Odisha Police SI Exam  >  Odisha Police SI Tests  >  Odisha Police SI (General English and Odia Language) Paper 1 Mock Test - 8 - Odisha Police SI MCQ

Odisha Police SI (General English and Odia Language) Paper 1 Mock Test - 8 - Odisha Police SI MCQ


Test Description

30 Questions MCQ Test - Odisha Police SI (General English and Odia Language) Paper 1 Mock Test - 8

Odisha Police SI (General English and Odia Language) Paper 1 Mock Test - 8 for Odisha Police SI 2025 is part of Odisha Police SI preparation. The Odisha Police SI (General English and Odia Language) Paper 1 Mock Test - 8 questions and answers have been prepared according to the Odisha Police SI exam syllabus.The Odisha Police SI (General English and Odia Language) Paper 1 Mock Test - 8 MCQs are made for Odisha Police SI 2025 Exam. Find important definitions, questions, notes, meanings, examples, exercises, MCQs and online tests for Odisha Police SI (General English and Odia Language) Paper 1 Mock Test - 8 below.
Solutions of Odisha Police SI (General English and Odia Language) Paper 1 Mock Test - 8 questions in English are available as part of our course for Odisha Police SI & Odisha Police SI (General English and Odia Language) Paper 1 Mock Test - 8 solutions in Hindi for Odisha Police SI course. Download more important topics, notes, lectures and mock test series for Odisha Police SI Exam by signing up for free. Attempt Odisha Police SI (General English and Odia Language) Paper 1 Mock Test - 8 | 100 questions in 90 minutes | Mock test for Odisha Police SI preparation | Free important questions MCQ to study for Odisha Police SI Exam | Download free PDF with solutions
Odisha Police SI (General English and Odia Language) Paper 1 Mock Test - 8 - Question 1

Much of the power of the trade unions has been lost, ______ their political influence should not be underestimated

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 1

The correct answer is 'yet'.

Key Points

  • A coordinating conjunction is a word that joins two elements of equal grammatical rank. They can join two verbs, two nouns, two adjectives, two phrases, or two independent clauses.
  • The coordinating conjunctions are for, and, nor, but, yet, or, and so.
  • 'Yet' is a coordinating conjunction, which gives equal importance to the words or sentences that it connects.
  • 'Yet' as a conjunction means 'nevertheless'. We use it to show contrast.
  • For example:
    • Her advice seems strange, yet i believe she is right.
  • According to the above explanation 'yet' will be used in the given blank.
  • Thus, option 1 will be the correct answer.

Hence, the correct answer is: Much of the power of the trade unions has been lost yet their political influence should not be underestimated

 Additional Information

Let's look at the uses and example of other given options:

  • Even: it can be used as an adverb and adjective. 'Even' is used as an adverb when we want to add emphasis to show that something is surprising or extreme. 'Even' is used as an adjective to refer to a whole number that can be divided exactly by two.
  • For example:
    • He didn't even have enough money to buy some fresh fruit and veg.
    • What is the next even number after 18?
  • Although: Used for introducing a statement that makes the main statement in a sentence seem surprising.
  • For example:
    • Although the sun was shining, it wasn't very warm.
  • But: it is used to introduced an added statement, usually something that is different from what you have said before.
  • For example:
    • This is not caused by evil, but by simple ignorance.

Important Point

  • 'Yet' can be used with the present perfect means 'at any time up to now'. We use it to emphasise that we expect something to happen soon. 'Yet' in this context is only used in negetive sentences and questions.
  • For example:
    • I haven't finished it yet. I will do it after dinner.
Odisha Police SI (General English and Odia Language) Paper 1 Mock Test - 8 - Question 2

କେଉଁଟି ପଦ୍ମର ପ୍ରତିଶବ୍ଦ ନୁହେଁ ?

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 2

3) କିଶଳୟ ସଠିକ୍‍ ଉତ୍ତର

ଯଥାର୍ଥତା :

  • ଧାତୁରୁ ଶବ୍ଦ ଗଢ଼ା ହୁଏ
  • ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କୁହାଯାଏ
  • ଗୋଟିଏ ଶବ୍ଦରୁ ମଧ୍ୟ ଅନ୍ୟ ଶବ୍ଦ ଗଢ଼ା ହୋଇଥାଏ
  • ଶବ୍ଦ ତିନି ପ୍ରକାର–ରୂଢ଼, ଯୌଗିକ ଓ ଯୋଗରୂଢ଼
  • ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ
  • ଏ ପ୍ରକାର ଶବ୍ଦମାନଙ୍କୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ
  • ପଦ୍ମର ପ୍ରତିଶବ୍ଦ ନଳିନୀ,ଅରବିନ୍ଦ,ଶତପତ୍ର,ପଙ୍କଜ,ପଙ୍କେରୁହ
  • କିଶଳୟର ଅର୍ଥ କଅଁଳ ଗଜା , ବୃକ୍ଷର ନୂଆ କୋମଳ ପତ୍ର
  • ତେଣୁ 3) କିଶଳୟ ପଦ୍ମର ପ୍ରତିଶବ୍ଦ ନୁହେଁ  

Additional Information

  • ଶବ୍ଦକୁ ଧାରା ରେ 4 ଭାଗରେ ବିଭକ୍ତ କରାଯାଇଛି
  • ତତ୍‍ସମ , ତଦ୍‍ଭବ , ଦେଶଜ , ବୈଦେଶିକ
  • ଗଠନ ଦୃଷ୍ଟିରୁ ଏହାକୁ 2 ଭାଗରେ ବିଭକ୍ତ କରାଯାଇଛି
  • ମୌଳିକ ଓ ବ୍ୟୁତ୍ପନ୍ନ
Odisha Police SI (General English and Odia Language) Paper 1 Mock Test - 8 - Question 3

Direction: Find the part of the given sentence that has an error in it. If there is no error, choose 'No error'.

The participants responds to a series of statements at the dance competition.

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 3

Here, the erroneous part is "The participants responds."
Key Points 

  • The error lies in the part "The participants reponds."
  • According to subject-verb agreement, a plural subject takes a plural verb and a singular subject takes a singular verb.
  • The subject 'participants' is plural, so the verb should also be plural, i.e., 'respond' instead of 'responds.'
  • This is an error in subject-verb agreement.
  • The correct answer is Option 2.
    Correct sentenceThe participants respond to a series of statements at the dance competition.
Odisha Police SI (General English and Odia Language) Paper 1 Mock Test - 8 - Question 4

Directions: Select the one which best expresses the same sentence in passive/active voice.

She took the dog for a walk.

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 4

The correct answer is "The dog was taken for a walk by her."

 Key Points

  • The original sentence is in active voice. The subject ('She') performs the action of the verb (took).
  • In the passive voice, the object ('the dog') becomes the subject.
  • The verb in the passive voice is composed of a form of "be" (in this case, "was" to agree with 'the dog') and a past participle (taken).
  • The preposition 'by' introduces the original subject ('her').

Therefore, the correct answer is Option 4.

Odisha Police SI (General English and Odia Language) Paper 1 Mock Test - 8 - Question 5
'ଘୋଡ଼ା ମୁହାଁ' - ଏହା କେଉଁ ସମାସ ନିଷ୍ପନ୍ନ ପଦ ?
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 5

ସଠିକ ଉତ୍ତର ହେଉଛି- ବହୁବ୍ରୀହି ସମାସ

Key Points

  • ସମସ୍ୟମାନ ପଦମାନଙ୍କ ମଧ୍ୟରେ ଥିବା ସମ୍ବନ୍ଧକୁ ବ୍ୟକ୍ତ କରିବା ପାଇଁ ଯେଉଁ ବିସ୍ତୃତ ଉକ୍ତି ବା ବାକ୍ୟ ବା ବାକ୍ୟାଂଶ ବ୍ୟବହୃତ ହୁଏ, ତାହାକୁ ସମାସ ବାକ୍ୟ ବା ବ୍ୟାସ ବାକ୍ୟ ବା ବିଗ୍ରହ ବାକ୍ୟ କୁହାଯାଏ ।
  • ଯଥା- ତୀକ୍ଷ୍ଣ ବୁଦ୍ଧି ଯାହାର,  କମଳ ପରି ଲୋଚନ, ପିତାଙ୍କ ଭକ୍ତ
  • ପରସ୍ପର ସମ୍ବନ୍ଧ ଥିବା ଏକାଧିକ ପଦକୁ ଏକପଦ କରିବାର ନାମ ହେଉଛି ସମାସ
  • ସମ୍ବନ୍ଧଯୁକ୍ତ ଦୁଇ ବା ତତୋଧିକ ପର ମିଳନରେ ଯେଉଁ ଏକ ପଦ ଗଠିତ ଦୁଏ, ତାହାକୁ ସମସ୍ତ ପଦ ବା ସମାସପଦ କୁହାଯାଏ ।
  • ଯଥା- ତୀକ୍ଷ୍ଣବୁଦ୍ଧି, କମଳଲୋଚନ, ପିତୃଭକ୍ତ ।
  • ସମସ୍ତ ପଦ ମଧ୍ୟରୁ ପ୍ରଥମଟି  ପୂର୍ବପଦ ଓ ଦ୍ବିତୀୟ ପଦଟି ପରପଦ ବା ଉତ୍ତର ପଦ । ଯଥା- ବୀଣାପାଣି । ବୀଣା ପୂର୍ବପଦ ଓ ପାଣି ପରପଦ ବା ଉତ୍ତର ପଦ ।

ଯଥାର୍ଥତା:

  • ଉପରୋକ୍ତ ଶବ୍ଦ ଘୋଡାମୁହାଁ ଶବ୍ଦଟି ଘୋଡାର ମୁହଁ ପରି ମୁହଁ ଯାହାର ତାକୁ କୁହାଯାଏ ।
  • ଯେଉଁ ବହୁବ୍ରୀହି ସମାସରେ ପୂର୍ବପଦ ଉପମାନ ସହ ପରପଦ ଉପମେୟର ସମାସ ହୁଏ, ସମସ୍ତ ପଦରେ ଉପମାନର ଅଂଶବିଶେଷ ଲୋପପାଏ ଏବଂ ସମସ୍ତ ପଦ ଅନ୍ୟାର୍ଥକୁ ବୁଝାଏ, ତାହାକୁ ଉପମିତ ବହୁବ୍ରୀହି ବା ମଧ୍ୟପଦଲୋପୀ ବହୁବ୍ରୀହି କୁହନ୍ତି ।
  • ଏଠାରେ ଘୋଡାର ମୁହଁ ଉପମାନ, ମୁହଁ ଉପମେୟ । ସମସ୍ତ ପଦରେ ମୁହଁପରି ଉପମାନର ଏକ ଅଂଶ ଲୋପ ପାଇଛି ।
  • ଅବଶିଷ୍ଟ ଉପମାନ ଘୋଡା ସହିତ ପରବର୍ତ୍ତୀ ମୁହଁ ଉପମେୟର ସମାସ ହୋଇଛି ।

Additional Information

  • ସଂକ୍ଷେପରେ ଭାବ ପ୍ରକାଶ କରିବା ସମାସର ଉଦ୍ଦେଶ୍ୟ ।
  • ସମାସ ଦ୍ବାରା ରଚନା ସରସ ଓ ଶ୍ରୁତିପ୍ରିୟ ହୁଏ । ଲେଖା ଓଜୋଗୁଣଦୀପ୍ତ ହୁଏ ।
  • ବିଭକ୍ତିଯୁକ୍ତ ପଦର ବ୍ୟବହାର ହ୍ରାସ ପାଏ । ପୁନଶ୍ଚ ସମାସ ପ୍ରକ୍ରିୟା ଦ୍ବାରା ବ୍ୟବହୃତ ପଦର ଅର୍ଥବୋଧଗମ୍ୟତା ଆସେ । 
Odisha Police SI (General English and Odia Language) Paper 1 Mock Test - 8 - Question 6
Anything that happens to us is within the knowledge of God. ସଠିକ ​ଅନୁବାଦ ଚିହ୍ନାଅ ?
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 6

3) ​​ଆମର ଯାହା ଘଟେ ତାହା ଇଶ୍ଵରଙ୍କ ଜ୍ଞାତସାରରେ ହିଁ ଘଟୁଥାଏ ସଠିକ ଉତ୍ତର 

ଯଥାର୍ଥତା :

  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଥାଏ
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ୱ ପ୍ରକାଶିତ ହୋଇଥାଏ
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାshaa
  • ଅନୁ=ପୁନର୍ବାର+ବଦ ଧାତୁ=କହିବା+ଭାବ. ଅ; କଥିତ ଭାଷାର ପୁନଃ କଥନ)
  • ଭାଷାନ୍ତରୀକରଣ; ଏକ ଭାଷାରେ ଲିଖିତ ବା କଥିତ ବିଷୟକୁ ଅନ୍ୟ ଭାଷାରେ ପ୍ରକାଶ କରିବା
  • ସବୁ ଛାତ୍ର ଛାତ୍ରୀ ମାନେ ବିଶ୍ୱସ୍ତରରେ ନିଜର ଭାବନା ଓ ଦକ୍ଷତା ପ୍ରକାଶ କରିବାକୁ ଇଂରାଜୀ ଶିଖିବା ନିହାତି ଆବଶ୍ୟକ
  • Anything that happens to us is within the knowledge of God
  • Anything = ଯାହା , happens to us = ଆମର ଘଟେ , God = ଇଶ୍ଵର , is within the knowledge = ଜ୍ଞାତସାରରେ ହିଁ
  • ତେଣୁ ଅନୁବାଦ ​3) ​​ଆମର ଯାହା ଘଟେ ତାହା ଇଶ୍ଵରଙ୍କ ଜ୍ଞାତସାରରେ ହିଁ ଘଟୁଥାଏ

Additional Information

  • ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ୱ ସୁରକ୍ଷିତ ରହେ
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ଦିଆଯାଏ
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ପ୍ରତିପଦର ଅର୍ଥକୁ ଗୁରୁତ୍ୱ ଦିଆଯାଏ
Odisha Police SI (General English and Odia Language) Paper 1 Mock Test - 8 - Question 7

Directions - A sentence is given in Active/Passive voice. Out of the four alternatives suggested, select the one which best expresses the same sentence in Active/Passive voice.

Rahul is playing cricket in the playground provided by the government.

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 7
Here the correct answer is 'Cricket is being played by Rahul in the playground provided by the government'.
Key Points:-
  • Whenever a sentence in present continuous tense is changed into its passive voice, then we follow the given structure:-
  • 'Is/am/are + Vingis changed to 'is/am/are + being + V3'.
  • For Example:-
    • Active - They are playing cricket in that field.
    • Passive - Cricket is being played by them in that field.
Therefore, the correct passive voice of the given sentence is 'Cricket is being played by Rahul in the playground provided by the government'.
Odisha Police SI (General English and Odia Language) Paper 1 Mock Test - 8 - Question 8
I lost my watch yesterday.
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 8
ସଠିକ ଉତ୍ତର ହେଉଛି ''ଗତକାଲି ମୁଁ ମୋର ଘଣ୍ଟା ହରାଇଲି।' 
Key Points  
  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    
ଯଥାର୍ଥତା:
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''I lost my watch yesterday.'' - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''my watch'' ର ଅର୍ଥ ଓଡ଼ିଆରେ ବୁଝିଲେ 'ମୋର ଘଣ୍ଟା'କୁ ସୂଚାଏ। 
  • 'yesterday' ର ଅର୍ଥ ଓଡ଼ିଆରେ ବୁଝିଲେ 'ଗତକାଲି'କୁ ସୂଚାଏ। 
  • 'I lost'  English Grammar ଅନୁଯାୟୀ 'Simple Past Tense' ଅନ୍ତର୍ଗତ ହେତୁ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ 'ମୁଁ ହରାଇଲି' ଉଦ୍ଦିଷ୍ଟ ହେବ। 
  • ଅତଏବ 'I lost my watch yesterday.' ର ଓଡ଼ିଆ ଅନୁବାଦ ''ଗତକାଲି ମୁଁ ମୋର ଘଣ୍ଟା ହରାଇଲି।'' କହିବା ଯଥାର୍ଥ।    ​     
Additional Information 
  • ଅନ୍ୟ ବିକଳ୍ପଗୁଡିକ ''I lost my watch yesterday.'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି। 
Odisha Police SI (General English and Odia Language) Paper 1 Mock Test - 8 - Question 9
What do you want?
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 9
ସଠିକ ଉତ୍ତର ହେଉଛି ''ତୁମେ କଣ ଚାହୁଁଛ?'' 
Key Points
  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    
ଯଥାର୍ଥତା:
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''What do you want?'' - ବାକ୍ୟଟିରେ ଇଂରାଜୀ ''What'' ର ଅର୍ଥ ଓଡ଼ିଆରେ ବୁଝିଲେ 'କଣ'କୁ ସୂଚାଏ। 
  • ଏଠାରେ ବାକ୍ୟଟି ଏକ Wh-question; English Grammar ଅନୁଯାୟୀ Wh-word (What) ଯୁକ୍ତହେତୁ ପ୍ରଶ୍ନବାଚକ ଅର୍ଥକୁ ସୂଚାଉଛି।  
  • ସାଧାରଣତଃ 'you want' କହିଲେ 'ତୁମେ ଚାହୁଁଛ' ବୋଲି ଓଡ଼ିଆରେ ବୁଝୁ କିନ୍ତୁ ଏଠି ପ୍ରଶ୍ନବାଚକ ସଂରଚନା ନିମିତ୍ତ ' do you want' ରୂପେ ମାର୍ଜିତ କରାହେଇଛି।
  • ଅତଏବ 'What do you want?' ର ଓଡ଼ିଆ ଅନୁବାଦ ''ତୁମେ କଣ ଚାହୁଁଛ?''' କହିବା ଯଥାର୍ଥ।    ​     
Additional Information 
  • ଅନ୍ୟ ବିକଳ୍ପଗୁଡିକ ''What do you want?'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି। 
Odisha Police SI (General English and Odia Language) Paper 1 Mock Test - 8 - Question 10
While she was walking I was running.
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 10
ସଠିକ ଉତ୍ତର ହେଉଛି ''ସେ ଚାଲୁଥିବା ସମୟରେ ମୁଁ ଦୌଡୁଥିଲି।'' 
Key Points 
  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    
ଯଥାର୍ଥତା:
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''While she was walking I was running.'' - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''I was running'' ର ଅର୍ଥ ଓଡ଼ିଆରେ ବୁଝିଲେ 'ମୁଁ ଦୌଡୁଥିଲି'କୁ ସୂଚାଏ। 
  • ଏଠାରେ 'While she was walking' ର ଅର୍ଥ ଓଡ଼ିଆରେ ବୁଝିଲେ 'ସେ ଚାଲୁଥିବା ସମୟରେ'କୁ ସୂଚାଏ। 
  • walk ଅର୍ଥ ଚାଲିବା କ୍ରିୟାକୁ ବୁଝାଉଥିଲାବେଳେ run ଅର୍ଥ ଦୌଡିବା କ୍ରିୟା। 
  • ଅତଏବ ଉଚିତ ସମ୍ମିଶ୍ରଣ ହେତୁ 'While she was walking I was running.' ର ଓଡ଼ିଆ ଅନୁବାଦ ''ସେ ଚାଲୁଥିବା ସମୟରେ ମୁଁ ଦୌଡୁଥିଲି।'' କହିବା ଯଥାର୍ଥ।    ​     
Additional Information 
  • ଅନ୍ୟ ବିକଳ୍ପଗୁଡିକ ''While she was walking I was running.'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି।
Odisha Police SI (General English and Odia Language) Paper 1 Mock Test - 8 - Question 11

ନିମ୍ନରୁ କେଉଁଟି ସମଶ୍ରେଣୀୟ ନୁହେଁ ?

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 11

Key Points

  • ଆମେ ବ୍ୟବହାର କରୁଥିବା ଅବିକଳ ସଂସ୍କୃତ ଶବ୍ଦ ଗୁଡିକୁ ତତ୍-ସମ ଶବ୍ଦ କୁହାଯାଏ। ଯଥା: ଅନୁଭବ, ଅଭିନୟ, ରୋଗ, ସେବା, ଫଳ, ପୃଥିବୀ, ଅଗ୍ନି, କାଷ୍ଠ, ଅଷ୍ଟ, ଘୃତ, ଭାଦ୍ର,  ପିତା, ମାତା, ଭ୍ରାତା, ଭଗିନୀ, ଜାମାତା, ସ୍ବାମୀ, ପୁତ୍ର, ପୌତ୍ର ଇତ୍ୟାଦି।
  • ସଂସ୍କୃତ କିମ୍ବା ତତ୍-ସମ ଶବ୍ଦରୁ ସୃଷ୍ଟ ଶବ୍ଦକୁ ତଦ୍ଭବ ଶବ୍ଦ କୁହାଯାଏ।
  • ଯଥା: ଅଗ୍ନିରୁ ଅଗି , ଅଷ୍ଟରୁ ଆଠ, କାଷ୍ଠରୁ କାଠ, ଘୃତରୁ ଘିଅ, ଭାଦ୍ରରୁ ‘ଭୋଦୁଅ’, ନଦୀରୁ ‘ନଇ’ , ବପ୍ତାରୁ ‘ବାପା’ ଇତ୍ୟାଦି।
  • ଦିଆଯାଇଥିବା ପ୍ରଶ୍ନର ତିନୋଟି ଶବ୍ଦ ଭ୍ରାତା, ସ୍ବାମୀ ଏବଂ ପୁତ୍ର ତତ୍ସମ ଶବ୍ଦର ଉଦାହରଣ। କିନ୍ତୁ ବାପା ଶବ୍ଦଟି ଏକ ତଦ୍ଭବ ଶବ୍ଦର ଉଦାହାରଣ। ତେଣୁ ତାହା ସମଶ୍ରେଣୀୟ ନୁହେଁ। ତେଣୁ ସଠିକ୍ ଉତ୍ତର ବାପା (Option 3) ହେବ।  

Important Points

  • ଅନ୍ୟ କିଛି ତଦ୍ଭବ ଶବ୍ଦର ଉଦାହରଣ: ଉଦ୍ଗୀତା ରୁ ‘ଓତା’, ଅଲକ୍ତକରୁ ‘ଅଳତା’, ଜାମାତାରୁ ‘ଜୋଇଁ’ ଇତ୍ୟାଦି।  
Odisha Police SI (General English and Odia Language) Paper 1 Mock Test - 8 - Question 12
ରୋଗୀ- ବିପରୀତାର୍ଥବୋଧକ ଶବ୍ଦଟି କ'ଣ ?
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 12

3) ନୀରୋଗ ସଠିକ୍‍ ଉତ୍ତର

ଯଥାର୍ଥତା :

  • ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କୁହାଯାଏ
  • କୌଣସି ଶବ୍ଦର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦକୁ ବିପରୀତାର୍ଥକ ଶବ୍ଦ କୁହାଯାଏ 
  • ରୋଗୀର ଅର୍ଥ ଯେ ସବୁବେଳେ ରୋଗରେ ପଡେ 
  • ସୁସ୍ଥର ଅର୍ଥ ଉତ୍ତମ ସ୍ୱାସ୍ଥ୍ୟ,ସ୍ଵାସ୍ଥ୍ୟବାନ୍ ର ଅର୍ଥ ଯାହାର ସ୍ୱାସ୍ଥ୍ୟ ଭଲ
  • ତେଣୁ ରୋଗୀ- ବିପରୀତାର୍ଥବୋଧକ ଶବ୍ଦଟି 3) ନୀରୋଗ

Additional Information

  • ଶବ୍ଦକୁ ଧାରା ରେ 4 ଭାଗରେ ବିଭକ୍ତ କରାଯାଇଛି
  • ତତ୍‍ସମ , ତଦ୍‍ଭବ , ଦେଶଜ , ବୈଦେଶିକ
  • ଗଠନ ଦୃଷ୍ଟିରୁ ଏହାକୁ 2 ଭାଗରେ ବିଭକ୍ତ କରାଯାଇଛି
  • ମୌଳିକ ଓ ବ୍ୟୁତ୍ପନ୍ନ
Odisha Police SI (General English and Odia Language) Paper 1 Mock Test - 8 - Question 13

Directions : Read each sentence and find out whether there is any grammatical or idiomatic error in it. The error if any, will be in one part of the sentence. The alphabet corresponding to that part is your answer.

She did not (A)/ opened the (B)/ door because she (C)/ was washing her hair (D).

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 13

The correct answer is: B
Key Points

  • Here, the error lies in part B.
  • We cannot add a past tense following 'did'. This is because, 'did' is already in past tense.
  • So, we must only add a main verb in the infinitive form.
  • Thus, in place of 'opened' in part, we must use 'open', to make the sentence grammatically correct.
  • Option 1 is correct.

The correct sentence is: She did not open the door because she was washing her hair.

Odisha Police SI (General English and Odia Language) Paper 1 Mock Test - 8 - Question 14

Direction: Choose the appropriate tense for the given sentence:

Hari ______ tea in the evening.

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 14

The correct answer is "drinks."
Key Points 

  •   The habitual present is a verb in the present tense used to indicate an action that occurs regularly or repeatedly.
  • It's also known as the present habitual.
  • "Drinking tea in the evening" is a regular activity.
  • The subject "Hari" is singular, so we need a singular verb "drinks" with it.
  • So, we need a verb in the present tense i.e. "drinks" for the blank.
  • So, the correct answer is Option 3.
    ​​Correct sentenceHari drinks tea in the evening.
Odisha Police SI (General English and Odia Language) Paper 1 Mock Test - 8 - Question 15
Select the most appropriate option to fill in the blank.
Mr Raju has been in this college ________ 2010.
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 15

The correct answer is "since"

Key Points 

  • Let's look at the usage of since:
    • "Since" is used to denote a particular time in the present perfect tense.
    • Look at the following examples:
      • Sabrina has been talking since 2 A.M.
      • There has been no guest here since 1922.
  • The correct sentence will be "Mr Raju has been in this college since 2010."
Hence the correct answer is "option 1"
Odisha Police SI (General English and Odia Language) Paper 1 Mock Test - 8 - Question 16
ଅହୋରାତ୍ର-
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 16

4) ଅହଃ ଓ ରାତ୍ରି ସଠିକ୍‍ ଉତ୍ତର

ଯଥାର୍ଥତା :

  • ପରସ୍ପର ସନ୍ନିହିତ ପୂର୍ବପଦର ଶେଷବର୍ଣ୍ଣ ଓ ପରପଦର ପ୍ରଥମବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ
  • ଅହୋରାତ୍ର = (ଅହଃ+ରାତ୍ରି+ଅ) ଯାହାର ଅର୍ଥ ଅହର୍ନିଶ, ଦିବାନିଶି, ଅବିରତ
  • ସ୍‍ ରୂପୀ ବିସର୍ଗ ପରେ ଅ , ଯ , ର ,ଳ , ବ, ହ ଥିଲେ ବିସର୍ଗ ସ୍ଥାନରେ ଓ ହୁଏ ତେଣୁ ସଠିକ୍‍ ଉତ୍ତର - 4) ଅହଃ ଓ ରାତ୍ରି

Additional Information

  • ଏହା ଏକ ତତ୍‍ସମ ଶବ୍ଦ ବା ସଂସ୍କୃତରୁ ଜାତ ଶବ୍ଦ
  • ବାକ୍ୟ ସଂକ୍ଷେପଣ ନିମିତ୍ତ ଭାବ ଓ ଅର୍ଥକୁ ପରିବର୍ତ୍ତନ ନ କରି ବାକ୍ୟରେ ଥିବା ଏକାଧିକ ପଦକୁ ସଂକ୍ଷେପ କରି ଗୋଟିଏ ପଦରେ ପରିବର୍ତ୍ତନ କରାଯାଇପାରେ। 
  • ଏହିପରି ଗୋଟିଏ ପଦରେ ପ୍ରକାଶ କରିବା ପ୍ରକ୍ରିୟାକୁ ଏକପଦୀକରଣ କୁହାଯାଏ 
  • ପରସ୍ପର ସମ୍ବନ୍ଧ ଥିବା 2 ବା ତତୋଧିକ ପଦକୁ ଏକ ପଦରେ ପରିଣତ କରିବାର ନାମ ହେଉଛି ସମାସ
Odisha Police SI (General English and Odia Language) Paper 1 Mock Test - 8 - Question 17
ବଉଳ ଧରିବା - ଏକପଦରେ ପ୍ରକାଶ କର |
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 17

2) ବଉଳିବା ସଠିକ୍‍ ଉତ୍ତର

ଯଥାର୍ଥତା :

  • ପରସ୍ପର ସମ୍ବନ୍ଧ ଥିବା 2 ବା ତତୋଧିକ ପଦକୁ ଏକ ପଦରେ ପରିଣତ କରିବାର ନାମ ହେଉଛି ସମାସ
  • ବିଶେଷଣ ଓ ବିଶେଷ୍ୟ ପଦକୁ ନେଇ ଯେଉଁ ସମାସ ଗଠିତ ହୁଏ ତାହାକୁ କର୍ମଧାରୟ ସମାସ କୁହାଯାଏ
  • ଏହି ସମାସରେ ସମସ୍ତପଦରେ ପରପଦର ଅର୍ଥର ପ୍ରାଧାନ୍ୟ ରହେ
  • ଯେଉଁ କର୍ମଧାରୟ ସମାସର ସମସ୍ତ ପଦରେ ମଧ୍ୟବର୍ତ୍ତୀ ପଦ ଲୋପ ପାଇଥାଏ , ତାହାକୁ ମଧ୍ୟପଦଲୋପୀ କର୍ମଧାରୟ ସମାସ କୁହାଯାଏ
  • ବିକଳ୍ପ ମାନନ୍କର ଅର୍ଥ 1) ଓ 3) ବଉଳ ଝଡିବା /ଝଡିବା , ବଉଳ ଧରିବାର ବିପରୀତାର୍ଥକ ଶବ୍ଦ ତେଣୁ 2) ବଉଳିବା ସଠିକ୍‍ ଉତ୍ତର

Additional Information

  • ସମାସ ପ୍ରକ୍ରିୟାରେ ବ୍ୟବହୃତ ପଦ - ସମସ୍ତପଦ , ପୂର୍ବପଦ , ପରପଦ , ସମସ୍ତମାନପଦ ଓ ବିଗ୍ରହବାକ୍ୟ
  • ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ 6 ଭାଗରେ ବିଭକ୍ତ କରାଯାଇଛି
  • ତତ୍‍ପୁରୁଷ , କର୍ମଧାରୟ , ଦ୍ୱିଗୁ ,ଦ୍ୱନ୍ଦ ,ଅବ୍ୟୟଭାବ , ବହୁବ୍ରୀହି
Odisha Police SI (General English and Odia Language) Paper 1 Mock Test - 8 - Question 18
Choose the incorrectly spelt word. 
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 18
The correct answer is 'Option 2 (Ornage)'
Key Points
  • The word 'Ornage' is incorrectly spelt.
  • The right spelling is 'Orange'.
  • 'Orange' relates to a type of citrus fruit or the colour that resembles this fruit. (नारंगी)
Consequently, the correct answer is :'Option 2 (Ornage)'.
Additional Information
  • Option 1 'Famous', meaning well-known, is correctly spelled. (प्रसिद्ध)
  • Option 3 'Leader', meaning someone who leads, is correctly spelled.(नेता)
  • Option 4 'Flowing', which pertains to something moving in a steady and continuous way like water, is also correctly spelled. (बहता हुआ)
Odisha Police SI (General English and Odia Language) Paper 1 Mock Test - 8 - Question 19

Direction: A word in capital letters is followed by four words. Choose the word that is most nearly opposite in meaning to the word given in capital letters.

MANSION

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 19

As we know that ,
Mansion is a very big house, while hovel is a small, dingy house, castle is a large fortified residence.
Hence , hovel is an opposite word of Mansion . 

Odisha Police SI (General English and Odia Language) Paper 1 Mock Test - 8 - Question 20

Directions: In the following question, a sentence is given with a blank. You have to fill the blank with one of the words given as options in order to make the sentence contextually and grammatically correct.

Dozens of Brazilian women are trapped in digital travel scams, after paying for luxury holidays from a man whose Instagram account sparkles with _______________ hotels and exotic locations.

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 20

Let us first learn the meanings of the given words:

Lavishness (noun): the quality of being very expensive or impressive.

Opulent (adjective): very costly and luxurious.

Destitute (adjective): without any money.

Artful (adjective): clever or skillful, especially in a crafty or cunning way.

Economical (adjective): operating with little waste or at a saving.

The idea is to state those hotels which are very costly and full of luxury. As per the context, ‘artful’ is a clear elimination. Grammatically, we need only an adjective to qualify noun ‘hotels’, thus ‘lavishness’ is incorrect. Now, between ‘destitute’, ‘economical’ and ‘opulent’, ‘opulent’ is the best contextual fit.

Hence, option B is correct.

Odisha Police SI (General English and Odia Language) Paper 1 Mock Test - 8 - Question 21

Fill in the blanks with the proper past participle form of the following verbs.

Tread

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 21

Answer: D. Both B & C

Explanation:
The past participle form of the verb "tread" can be written in two different ways:

Trod: This is a commonly used past participle form for "tread." For example, "He had trod the path many times before."

Trodden: This is another correct past participle form for "tread," often used in more formal contexts. For example, "The grass was trodden by the many visitors to the park."

Odisha Police SI (General English and Odia Language) Paper 1 Mock Test - 8 - Question 22
ନଗର ଶବ୍ଦର ସାଂସ୍କୃତିକ ରୂପ କ'ଣ  ?
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 22

2)ନଗ୍ର ସଠିକ୍‍ ଉତ୍ତର

ଯଥାର୍ଥତା : 

  • ଯେଉଁ ଶବ୍ଦ ସଂସ୍କୃତ ଭାଷାରୁ ଅପରିବର୍ତ୍ତୀତ ହୋଇ ଓଡିଆ ଭାଷାରେ ବ୍ୟବହୃତ ହୋଇଛି ତାହାକୁ ତତ୍‍ସମ ଶବ୍ଦ କୁହାଯାଏ
  • ନଗରର ଅର୍ଥ (ନଗ + ଅଛି ଅର୍ଥରେ ର) ନଗ ଅର୍ଥାତ୍‍ ପର୍ବତ ପରି ଯେଉଁଠି କୋଠାମାନ ଅଛି , ସହର ଯାହାର ସାଂସ୍କୃତିକ ରୂପ 2) ନଗ୍ର
  • କାରଣ ନାଗରିକର ଅର୍ଥ ନଗରର ଅଧିବାସୀ ଓ ନିଗ୍ରହର ଅର୍ଥ ଅନନୁଗ୍ରହ , ବନ୍ଧନ , ସୀମା ଓ ନିଗ୍ର ଏକ ଅବୈଧ ଶବ୍ଦ

Additional Information

  • ନଗ୍ର ଏକ ତତ୍‍ସମ ଶବ୍ଦ ଓ ଏହା ଅପରିବର୍ତ୍ତୀତ ସଂସ୍କୃତ ଶବ୍ଦ 
  • ନିଗ୍ରହର ଅନ୍ୟ ଅର୍ଥ ହତସା , ବିନାଶ , ନିବାରଣ , ଅନ୍ୟାୟ
Odisha Police SI (General English and Odia Language) Paper 1 Mock Test - 8 - Question 23

'ଛାତ୍ରଙ୍କ ପ୍ରତି ଗାନ୍ଧିଜୀ' ପୁସ୍ତକରେ ଛାତ୍ରମାନେ କ'ଣ ପାଠ କରିବା ନିତ୍ୟାନ୍ତ ଆବଶ୍ୟକ ?

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 23

2) ଗାନ୍ଧିଜୀଙ୍କ ଉପଦେଶ ସଠିକ୍‍ ଉତ୍ତର

ଯଥାର୍ଥତା :

  • ଜାତିର ଜନକ ମହାତ୍ମା ଗାନ୍ଧୀ ଯେତେବେଳେ ଭାରତର ସ୍ୱାଧୀନତା ପ୍ରାପ୍ତି ନିମିତ୍ତ ଅସହଯୋଗ ଆନ୍ଦୋଳନ ସୂତ୍ରପାତ କରିଥିଲେ, ସେତେବେଳେ ସେ ସ୍କୁଲ କଲେଜର ଛାତ୍ର ମାନଙ୍କୁ ସ୍କୁଲ କଲେଜ ଛାଡି ଚାଲି ଆସିବା ପାଇଁ ଆହ୍ୱାନ କରିଥିଲେ
  • ସେ ଚାହିଁଥିଲେ ସ୍ୱାଧୀନତା ସଂଗ୍ରାମରେ ଏ ଦେଶର ଯୁବସମାଜ ପ୍ରତ୍ୟକ୍ଷ କାର୍ଯ୍ୟପନ୍ଥା ଗ୍ରହଣ କରୁ ଏବଂ ଏ ଦେଶର ଛାତ୍ର ସମାଜ ସ୍କୁଲ କଲେଜରେ ଯେଉଁ ଶିକ୍ଷାଲାଭ କରୁଅଛି ତାହା କେବଳ ପରାଧୀନ ରହିବାର ଶିକ୍ଷା ତେଣୁ ସେ ସ୍କୁଲ କଲେଜର ଶିକ୍ଷାକୁ ଯଥାର୍ଥରେ ଶିକ୍ଷାର ମୂଲ୍ୟ ଦେବାକୁ ଉଚିତ ମାନେ କରି ନଥିଲେ 
  • ସ୍କୁଲ କଲେଜ ଛାଡି ଆସିବା ପାଇଁ ମହାତ୍ମା ଗାନ୍ଧୀ ଛାତ୍ର ମାନଙ୍କୁ ଆହ୍ୱାନ କରିଥିଲେ ବୋଲି କେହି ଯେପରି ମାନେ ନକରନ୍ତି ଯେ ମହାତ୍ମା ଗାନ୍ଧୀ ଚାହିଁଥିଲେ ଛାତ୍ରମାନେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରନ୍ତୁ
  • ମହାତ୍ମା ଗାନ୍ଧୀ ଯେଉଁ ରାମରାଜ୍ୟର ସ୍ବପ୍ନ ଦେଖିଥିଲେ ସେଥିରେ ସେଥିରେ ଛାତ୍ର ସମାଜ ପାଇଁ ତାଙ୍କର ପରିକଳ୍ପନା ଥିଲା ବହୁ ଉଚ୍ଚରେ
  • 'ଛାତ୍ରଙ୍କ ପ୍ରତି ଗାନ୍ଧିଜୀ' ପୁସ୍ତକରେ ଛାତ୍ରମାନେ 2) ଗାନ୍ଧିଜୀଙ୍କ ଉପଦେଶ ପାଠ କରିବା ନିତ୍ୟାନ୍ତ ଆବଶ୍ୟକ

Additional Information

  • 'ଛାତ୍ରଙ୍କ ପ୍ରତି ଗାନ୍ଧିଜୀ ' ନାମକ ପୁସ୍ତକରେ ତାଙ୍କର ଉପଦେଶାବଳୀ ପ୍ରତ୍ୟକ ଛାତ୍ର ପାଠ କରିବା ନିତାନ୍ତ ଆବଶ୍ୟକ
  • ଆଜିର ଛାତ୍ରସମାଜ ଜ୍ଞାନାଜ୍ଜନ ନକରି ରାଜନୀତି ଜରିଆରେ ଯେବେ ନିଜର ଓ ଦେଶର ଉନ୍ନତି କରିବା ଲାଗି ତତ୍ପରତା ପ୍ରକାଶ କରେ ତେବେ ତାହା ସମ୍ଭବ ହୋଇପାରିବ ନାହିଁ 
  • କାରଣ ଆଜିର ଜଗତ ଏକ ସମ୍ପୂର୍ଣ ନୂତନ ଜଗତ, ଏ ଜଗତରେ ଜ୍ଞାନର ଆବଶ୍ୟକତା ସର୍ବାଧିକ 
Odisha Police SI (General English and Odia Language) Paper 1 Mock Test - 8 - Question 24
ଅତି ପୁରୁଣା - ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି ବାଛ ।
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 24

3) ଆସିଆ କାଳର ମାସିଆ ସଠିକ୍‍ ଉତ୍ତର

ଯଥାର୍ଥତା : 

  • କୌଣସି ଶବ୍ଦ ନିଜ ଅର୍ଥ ଛାଡି , ଅନ୍ୟ ଶବ୍ଦ ସହ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କରେ ତାହାକୁ 'ରୂଢି' କୁହାଯାଏ 

ଅନ୍ୟ ବିକଳ୍ପର ଅର୍ଥ-

  1. ଅନ୍ଧର ଲଉଡି - ଅସହାୟର ସହାୟ
  2. ଓଳିଆରୁ ପଡି ଗଜା - ଜନ୍ମରୁ ଚତୁର
  3. ଆସିଆ କାଳର ମାସିଆ - ଅତି ପୁରୁଣା
  4. ନ ଦେଖିଲା ଓଉ ଛଫଡା - ଅତିରଞିତ କରିବା

ବିକଳ୍ପର ଅର୍ଥ ଜାଣିଲାପରେ ଆମେ ଜାଣିପାରୁଛୁ 3) ଆସିଆ କାଳର ମାସିଆ ସଠିକ୍‍ ଉତ୍ତରAdditional Information

  • ଓଡିଆ ଭାଷାରେ ପ୍ରଚଳିତ ରୂଢି 3 ପ୍ରକାରର ହୋଇଥାଏ
  • କ୍ରିୟାହୀନ , କ୍ରିୟାଯୁକ୍ତ , ତୁଳନାତ୍ମକ
  • ଶବ୍ଦଗଠନ ଦୃଷ୍ଟିରୁ ଶବ୍ଦ 3 ପ୍ରକାରର ରୂଢ , ଯୌଗିକ , ଯୋଗରୂଢ
Odisha Police SI (General English and Odia Language) Paper 1 Mock Test - 8 - Question 25
ସୂର୍ଯ୍ୟଙ୍କର ପ୍ରତିଶବ୍ଦ କେଉଁଟି ?
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 25
ସଠିକ ଉତ୍ତର ହେଉଛି "ଉପରୋକ୍ତ ସମସ୍ତ"
Key Points 
  • ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ।
  • ଏ ପ୍ରକାର ଶବ୍ଦମାନଙ୍କୁ 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ' କୁହାଯାଏ।
ଯଥାର୍ଥତା:
  • ଆମ ଭାଷାରେ ଏହି 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ'ଗୁଡ଼ିକ ଦୈନଦିନ ଭାବରେ ପ୍ରଚଳିତ ଓ ବ୍ୟବହୃତ।
  • ଓଡ଼ିଆ ଶବ୍ଦକୋଷ ଅନୁଯାୟୀ 'ସୂର୍ଯ୍ୟ' କହିଲେ 'ଆମ ସୌରଜଗତର ସବୁଠାରୁ ବଡ଼ ଓ ଜ୍ୱଳନ୍ତ ପିଣ୍ଡ ଯାହାଠାରୁ ସବୁ ଗ୍ରହକୁ ଉତ୍ତାପ ଓ ଆଲୋକ ମିଳେ' ଓ ହିନ୍ଦୁ ପୁରାଣ ଅନୁଯାୟୀ 'ଜଣେ ବୈଦିକ ଦେବତା'
  • ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ ପ୍ରତ୍ୟେକଟି 'ଆଦିତ୍ୟ, ଦିବାକର ଓ ପ୍ରଭାକର' 'ସୂର୍ଯ୍ୟ' ଶବ୍ଦଟିର ଅଭିଧାନିକ ଅର୍ଥକୁ ସୂଚାରୁରୂପେ ପ୍ରତିପାଦନ କରୁଥିବା ହେତୁ ସମକକ୍ଷ ବା ପର୍ଯ୍ୟାୟବାଚୀ।  
  • ବିଭିନ୍ନ ପୌରାଣିକ ଗ୍ରନ୍ଥ, ଶାସ୍ତ୍ର ଓ ବିଜ୍ଞାନରେ ଏହି ଶବ୍ଦଗୁଡ଼ିକର ପ୍ରଚଳନ 'ସୂର୍ଯ୍ୟ'ର ପ୍ରତିଶବ୍ଦ ରୂପେ ଦେଖିବାକୁ ମିଳିଛି।  
Additional Information
  • 'ସୂର୍ଯ୍ୟ'ର ଅନ୍ୟ ପ୍ରତିଶବ୍ଦଗୁଡ଼ିକ ହେଲା- ରବି, ତପନ, ଭାସ୍କର, ଦିନକର, ଦିନନାଥ, ଦିନମଣି, ମିହିର, ସବିତା, ସହସ୍ରାଂଶୁ, ଅଂଶୁମାଳୀ, ମାର୍ତ୍ତଣ୍ଡ, ଭାନୁ, ବିକର୍ତ୍ତନ, ବିବସ୍ୱାନ ଇତ୍ୟାଦି।
Odisha Police SI (General English and Odia Language) Paper 1 Mock Test - 8 - Question 26
'ଡକ୍ଟର ରିମା ନାଇଡୁ _____ଏମ. ବି. ବି.ଏସ _____ଏମ.ଏସ' - ବାକ୍ୟାଂଶଟିର ଶୂନ୍ୟସ୍ଥାନରେ କେଉଁ ବିନ୍ୟାସ ଚିହ୍ନ ଲାଗିବ?
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 26
ସଠିକ ଉତ୍ତର ହେଉଛି ","।
Key Points 

  
  • ମନର ଭାବନାକୁ ବାକ୍ୟରେ ପରିଣତ କରିବା ସମୟରେ ଭାବନାକୁ ସ୍ପଷ୍ଟ ରୂପେରେଖ ଦେବା
  • ନିମିତ୍ତ ବାକ୍ୟରେ କେତେକ ଚିହ୍ନର ବ୍ୟବହାର କରାଯାଇଥାଏ। ଏଗୁଡ଼ିକୁ ବାକ୍ୟ ବିନ୍ୟାସ ଚିହ୍ନ କହନ୍ତି।  
  • ବାକ୍ୟରେ ବ୍ୟବହୃତ ଚିହ୍ନଗୁଡ଼ିକ ନିମ୍ନ ପ୍ରକାର–
  • ପୂର୍ଣ୍ଣଚ୍ଛେଦ (।)
  • କମା ବା ପ୍ରଥମଚ୍ଛେଦ (,)
  • ସେମିକଲୋନ ବା ଦ୍ବିତୀୟଚ୍ଛେଦ (;)
  • କୋଲନ୍ (:)
  • ଉଦାହରଣ ବା ଯଥା ଚିହ୍ନ (:-)
  • ପ୍ରଶ୍ନବାଚକ ଚିହ୍ନ (?)
  • ବିସ୍ମୟାଦି ସୂଚକ ଚିହ୍ନ (!)
  • ଉଦ୍ଧୃତ ଚିହ୍ନ (" ") ବା (' ')
  • ବ୍ୟବଧାନ ଚିହ୍ନ (-)
  • ବନ୍ଧନୀ ଚିହ୍ନ '()'/'[]'/'{}'

ଯଥାର୍ଥତା:

  • ଗୋଟିଏ ବାକ୍ୟରେ ବ୍ୟବହୃତ ଏକାଧିକ ବିଶେଷ୍ୟ, ଏକାଧିକ ବିଶେଷଣ, ଏକାଧିକ କ୍ରିୟାପଦକୁ ପୃଥକ୍ କରିବାପାଇଁ ପ୍ରଥମଚ୍ଛେଦ (,) ବ୍ୟବହୃତ ହୁଏ।
  • ମାତ୍ର ଏହା ସଂଯୋଜକ ଅବ୍ୟୟ ପଦପୂର୍ବରୁ ବ୍ୟବହୃତ ହୁଏନାହିଁ।
  • ଯଥା:- ରାମ, ବନମାଳୀ ଓ ଶଶିକାନ୍ତ ସାଥୀ ହୋଇ ସ୍କୁଲ ଯାଉଛନ୍ତି।
  • ଏହି ବାକ୍ୟରେ ରାମ ପରେ ପ୍ରଥମଚ୍ଛେଦ ବ୍ୟବହାର କରାଯାଇଛି।
  • ନାମପରେ ଉପାଧି ଯୋଗକଲେ ପ୍ରଥମଚ୍ଛେଦ (,) ବ୍ୟବହୃତ ହୁଏ।
  • ଯଥା: ଡ଼କ୍ଟର ପ୍ରସନ୍ନ କୁମାର ମହାପାତ୍ର, ଏମ.ଏ. ପିଏଚ ଡ଼ି.ଡି.ଲିଟ୍, ସାହିତ୍ୟ ରତ୍ନ।
  • ଏପରି ଉଲ୍ଲେଖ ଆମେ ସାଧାରଣତଃ କୌଣସି ବ୍ୟକ୍ତି ବିଶେଷର ନାମ ପରେ ତାଙ୍କ ଉପାଧି ବିଶେଷ ବର୍ଣ୍ଣନ ସମୟରେ ଦେଖିଥାଉ। 
  • ଏଠାରେ ଦତ୍ତ 'ଡକ୍ଟର ରିମା ନାଇଡୁ _____ଏମ. ବି. ବି.ଏସ _____ଏମ.ଏସ' ବାକ୍ୟଟିରେ ନାମ 'ଡକ୍ଟର ରିମା ନାଇଡୁ' ପରେ ଉପାଧି - 'ଏମ. ବି. ବି.ଏସ ଓ ଏମ.ଏସ' ଲାଗିଛି। 
  • ସୁତରାଂ ଏଠି ବାକ୍ୟାଂଶଟିର ଶୂନ୍ୟସ୍ଥାନରେ ପ୍ରଥମଚ୍ଛେଦ ବା କମା (,) ବ୍ୟବହୃତ ହେବ।
  • ଯଥା: ଡକ୍ଟର ରିମା ନାଇଡୁ, ଏମ. ବି. ବି.ଏସ, ଏମ.ଏସ।​

Additional Information 

  • ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ, ଉଦାହରଣ ବା ଯଥା ଚିହ୍ନ(:-) ଉଦାହରଣ ଦେବା ସମୟରେ ବ୍ୟବହାର କରାଯାଏ।
  • ଯଥା: ବର୍ଷକ ଛଅ ଋତୁ; ଯଥା:- ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ।
  • ସେମିକୋଲନ ବା ଦ୍ବିତୀୟଚ୍ଛେଦ (;) - ପ୍ରଥମଚ୍ଛେଦଠାରୁ ଅଧିକ ବିରାମର ଆବଶ୍ୟକ ଥିଲେ ସେମିକଲୋନ ବା ଦ୍ଵିତୀୟଚ୍ଛେଦ ବ୍ୟବହାର କରାଯାଏ।
  • ସଂଯୋଜକ ବିହୀନ ଯୌଗିକ ବାକ୍ୟରେ ସମକକ୍ଷ ବାକ୍ୟଗୁଡ଼ିକୁ ପୃଥକ୍ କରିବା ନିମିତ୍ତ ଦ୍ଵିତୀୟଚ୍ଛେଦ ବ୍ୟବହାର କରାଯାଏ।
  • ଯଥା:- ମୁଁ ପ୍ରାର୍ଥନା କଲେ; ମନରେ ଶାନ୍ତି ପାଏ।
  • ଗୋଟିଏ ଭାବର ଗତି ଅବିଚ୍ଛିନ୍ନ ଥିଲେ ପ୍ରତ୍ୟେକ ପୂର୍ଣ୍ଣ ବାକ୍ୟର ଶେଷରେ ଦ୍ବିତୀୟଚ୍ଛେଦ ବ୍ୟବହୃତ ହୁଏ।
  • ଯଥା:- ମୁଁ ସକାଳେ ଜଳଖିଆ ଖାଇ ସାରିଲି; ତାପରେ ସାଇକେଲରେ ସ୍କୁଲ ଯାଉଥିଲି; ରାସ୍ତାରେ ମାଧବ ଦେଖାଦେବାରୁ ମୁଁ ତାଙ୍କୁ ସାଥୀରେ ନେଇଗଲି।
  • ନହେଲେ, ନଚେତ୍‌, ତଥାପି, ପୁଣି, ପ୍ରଭୃତି ସଂଯୋଜକ ଯୁକ୍ତ ଯୌଗିକ ବାକ୍ୟର ସହବାକ୍ୟ ଗୁଡ଼ିକୁ ପୃଥକ୍ କରିବା ନିମିତ୍ତ ଦ୍ଵିତୀୟଚ୍ଛେଦ ବ୍ୟବହୃତ ହୁଏ।
  • ଯଥା:- ଭଲ ଭାବରେ ଚାଷକର; ନଚେତ ଫସଲ ଭଲ ପାଇବ ନାହିଁ।
  • ଦ୍ଵିତୀୟଚ୍ଛେଦ (;) ଠାରୁ ଅଧିକ ବିରାମ ଆବଶ୍ୟକ ହେଉଥିଲେ ସେଠାରେ କୋଲନ୍ (:) ବ୍ୟବହାର କରାଯାଏ।
  • ଉଦାହରଣ ପୂର୍ବରୁ ଅଥବା ସଂଳାପ ରଚନା କ୍ଷେତ୍ରରେ କୋଲନ୍ ବ୍ୟବହାର କରାଯାଏ।
  • ଯଥା:- ବ୍ୟାସକବି ଫକୀର ମୋହନ ସାହିତ୍ୟର ବହୁ ବିଭାଗରେ ଲେଖନୀ ଚାଳନା କରିଥିଲେ: ଗଳ୍ପ, ଉପନ୍ୟାସ, କାବ୍ୟ, କବିତା, ଆତ୍ମଜୀବନୀ ଓ ପ୍ରବନ୍ଧ।
Odisha Police SI (General English and Odia Language) Paper 1 Mock Test - 8 - Question 27

ଭୌତିକ - ବିପରୀତରେ କ'ଣ ହେବ ?

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 27

ସଠିକ ଉତ୍ତର ହେଉଛି "ଆଧ୍ୟାତ୍ମିକ"।
 Key Points

  • 'ବିପରୀତ ଶବ୍ଦ' ର ନାମରୁ ଜଣାପଡ଼ୁଛି ଯେ ଏହା କୌଣସି ଶବ୍ଦର ବିପରୀତ ଅର୍ଥକୁ ବୁଝାଇବ।
  • ଅର୍ଥାତ୍ କୌଣସି ଶବ୍ଦର ଅର୍ଥର ବିପରୀତ ଅର୍ଥକୁ ଆମେ 'ବିପରୀତ ଶବ୍ଦ' କହିବା।

ଯଥାର୍ଥତା:

  • ଆମ ଓଡ଼ିଆ ଭାଷାକୋଷରେ ଏହି ବିପରୀତ ଶବ୍ଦଗୁଡ଼ିକ ସଠିକ ବ୍ୟବହାରିତ ନିୟମକୁ ପାଳନ କରି ଦୈନନ୍ଦିନ ପ୍ରଚଳିତ ଓ ବ୍ୟବହୃତ।
  • ତେଣୁ ଗୋଟିଏ ଶବ୍ଦର ଉପଯୁକ୍ତ ବିପରୀତାର୍ଥକ ବୋଧକ ଶବ୍ଦଟି ସଠିକ ବ୍ୟବହାର୍ଯ୍ୟ ନିୟମ ଅନୁସାରେ ଚୟନ କରାଯିବା ଉଚିତ୍
  • ଏଠାରେ ସଠିକ ବ୍ୟବହାର୍ଯ୍ୟ ନିୟମ ଅନୁସାରେ 'ଭୌତିକ' ର ଉପଯୁକ୍ତ ବିପରୀତ ହେଉଛି 'ଆଧ୍ୟାତ୍ମିକ'
  • କାରଣ ଓଡ଼ିଆ ଅଭିଧାନ ଅନୁସାରେ 'ଭୌତିକ' 'ଭୂତସମ୍ୱନ୍ଧୀୟ ବା ପଞ୍ଚଭୂତ ଘଟିତ ବା ପ୍ରାକୃତିକ' ଅର୍ଥକୁ ବୁଝାଉଥିଲା ବେଳେ 'ଆଧ୍ୟାତ୍ମିକ' ଶବ୍ଦଟି 'ବ୍ରହ୍ମ ବିଷୟକ ଜ୍ଞାନ ବା ଆତ୍ମ ତତ୍ତ୍ୱବୋଧ ସମ୍ବନ୍ଧୀୟ' ଅର୍ଥକୁ ସୂଚାଇଥାଏ।
  • ସୁତରାଂ ଏଥିରୁ ସ୍ପଷ୍ଟ ଯେ 'ଭୌତିକ - ଆଧ୍ୟାତ୍ମିକ' ପରସ୍ପର ବିପରୀତାର୍ଥକ।   

 Additional Information

  • ଅନ୍ୟ ବିକଳ୍ପଗୁଡିକ ଉଚିତ୍ ବ୍ୟବହାର୍ଯ୍ୟ ନିୟମ ଅନୁସାରେ ଉପଯୁକ୍ତ ବିପରୀତାର୍ଥକ ନୁହେଁ।
  • 'ସାଂସାରିକ' ଶବ୍ଦଟି 'ସଂସାର ସହ ସଂପର୍କ ରଖିବା ବା ଲୌକିକ' ଅର୍ଥକୁ ବୁଝାଉଥିଲାବେଳେ 'ପାର୍ଥିବ' ଶବ୍ଦଟି 'ପୃଥିବୀର ବା ପୃଥିବୀ ସହ ସମ୍ବନ୍ଧିତ' ଅର୍ଥକୁ ସୂଚିତ କରେ। 
  • 'ଐହିକ' କହିଲେ 'ଇହ ଜଗତ ସମ୍ବନ୍ଧୀୟ ବା ଇହ ଜଗତରେ ଅର୍ଥାତ ଜୀବନ କାଳ ମଧ୍ୟରେ ଭୋଗ କରାଯିବା' ଅର୍ଥକୁ ସୂଚାଇଥାଏ।
  • 'ସାଂସାରିକ'; 'ପାର୍ଥିବ'; 'ଐହିକ' ଏବଂ 'ଭୌତିକ' ଶବ୍ଦଗୁଡ଼ିକ ପରସ୍ପରର ନିକଟସ୍ଥ ସମକକ୍ଷ ରୂପେ ପ୍ରତୀତ ହୁଏ। 
Odisha Police SI (General English and Odia Language) Paper 1 Mock Test - 8 - Question 28
'ଚନ୍ଦ୍ର' ର ପ୍ରତିଶବ୍ଦ ଚିହ୍ନଟ କର:
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 28

ସଠିକ ଉତ୍ତର ହେଉଛି "ମୃଗାଙ୍କ"

Key Points

  • ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ
  • ଏ ପ୍ରକାର ଶବ୍ଦମାନଙ୍କୁ 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ' କୁହାଯାଏ।

ଯଥାର୍ଥତା:

  • ଆମ ଭାଷାରେ ଏହି 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ'ଗୁଡ଼ିକ ଦୈନଦିନ ଭାବରେ ପ୍ରଚଳିତ ଓ ବ୍ୟବହୃତ।
  • ଏଠାରେ 'ଚନ୍ଦ୍ର' ର ପ୍ରତିଶବ୍ଦଟି ହେଉଛି 'ମୃଗାଙ୍କ'
  • କାରଣ ଓଡ଼ିଆ ଅଭିଧାନରେ 'ମୃଗାଙ୍କ' ଶବ୍ଦଟି 'ଯାହାର ମୃଗ ପରି ଲକ୍ଷଣ ଅର୍ଥାତ ଚପଳାମୀ ଗୁଣ' ଅର୍ଥକୁ ସୂଚିତ କରେ।
  • ଚନ୍ଦ୍ରର ଗୁଣ ମୃଗ ପରି ଚପଳ, କେତେବେଳେ ପୂର୍ଣ୍ଣ ମାତ୍ରାରେ ଦୃଶ୍ୟିତ ତ କେତେବେଳେ ମେଘରେ ଘନତା ମଧ୍ୟରେ ଲୁକ୍କାୟିତ
  • 'ଚନ୍ଦ୍ର' ର ଅନ୍ୟ ପ୍ରତିଶବ୍ଦଗୁଡ଼ିକ ହେଲା- ଇନ୍ଦୁ, ଓଷଧୀଶ, କଳାନିଧି, କଳାକର, ଚନ୍ଦ୍ରମା, ଜହ୍ନ, ନିଶାକର, ନିଶାପତି, ବିଧୁ, ଶଶୀ, ଶୀତାଂଶୁ, ସୁଧାଂଶୁ, ସୁଧାକର, ହିମାଂଶୁ, ଇତ୍ୟାଦି।

Additional Information

  • ଅନ୍ୟ ବିକଳ୍ପଗୁଡ଼ିକ ଯେପରି ନଭସ୍ୱାନ - ପକ୍ଷୀର, ନିଶାନ୍ତ - ସକାଳର ଓ କୁରଙ୍ଗ - ହରିଣର ପ୍ରତିଶବ୍ଦ ଅଟେ
Odisha Police SI (General English and Odia Language) Paper 1 Mock Test - 8 - Question 29

ନିମ୍ନଲିଖିତ ପଦ ମାନଙ୍କ ମଧ୍ୟରୁ ଭୁଲ ବିଶେଷ୍ୟ ରୂପ ଚିହ୍ନାଅ ।   

Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 29

ସଠିକ ଉତ୍ତର ହେଉଛି "ବଦ୍ଧ"
Key Points  

  • କେବଳ ଆମ ଓଡ଼ିଆ ଭାଷାରେ ନୁହେଁ, ପୃଥିବୀର ସବୁ ଭାଷାରେ ଅନେକ ନାମ ଭରପୂର ରହିଛି।
  • ନାମମୟ ଏ ପୃଥିବୀର ଭାବ ବ୍ୟବସ୍ଥାରେ ପ୍ରାଣୀ - ଅପ୍ରାଣୀ ଭେଦରେ ଆମେ ଅନେକ ନାମକୁ ବ୍ୟବହାର କରିଥାଉ।
  • ନାମଗୁଡ଼ିକ ମୁଖ୍ୟତଃ ସଂଜ୍ଞା ସୂଚକ ବା ସ୍ଵତନ୍ତ୍ର ପରିଚିତିର ସଙ୍କେତ।
  • ସଜୀବ ହେଉ କି ନିର୍ଜୀବ ହେଉ ପୃଥିବୀର କୌଣସି ଗୋଟିଏକୁ ଅନ୍ୟଠାରୁ ଅଲଗା କରି ସ୍ଵତନ୍ତ୍ର ରୂପେ ଚିହ୍ନାଇଦେବା ପାଇଁ ଆମେ ଅଲଗା ଅଲଗା ନାମ ଦେଇଥାଉ।
  • ଏହି ସ୍ଵତନ୍ତ୍ର ନାମ ହିଁ ଗୋଟିଏ ପଦାର୍ଥ, ଗୁଣ, ଜାତି, ଅବସ୍ଥା, କ୍ରିୟା, ଭାବ ଓ ପ୍ରାଣୀକୁ ଅନ୍ୟଠାରୁ ପୃଥକ କରି ଚିହ୍ନିବାରେ ସାହାଯ୍ୟ କରେ
  • ଭାଷାରେ ବ୍ୟବହୃତ ‘ନାମ’ ଗୁଡ଼ିକ କୌଣସି ନା କୌଣସି ସଜୀବ ଅଥବା ନିର୍ଜୀବର ଜାତି, ଗୁଣ, ଅବସ୍ଥା ଓ କାର୍ଯ୍ୟାଦିକୁ ବୁଝାଇଥାଏ।
  • ସୁତରାଂ ବାକ୍ୟରେ ବ୍ୟବହୃତ ଯେଉଁ ପଦ କୌଣସି ପ୍ରକାରର ସଂଜ୍ଞା - ସଙ୍କେତ ହୋଇଥାଏ ବା ନାମକୁ ବୁଝାଏ, ତାହାକୁ ‘ବିଶେଷ୍ୟ’ ପଦ କୁହାଯାଏ
  • ଯଥା: ବିଦ୍ୟାଳୟଟି ଯୁବସମାଜଙ୍କ ପାଇଁ ଏକ ଡାକରା ଥିଲା।
  • ଏଠି ‘ବିଦ୍ୟାଳୟ’–ଏକ ନିର୍ଦ୍ଦିଷ୍ଟ ଅନୁଷ୍ଠାନମୂଳକ ଜାତିର ନାମ ହେତୁ ବିଶେଷ୍ୟ ପଦ।
  • ବାକ୍ୟରେ ଯେଉଁ ପଦ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ପରିମାଣ ଓ ସଂଖ୍ୟାକୁ ନିର୍ଦ୍ଦିଷ୍ଟ ଭାବେ ବିଶେଷିତ କରେ ବା ପ୍ରକାଶ କରେ, ତାହାକୁ ‘ବିଶେଷଣ’ ପଦ କୁହାଯାଏ।
  • ଏହା ସାଧାରଣତଃ 'ବିଶେଷ୍ୟର ବିଶେଷଣ' ରୂପେ ବିଦିତ। 
  • ଯଥା: ବୁଢ଼ା ଅଜା ଏବେ ସଫା ଜାମା ପିନ୍ଧିଲେଣି
  • ଏଠି 'ବୁଢ଼ା' ଓ 'ସଫା' – ଏହି ଦୁଇଟି ପଦ ଯଥାକ୍ରମେ 'ଅଜା' ଓ 'ଜାମା' ବିଶେଷ୍ୟ ପଦ ଦୁଇଟିର ବିଶେଷତ୍ଵକୁ ଆମ ପାଖରେ ଭିନ୍ନ ଗୁଣରେ ଓ ଭିନ୍ନ ଅବସ୍ଥା ସୂଚକ କରି ଉଭା କରାଇଦେଉଛି

ଯଥାର୍ଥତା: 

  • ଦିଆଯାଇଥିବା ପ୍ରଶ୍ନର ଉତ୍ତର ପାଇଁ ପ୍ରଥମତଃ ନିମ୍ନ ଉଦାହରଣଟିକୁ ଦେଖିବା:
  • ବଚନ ବଦ୍ଧ ରାମଚନ୍ଦ୍ର ଅଯୋଧ୍ୟା ଛାଡ଼ି ବନବାସ ଯିବାକୁ ବାହାରିଲେ।
  • ଏଠାରେ 'ବଦ୍ଧ' ଶବ୍ଦଟି ବଚନ ସହ ଯୁକ୍ତ ହୋଇ ବିଶେଷ୍ୟ ପଦ 'ରାମଚନ୍ଦ୍ର'ଙ୍କ 'ନିର୍ଦ୍ଦିଷ୍ଟ ଭାବରେ ଦେଇଥିବା ବଚନ ପ୍ରତି ବାନ୍ଧିହୋଇଥିବା ଅବସ୍ଥା'କୁ ସୂଚିତ କରୁଛି। 
  • ଅତଏବ 'ବଦ୍ଧ' ଏକ ବିଶେଷ୍ୟ କୁ ବିଶେଷିତ କରୁଥିବା ହେତୁ ବିଶେଷ୍ୟର ବିଶେଷଣ ପଦ ଅଟେ, ଏବଂ ଏକ ନାମକୁ ସୂଚାଉ ନ ଥିବା ହେତୁ ବିଶେଷ୍ୟ ନୁହଁ। 

 Additional Information

  • ଅନ୍ୟ ବିକଳ୍ପଗୁଡିକ ଏକ ନାମକୁ ବୁଝାଉଥିବା ହେତୁ ବିଶେଷ୍ୟ ପଦ ଅଟନ୍ତି।
  • ଯଥା: ଧୂମ - କଞ୍ଚା କାଠ ଜଳେଇଲେ ଅଧିକ ଧୂମ ବାହାରେ - ଏଠାରେ ଧୂମ ହେଉଛି କୌଣସି ବସ୍ତୁର ଜ୍ୱଳନରୁ ବାହାରୁଥିବା କଳା ଧୂଆଁର ନାମ। 
  • ଦାଢି - ଆପଣଙ୍କ ଦାଢି ବହୁତ ବଢିଯାଇଛି - ଏଠାରେ ଦାଢି ହେଉଛି ମୁହଁ ଉପରେ ବଢ଼ିଥିବା ବାଳର ନାମ।
  • କର୍ମ - ଉଚିତ ନ୍ୟାୟଯୁକ୍ତ କର୍ମ ସର୍ବଦା ସୁଫଳ ହିଁ ଆଣିଥାଏ - ଏଠାରେ କର୍ମ ହେଉଛି ଯାହା କରାଯାଏ ତାହାର ନାମ।   ​
Odisha Police SI (General English and Odia Language) Paper 1 Mock Test - 8 - Question 30
'ନାହିଁ ଜନ୍ମ ଯାହାର' - ଏକପଦରେ ପ୍ରକାଶ କର |
Detailed Solution for Odisha Police SI (General English and Odia Language) Paper 1 Mock Test - 8 - Question 30

2) ଅଜନ୍ମା ସଠିକ୍‍ ଉତ୍ତର

ଯଥାର୍ଥତା - 

  • ପରସ୍ପର ସମ୍ବନ୍ଧ ଥିବା 2 ବା ତତୋଧିକ ପଦକୁ ଏକ ପଦରେ ପରିଣତ କରିବାର ନାମ ହେଉଛି ସମାସ
  • ଯେଉଁ ସମାସରେ ସମସ୍ତପଦ ସମସ୍ୟମାନ ପଦମାନନ୍କ ମଧ୍ୟରୁ କାହାର ଅର୍ଥ ନ ବୁଝାଇ ଅନ୍ୟ ଅର୍ଥ ବୁଝାଏ ତାହାକୁ ବହୁବ୍ରୀହି ସମାସ କୁହାଯାଏ
  • କେତେକ କ୍ଷେତ୍ରରେ ନାସ୍ତିବାଚକ ଶବ୍ଦ ପୂର୍ବପଦ ହୋଇ ବହୁବ୍ରୀହି ସମାସ ହୋଇଥାଏ,ଏହାକୁ ନାସ୍ତିବାଚକ ବହୁବ୍ରୀହି ସମାସ କୁହାଯାଏ
  • ତେଣୁ ନାହିଁ ଜନ୍ମ ଯାହାର ର ଏକପଦ - 2) ଅଜନ୍ମା

Additional Information

  • ସମାସ ପ୍ରକ୍ରିୟାରେ ବ୍ୟବହୃତ ପଦ - ସମସ୍ତପଦ , ପୂର୍ବପଦ , ପରପଦ , ସମସ୍ତମାନପଦ ଓ ବିଗ୍ରହବାକ୍ୟ
  • ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ 6 ଭାଗରେ ବିଭକ୍ତ କରାଯାଇଛି
  • ତତ୍‍ପୁରୁଷ , କର୍ମଧାରୟ , ଦ୍ୱିଗୁ ,ଦ୍ୱନ୍ଦ ,ଅବ୍ୟୟଭାବ , ବହୁବ୍ରୀହି
View more questions
Information about Odisha Police SI (General English and Odia Language) Paper 1 Mock Test - 8 Page
In this test you can find the Exam questions for Odisha Police SI (General English and Odia Language) Paper 1 Mock Test - 8 solved & explained in the simplest way possible. Besides giving Questions and answers for Odisha Police SI (General English and Odia Language) Paper 1 Mock Test - 8, EduRev gives you an ample number of Online tests for practice
Download as PDF