୀ ଦେବଦେବୀଙ୍କ ଉଦାସୀନତା ଚାଷୀଙ୍କ ଲାଗି ବଜ୍ରାଘାତ ପାଲଟୁଛି ।
  • ଅମଳ ଫସଲକୁ ବିକିବାରେ ଉପୁଜୁଛି ସମସ୍ୟା
Odisha Police SI (General English and Odia Language) Paper 1 Mock Test - 5 - Question 16

ଓଡ଼ିଶାରେ ଅଭାବୀ ବିକ୍ରି ଅଧିକ ଚାଲିଛି ଏହାର କାରଣ କଣ ?

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 16

3) ଓଡ଼ିଶାର ଧାନ ବିକିବା ପାଇଁ ଉପଯୁକ୍ତ ମଣ୍ଡିର ବ୍ୟବସ୍ଥା ନାହିଁ ସଠିକ୍‍ ଉତ୍ତର

ଯଥାର୍ଥତା :

  • କୃଷିର ଉନ୍ନତି ଲାଗି ଯେତିକି କାର୍ଯ୍ୟ ଖସଡା ପ୍ରସ୍ତୁତ ହେବା କଥା ତାହା ହୋଇପାରୁନି ।
  • ବିହନ ଯୋଗାଣଠାରୁ ଅମଳ ପର୍ଯ୍ୟନ୍ତ ସବୁଠି ଚାଷୀଙ୍କୁ ସେମାନଙ୍କ ଭାଗ୍ୟ ଓ ଭଗବାନ୍‌ଙ୍କ ଉପରେ ଛାଡି ଦିଆଯାଉଛି ।
  • କେତେବେଳେ ବନ୍ୟା ତ କେତେବେଳେ ମରୁଡିର କରାଜ ପଦଧ୍ଵନି ଚାଷୀଙ୍କ ହଂସା ଉଡାଉଛି।
  • ଯଦି କେବେ ଇନ୍ଦ୍ର ଦେବତା ପ୍ରସନ୍ନ ରହୁଛନ୍ତି ଓ ଭଲ ଫସଲ ମିଳୁଛି ସେତେବେଳେ ଆମ ସରକାରୀ ଦେବଦେବୀଙ୍କ ଉଦାସୀନତା ଚାଷୀଙ୍କ ଲାଗି ବଜ୍ରାଘାତ ପାଲଟୁଛି ।
  • ଅମଳ ଫସଲକୁ ବିକିବାରେ ଉପୁଜୁଛି ସମସ୍ୟା |
  • ସରକାରୀ ମଣ୍ଡି ହଜାରେ ପ୍ରତିଶୁତି ସର୍ତ୍ତେ ବି ଖୋଲୁନି; ଅଥଚ ଧାନକଳର ମାଲିକ ଓ ବ୍ୟବସାୟୀଙ୍କୁ ଚାଷୀଙ୍କଠାରୁ କମ୍‌ ମୂଲ୍ୟରେ ଧାନ କିଣିବା ଲାଗି ପ୍ରକାରାନ୍ତରେ କେତେକ ମୁଷ୍ଟିମେୟ ସରକାରୀ ଅଧକାରୀ ପରୋକ୍ଷ ସୁଯୋଗ ସୁଷ୍ଟି କରୁଛନ୍ତି |
  • ଓଡ଼ିଶାରେ ଅଭାବୀ ବିକ୍ରି ଅଧିକ ଚାଲିଛି ଏହାର କାରଣ 3) ଓଡ଼ିଶାର ଧାନ ବିକିବା ପାଇଁ ଉପଯୁକ୍ତ ମଣ୍ଡିର ବ୍ୟବସ୍ଥା ନାହିଁ

Additional Information

  • ଅଭାବୀ ଧାନବିକ୍ରି ବଢ଼ିବାରେ ଲାଗିଛି |
  • କରଜ ଶୁଝିବା ଲାଗି ଚାଷୀଟି ଉପଯୁକ୍ତ ମୂଲ୍ୟରେ ଫସଲ ବିକିବା ଲାଗି ଅପେଷା କରିପାରୁନି |
  • ହାଡଭଙ୍ଗା ମେହନତର ମୂଲ୍ୟକୁ ବଜାର ଦରଠାରୁ କମ୍‌ ମୂଲ୍ୟରେ ବିକିବାକୁ ବାଧ୍ୟ  ହେଉଛି ସାହୁକାରର କରଜ ଶୁଝିବା ପାଇଁ |
  • ପ୍ରକୁତିକ ବିପର୍ଯୟଠୁ ମାନବକୁତ ସରକାରୀ ହତାଦର ବଳିପଡୁଛି
Odisha Police SI (General English and Odia Language) Paper 1 Mock Test - 5 - Question 17

ଭାରତର ସମ୍ବିଧାନ କେବେ କାର୍ଯ୍ୟକାରୀ ହେଲା ?

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 17

3) 1950 ଜାନୁଆରୀ 26 ସଠିକ୍‍ ଉତ୍ତର

ଯଥାର୍ଥତା :

  • ୧୯୫୦ ମସିହା ଜାନୁୟାରୀ ୨୬ ଭାରତ ଇତିହାସରେ ଏକ ଗୌରବମୟ ଦିବସ ଏହି ଦିନ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲା।
  • ୧୯୪ ୭ ଅଗଷ୍ଟ ୧ ୫ ଦିନ ଭାରତ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ପୃଥିବୀରେ ଏକ ସ୍ଵାଧୀନ ରାଷ୍ଟ୍ରର ମାନ୍ୟତା ଲାଭ କରିଥଲା
  • କିନ୍ତୁ ବ୍ରିଟିଶ ଶାସନ ପଦ୍ଧତି ଅନୁସାରେ ଭାରତରେ ଶାସନ ବ୍ୟବସ୍ଥା ୧୯୫୦ ଜାନୁୟାରୀ ୨୬ ପର୍ଯ୍ୟନ୍ତ ଚାଲିଥୁଲା ।
  • ଭାରତ ପାଇଁ ଗୋଟିଏ ସମ୍ବିଧାନ ପ୍ରସ୍ତୁତ କରିବାକୁ ଗୋଟିଏ ପ୍ରଣୟନ ସଭା ଗଠିତ ହୋଇଥିଲା ।
  • ୧୯୪୬ ମସିହା ଠାରୁ ୧୯୪୯ ମସିହା ନଭେମ୍ବର ୨୬ ପର୍ଯ୍ୟନ୍ତ ଏହି ସଭା ବିଧିବଦ୍ଧ ଭାବରେ କାର୍ଯ୍ୟ କରିଥିଲା।
  • ପରବର୍ତ୍ତୀ କାଳରେ ଅନ୍ୟାନ୍ୟ ଉନ୍ନତ ସ୍ଵାଧୀନ ରାଷ୍ଟ୍ର ସମ୍ବିଧାନର ସାରତତ୍ତ୍ଵର ଅପୂର୍ବ ସମନ୍ଵୟ ତଥା ଅନ୍ୟାନ୍ୟ କେତେକ ଦେଶର ସମ୍ବିଧାନ ପାଇଁ ଦିଗଦର୍ଶନ ଆଲୋକବର୍ତ୍ତିକା
  • ଭାରତର ସମ୍ବିଧାନ3) 1950 ଜାନୁଆରୀ 26 କାର୍ଯ୍ୟକାରୀ ହେଲା

Additional Information

  • ଭାରତର ଅନେକ ରାଜନୈତିକ ନେତା, ବୁଦ୍ଧିଜୀବୀ, ଜ୍ଞାନୀଗୁଣୀ ବିଶାରଦ ଏହାର ସଭ୍ୟ ଥିଲେ ।
  • ସମ୍ବିଧାନର ବିଭିନ୍ନ ବିଭାଗ ପାଇଁ ସ୍ଵତନ୍ତ୍ର କମିଟିମାନ ଗଢ଼ା ଯାଇଥଲା ।
  • ସମ୍ବିଧାନ ପ୍ରଣୟନ ସଭାର ସଭ୍ୟମାନେ ପୃଥିବୀର ବିଭିନ୍ନ ସ୍ଵାଧୀନ ଦେଶର ସମ୍ବିଧାନକୁ ଅନୁଧ୍ୟାନ କରିଥିଲେ।
  • ବିଶ୍ଵ ଜାତିସଂଘର ମାନବ ଅଧିକାର ଘୋଷଣାନାମା ୧୯୪୮ ଡିସେମ୍ବର ୧୦ରେ ପ୍ରକାଶିତ ହୋଇସାରିଥିଲା ।
  • ଏସବୁର ସାରତତ୍ତ୍ଵ ଆମ ସମ୍ବିଧାନ ଗ୍ରହଣ କରି ପୃଥିବୀରେ  ଗୋଟିଏ ଉନ୍ନତ ସମ୍ବିଧାନର ମାନ୍ୟତା ଗ୍ରହଣ କଲା
Odisha Police SI (General English and Odia Language) Paper 1 Mock Test - 5 - Question 18

ସମଗ୍ର ବିଶ୍ୱ ଏବେ ସମୂଦ୍ଧି ପଥରେ ଆଗେଇ ଚାଲିଛି | ଏହାର ତାତ୍ପର୍ଯ୍ୟ କ'ଣ ?

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 18

4) ବିଶ୍ୱର ଲୋକମାନଙ୍କର ଜୀବନ ଧାରଣର ମାନ ଦିନକୁ ଦିନ ବଢୁଛି ସଠିକ୍‍ ଉତ୍ତର

ଯଥାର୍ଥତା :

  • ବିଜ୍ଞାନର ଅଗ୍ରଗତି , କାରିଗରୀ ଜ୍ଞାନ କୌଶଳର ପ୍ରୟୋଗ , ମାନବ ସାମାଜର ଉପଯୋଗ ଆଦି କାରଣରୁ ସମଗ୍ର ବିଶ୍ୱ ଏବେ ସମୁଦ୍ଧି ପଥରେ ଆଗେଇ ଚାଲିଛି।
  • ବହୁବର୍ଷ ପୂର୍ବେ ଜନସାଧାରଣଙ୍କ ଜୀବନ ଧାରଣର ମାନ ଯାହା ଥିଲା, ସେଥ୍‌ରେ ଯଥେଷ୍ଟ ଉନ୍ନତି ସାଧିତ ହୋଇଥିବାର ପରିଲକ୍ଷିତ ହେଉଛି ପୃଥବୀର ଅନୁନ୍ନତ ବା ଅବିକଶିତ ରାଷ୍ଟ୍ରଗୁଡିକ ଏବେ ବିକାଶ ପଥରେ ଦ୍ରୁତ ବେଗରେ ଧାବିତ ହେଉଛନ୍ତି |
  • ସମଗ୍ର ବିଶ୍ୱ ଏବେ ସମୃଦ୍ଧି ପଥରେ ଆଗେଇ ଚାଲିଛି | ଏହାର ତାତ୍ପର୍ଯ୍ୟ 4) ବିଶ୍ୱର ଲୋକମାନଙ୍କର ଜୀବନ ଧାରଣର ମାନ ଦିନକୁ ଦିନ ବଢୁଛି 

Additional Information

  • ସାମଗ୍ରିକ ଭାବରେ ସାରା ବିଶ୍ୱରେ ସମୂଦ୍ଧିର ଏକ ରଙ୍ଗୀନ ଚିତ୍ର ଦେଖବାକୁ ମିଳୁଥିବା ବେଳେ ନିକଟରେ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟ ସେହି ରଙ୍ଗକୁ ଫିକା କରିଦେଇଛି |
  • ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁ.ଏନ,ଇ.ପି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ଏବେ ପାୟ ଶହେ କୋଟି ଲୋକ ଖାଦ୍ୟାଭାବର ଶିକାର ହୋଇ ଅର୍ଦ୍ଧହରା ଓ ଅନାହାର ମଧ୍ୟରେ କାଳ କାଟୁଛନ୍ତି 
Odisha Police SI (General English and Odia Language) Paper 1 Mock Test - 5 - Question 19

In the following question, some parts of the sentence may have errors. Find out which part of the sentence has an error and select the appropriate option. If a sentence is free from error, select ‘No Error’.

She shared a (A)/lot of informations (B)/with us. (C)/No error (D)

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 19
The correct answer is ‘Part B’.
Key Points
  • The above sentence is grammatically incorrect.
  • The error lies in part B of the given sentence.
  • The above sentence is an example of a noun.
  • noun is a naming word. It can be the name of a thing, place, person, animal, or feeling.
  • As per the general rule, there are some nouns that are always used in the singular form.
  • These nouns are uncountable nouns and they don’t take any article a/an/the before them.
  • These types of nouns are:
    • "Scenery, poetry, furniture, information, mischief, stationery, crockery, luggage, baggage, knowledge, wastage, jewelry, breakage, work, equipment, etc.".
  • Example:
    • I have some equipment that I needed for the project. (correct)
    • I have some equipments that I needed for the project. (incorrect)
  • According to the explanation given above, ‘information’ is the correct use in place of “informations”.

Correct sentence: She shared a lot of information with us.

Odisha Police SI (General English and Odia Language) Paper 1 Mock Test - 5 - Question 20

Given below are four jumbled sentences. Select the option that gives their correct order.

A) New technologies and doctrines would usher in the mobile warfare that characterized World War II in Europe.

B) The phrase “trench warfare” immediately conjures images of the mud and slaughter of the Western Front during World War I.

C) Millions died in fruitless offensives that saw men “go over the top” into withering machine gunfire.

D) Ultimately, inventions such as tanks and airplanes allowed troops to move through or over No Man’s Land.

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 20

The correct answer is "BCDA"

Key Points

  • Let's look at the correct sequence of the passage.
  • Statement B is the first sentence of the passage as it introduces the concept of trench warfare.
  • Statement C is the second sentence as it is connected to the advantages of trench warfare in world war 1. Many men would die in front of machine guns on a plane battlefield but the trench gave them an advantage by allowing them to hide from sight.
  • Statement D is the third sentence. With technological innovations such as tanks and airplanes, it was easier to move through a battlefield without losing one's life
  • Statement A is the final sentence as new technologies would be instrumentalized for mobile warfare in world war 2.

Hence, the correct sequence is BCDA

The correct sequence is: B) The phrase “trench warfare” immediately conjures images of the mud and slaughter of the Western Front during World War I. C) Millions died in fruitless offensives that saw men “go over the top” into withering machine gunfire. D) Ultimately, inventions such as tanks and airplanes allowed troops to move through or over No Man’s Land. A) New technologies and doctrines would usher in the mobile warfare that characterized World War II in Europe.

Odisha Police SI (General English and Odia Language) Paper 1 Mock Test - 5 - Question 21
We were lost in the woods, but my brother had a map in his bag.
Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 21
ସଠିକ ଉତ୍ତର ହେଉଛି ''ଆମେ ଜଙ୍ଗଲରେ ହଜି ଯାଇଥିଲୁ, କିନ୍ତୁ ମୋ ଭାଇର ବ୍ୟାଗରେ ଏକ ମାନଚିତ୍ର ଥିଲା।'' 
 Key Points
  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    
ଯଥାର୍ଥତା:
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''We were lost in the woods, but my brother had a map in his bag.'' - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''but my brother had a map in his bag'' ର ଅର୍ଥ ଓଡ଼ିଆରେ ବୁଝିଲେ 'କିନ୍ତୁ ମୋ ଭାଇର ବ୍ୟାଗରେ ଏକ ମାନଚିତ୍ର ଥିଲା'କୁ ସୂଚାଏ। 
  • ଏଠାରେ 'We were lost in the woods' ର ଅର୍ଥ ଓଡ଼ିଆରେ ବୁଝିଲେ 'ଆମେ ଜଙ୍ଗଲରେ ହଜି ଯାଇଥିଲୁ'କୁ ସୂଚାଏ। 
  • lost ଅର୍ଥ ହଜି ଯାଇଥିବାକୁ ବୁଝାଉଥିଲାବେଳେ woods ଅର୍ଥ ଜଙ୍ଗଲ। 
  • ଅତଏବ ଉଚିତ ସମ୍ମିଶ୍ରଣ ହେତୁ 'We were lost in the woods, but my brother had a map in his bag.' ର ଓଡ଼ିଆ ଅନୁବାଦ ''ଆମେ ଜଙ୍ଗଲରେ ହଜି ଯାଇଥିଲୁ, କିନ୍ତୁ ମୋ ଭାଇର ବ୍ୟାଗରେ ଏକ ମାନଚିତ୍ର ଥିଲା।'' କହିବା ଯଥାର୍ଥ।    ​     
Additional Information  
  • ଅନ୍ୟ ବିକଳ୍ପଗୁଡିକ ''We were lost in the woods, but my brother had a map in his bag.'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି।
Odisha Police SI (General English and Odia Language) Paper 1 Mock Test - 5 - Question 22
ବିରାଡି ଛିଙ୍କିବା-ରୂଢିଟିର ଅର୍ଥ କ'ଣ ?
Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 22

3) ଅନୁକୂଳ ବିଗିଡିଯିବା ସଠିକ୍ ଉତ୍ତର

ଯଥାର୍ଥତା :

  • କୌଣସି ଶବ୍ଦ ନିଜ ଅର୍ଥ ଛାଡି , ଅନ୍ୟ ଶବ୍ଦ ସହ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ ରୂଢି କୁହାଯାଏ
  • ବିରାଡି ଛିଙ୍କିବା - ରୂଢିଟିର ଅର୍ଥ 3) ଅନୁକୂଳ ବିଗିଡିଯିବା

Additional Information

  • ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ କରି ଭିନ୍ନ ଅର୍ଥ ପ୍ରକାଶ କରେ , ତାହା ରୂଢ ଶବ୍ଦ
  • ରୂଢି 3 ପ୍ରକାରର ବ୍ୟବହୃତ ହୁଏ
  • କ୍ରିୟାହୀନ , କ୍ରିୟାଯୁକ୍ତ , ତୁଳନାତ୍ମକ
  • ଏହା ଏକ କ୍ରିୟାଯୁକ୍ତ ରୂଢି
Odisha Police SI (General English and Odia Language) Paper 1 Mock Test - 5 - Question 23
ଫଟେଇ ହେବା- ଏହି ରୂଢିଟିର ଅର୍ଥ କ'ଣ ?
Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 23

2) ଗୋଟିଏ କଥାକୁ ବାରମ୍ବାର ପଚାରିବା ସଠିକ୍‍ ଉତ୍ତର

ଯଥାର୍ଥତା :

  • ଧାତୁରୁ ଶବ୍ଦ ଗଠିତ ହୁଏ, ଗୋଟିଏ ଶବ୍ଦରୁ ଅନ୍ୟ ଶବ୍ଦ ଗଢା ହୁଏ
  • କୌଣସି ଶବ୍ଦ ନିଜ ଅର୍ଥ ଛାଡି , ଅନ୍ୟ ଶବ୍ଦ ସହ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ ରୂଢି କୁହାଯାଏ
  • ଫଟେଇ ହେବା - ଏହି ରୂଢିଟିର ଅର୍ଥ 2) ଗୋଟିଏ କଥାକୁ ବାରମ୍ବାର ପଚାରିବା

Additional Information

  • ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ କରି ଭିନ୍ନ ଅର୍ଥ ପ୍ରକାଶ କରେ , ତାହ ରୂଢ ଶବ୍ଦ
  • ରୂଢି 3 ପ୍ରକାରର ବ୍ୟବହୃତ ହୁଏ
  • କ୍ରିୟାହୀନ , କ୍ରିୟାଯୁକ୍ତ , ତୁଳନାତ୍ମକ
  • ଫଟେଇ ହେବା - ଏହା ଏକ କ୍ରିୟାଯୁକ୍ତ ରୂଢି 
Odisha Police SI (General English and Odia Language) Paper 1 Mock Test - 5 - Question 24

Directions Each question below consists of a word in capital letters followed by four words or group of words. Select the word or group of words that is opposite in meaning to the words in capital letters.

REPUDIATE

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 24

The correct answer is: Accept

Key Points

  • Let's look at the meaning of the given words
    • Repudiate: To refuse to accept
    • Accept: To receive something willingly
    • Prefer: To like better or best
    • Unite: To put together to form a single unit
    • Explain: To make known
  • Here, the word that is opposite in meaning to 'Repudiate' is 'Accept'
  • Thus, option 4 is correct

​The correct word is: Accept

Additional Information

  •  Let's look at some synonyms of 'Repudiate'
    • ​Decline, disapprove, refuse etc.
  • ​ Let's look at some antonyms of 'Repudiate'
    • ​Acknowledge, admit, confirm etc.
Odisha Police SI (General English and Odia Language) Paper 1 Mock Test - 5 - Question 25
ପେଟ ପୋଷ, ନାହିଁ ଦୋଷ | - ଏହା ଗୋଟିଏ :
Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 25

1) ରୂଡ଼ି ସଠିକ ଉତ୍ତର

ଯଥାର୍ଥତା :

  • ଧାତୁରୁ ଶବ୍ଦ ଗଢ଼ା ହୁଏ 
  • ଗୋଟିଏ ଶବ୍ଦରୁ ମଧ୍ୟ ଅନ୍ୟ ଶବ୍ଦ ଗଢ଼ା ହୋଇଥାଏ 
  • ଶବ୍ଦ ତିନି ପ୍ରକାର–ରୂଢ଼, ଯୌଗିକ ଓ ଯୋଗରୂଢ଼
  • ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ କରି ଭିନ୍ନ ଅର୍ଥ ପ୍ରକାଶ କରେ, ତାହା ରୂଢ଼ ଶବ୍ଦ
  • ରୂଢ଼ି– ବି (ଗୃହ—ତି) ପ୍ରସିଦ୍ଧି, ଉତ୍ପତ୍ତି, ବ୍ୟୁତ୍ପତ୍ତି – ବହିର୍ଭୂତ ଅର୍ଥ ପ୍ରକାଶର ଶକ୍ତି
  • କୌଣସି ଶବ୍ଦ ନିଜସ୍ୱ ଅର୍ଥ ଛାଡ଼ି, ଅନ୍ୟ ଶବ୍ଦ ସହିତ ମିଶି ସ୍ବତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ ‘ରୂଢ଼ି’ କୁହାଯାଏ
  • ଯଥା: ଅନ୍ଧାରକୁ ଟେକା ପକାଇବା - ଏହି ଖଣ୍ଡବାକ୍ୟର ଅର୍ଥ ନୁହେଁ କୌଣସି ଅନ୍ଧାରିଆ ସ୍ଥାନକୁ ଟେକା ଫୋପାଡ଼ିବା
  • ଏହାର ଅର୍ଥ ହେଉଛି କୌଣସି ବିଷୟରେ ସ୍ପଷ୍ଟ ଜ୍ଞାନ ବା ଧାରଣା ଅର୍ଜନ ନ କରି କେବଳ ଅନୁମାନକୁ ଭିତ୍ତିକରି କୌଣସି କାର୍ଯ୍ୟ କରିବା
  • ଭାବଗତ ସାମ୍ୟ ଯାହା ଥାଉନା କାହିଁକି, ଏଠାରେ ‘ଅନ୍ଧାରକୁ’,‘ଟେକା’ ଓ ‘ପକାଇବା’ ଶବ୍ଦ ସେମାନଙ୍କର ଆଭିଧାନିକ ବା ବ୍ୟୁତ୍ପତ୍ତିଗତ ଅର୍ଥକୁ ତ୍ୟାଗକରି ଅଲଗା ଏକ ରୂଢ଼ ଅର୍ଥକୁ ବ୍ୟକ୍ତ କରୁଛନ୍ତି
  • ପେଟ ପୋଷ, ନାହିଁ ଦୋଷ  - ଏହା ଗୋଟିଏ 1) ରୂଡ଼ି

Additional Information

  • ତେଣୁ କୌଣସି ବାକ୍ୟାଂଶ ମୂଳ ଅର୍ଥକୁ ଅତିକ୍ରମ କରି ଏକ ବିଶିଷ୍ଟ ଅର୍ଥରେ ବ୍ୟବହୃତ ହେଲେ ତାହାକୁ ରୂଢ଼ି କୁହାଯାଏ
  • ପ୍ରତ୍ୟେକ ଭାଷାରେ ଏହାର ଉଦାହରଣ ଦେଖିବାକୁ ମିଳେ। ରୂଢ଼ି ପ୍ରୟୋଗ ଦ୍ୱାରା ଅଭିବ୍ୟକ୍ତି ସରସ, ସୁନ୍ଦର ହୁଏ। ଯୁଗଯୁଗରୁ ଏଗୁଡ଼ିକ ସ୍ଵତନ୍ତ୍ର ବ୍ୟଞ୍ଜନା ନେଇ ଫୁଟି ଉଠିଛନ୍ତି
  • ଓଡ଼ିଆ ଭାଷାରେ ପ୍ରଚଳିତ ରୂଢ଼ିପ୍ରୟୋଗର ତିନୋଟି ଧାରା ପରିଲକ୍ଷିତ ହୁଏ
  • ଯଥା: କ୍ରିୟାହୀନ ରୂଢ଼ି (ପଦ ସଂହତିରେ କ୍ରିୟା ପଦ ନ ଥାଏ), କ୍ରିୟାଯୁକ୍ତ ରୂଢ଼ି (ପଦ ସଂହତିରେ କ୍ରିୟା ପଦ ଥାଏ) ଓ ତୁଳନାତ୍ମକ ରୂଢ଼ି (ପଦ ସଂହତିରେ ଉପମାବାଚକ ଶବ୍ଦର ବ୍ୟବହାର ଦେଖାଯାଏ)
  • 'ନାଟର ଗୋବର୍ଦ୍ଧନ' ଏକ କ୍ରିୟାହୀନ ରୂଢ଼ି
Odisha Police SI (General English and Odia Language) Paper 1 Mock Test - 5 - Question 26

In the given question, there is a sentence of which some parts have been jumbled up. Rearrange these parts which are labelled P, Q, R and S to produce the correct sentence. Choose the proper sequence.

When the

P: is one and the same

Q: ship moves in

R: wave ahead of it

S: one direction there

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 26

The correct answer is Option (1)

 Key Points

  • "When the" signifies the start of an event, where the appropriate subject to follow would logically be "Q: ship moves in".
  • "S: one direction there" is the only piece that grammatically and logically fits after "Q".
  • "P: is one and the same" is then used to connect the situation described in the first two parts of the sentence to a new detail.
  • "R: wave ahead of it" fits as the conclusion, depicting what remains constant as the ship moves.
  • The other options result in sentences that are grammatically incorrect or simply do not make sense.

Therefore, the correct answer is Option 1: QSPR.

Odisha Police SI (General English and Odia Language) Paper 1 Mock Test - 5 - Question 27

I was looking for my kitten all day long.

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 27

ସଠିକ ଉତ୍ତର ହେଉଛି ''ମୁଁ ଦିନସାରା ମୋର ବିଲେଇକୁ ଖୋଜୁଥିଲି।'' 
Key Points 

  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    

ଯଥାର୍ଥତା:

  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''I was looking for my kitten all day long.'' - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''all day long'' ର ଅର୍ଥ ଓଡ଼ିଆରେ ବୁଝିଲେ 'ଦିନସାରା'କୁ ସୂଚାଏ। 
  • ଏଠାରେ 'my kitten' ର ଅର୍ଥ ଓଡ଼ିଆରେ ବୁଝିଲେ 'ମୋର ବିଲେଇ'କୁ ସୂଚାଏ ଓ 'I was looking for' English Grammar ଅନୁଯାୟୀ 'Continuous Past Tense' ଅନ୍ତର୍ଗତ: ଅର୍ଥ ଓଡ଼ିଆରେ ମୁଁ ଖୋଜୁଥିଲି। 
  • ଅତଏବ 'I was looking for my kitten all day long.' ର ଓଡ଼ିଆ ଅନୁବାଦ ''ମୁଁ ଦିନସାରା ମୋର ବିଲେଇକୁ ଖୋଜୁଥିଲି।'' କହିବା ଯଥାର୍ଥ।    ​     

 Additional Information

  • ଅନ୍ୟ ବିକଳ୍ପଗୁଡିକ ''I was looking for my kitten all day long.'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି। 
Odisha Police SI (General English and Odia Language) Paper 1 Mock Test - 5 - Question 28

Choose the alternative which best expresses the meaning of underlined idiom/phrase.

Sobhraj could be easily arrested because the police were tipped off in advance

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 28
The correct answer is C: Given advance information. Explanation: The phrase "tipped off" means to provide someone with confidential or insider information about a specific event or situation. In this case, the police were "tipped off" in advance, meaning they were given advance information about Sobhraj, which allowed them to easily arrest him.
Odisha Police SI (General English and Odia Language) Paper 1 Mock Test - 5 - Question 29

Direction: In the following question, a sentence has been given in Active/Passive Voice. Out of the four alternative suggested, select the one which best expresses the same sentence in Passive/Active Voice.

Our task had been completed before sunset.

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 29

Use structure “subject + auxiliary + past participle + object”
As per the above sentence is given in Active Voice.
We had completed our task before sunset.
Hence , option B will be correct answer .

Odisha Police SI (General English and Odia Language) Paper 1 Mock Test - 5 - Question 30

Find out the Synonym of the following word:

CONSEQUENCES

Detailed Solution for Odisha Police SI (General English and Odia Language) Paper 1 Mock Test - 5 - Question 30
  • Consequences are results of something that already had happened whereas conclusions are the final verdits of discussions or ideas.
  • Results: something that happens because of something else; the final situation at the end of a series of actions
  • Conclusions: an opinion that you reach after thinking about something carefully
  • Difficulties: the state or condition of being difficult
  • Applications: the action of putting something into operation.

Hence Correct Answer is Option A

View more questions
Information about Odisha Police SI (General English and Odia Language) Paper 1 Mock Test - 5 Page
In this test you can find the Exam questions for Odisha Police SI (General English and Odia Language) Paper 1 Mock Test - 5 solved & explained in the simplest way possible. Besides giving Questions and answers for Odisha Police SI (General English and Odia Language) Paper 1 Mock Test - 5, EduRev gives you an ample number of Online tests for practice
Download as PDF